Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
କଲାମଙ୍କୁ ସଲାମ କରୁଛି ଦେଶ
ସ୍ୱପ୍ନ ତାହା ନୁହେଁ, ଯାହା ତୁମେ ଶୋଇଲା ବେଳେ ଦେଖୁଛ । ସ୍ୱପ୍ନ ସିଏ ଯିଏ ତୁମକୁ କେବେ ଶୋଇବାକୁ ଦିଏନି । ସେ କେବଳ ଭାଷଣ ମାରନ୍ତିନି, ତାକୁ କାମରେ ବି କରି ଦେଖାନ୍ତି । ଦୁନିଆକୁ ଏହି ସବୁ କଥାର ଅର୍ଥ ବୁଝାନ୍ତି । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି କରିବାର ଜୋଶ ତାଙ୍କୁ ସବୁବେଳେ!-->…
ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ଗୁଜରାଟ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଗୋପାଳ ଇଟାଲୀୟା ହିରାବେନ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ମହଙ୍ଗା!-->…
ଅଡ଼ୁଆରେ କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀ
ଅଡ଼ୁଆରେ କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀ। କେରଳର ପେରୁମବାଭୋରରୁ ବିଧାୟକ ଭାବେ ନିର୍ବାଚନ ଜିତିଥିବା ଏଲଡୋସଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ଜିଲ୍ଲା କ୍ରାଇମବ୍ରାଞ୍ଚ ପ୍ରଥମେ ବିଧାୟକଙ୍କ ନାଁରେ ଅପହରଣ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରୁଥିଲା। ହେଲେ!-->…
କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ମୁହଁ ବନ୍ଦ କଲା ଭାରତ
ନ୍ୟୁୟର୍କ: ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ପୁଣି ଏକ ଚାଲକୁ ମୁହଁତୋଡା ଜବାବ ଦେଇଛି ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ବିତର୍କ ବେଳେ କାଶ୍ମୀର ପ୍ରସଙ୍ଗ ଉପରେ କହିଥିଲା ପାକିସ୍ତାନ । ସମାନ ପ୍ରସଙ୍ଗ ଜମ୍ମୁକାଶ୍ମୀରରେ ହେଉଛି ବୋଲି ପାକିସ୍ତା କହିବା ପରେ ମିଳିତ ଜାତିସଂଘର!-->…
ଅପରାଜିତା ଷଡ଼ଙ୍ଗୀ ଆଇପିୟୁ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ
ନୂଆଦିଲ୍ଲୀ: ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନଜନକ ଇଂଟର ପାର୍ଲାମେଂଟାରୀ ୟୁନିଅନ(ଆଇପିୟୁ) କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଜଣାପଡିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ଶୂଆ ଛୁଟିଛି । ବିଜେପିର ନେତା!-->…
ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ
ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ ମେଡିକାଲ ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀରେ ପାଠ ପଢିବା ପାଇଁ ଅସୁବିଧା ହେବା ସହ!-->…
ଭାରତୀୟ ସେନା ବିମାନ MIG-29K ଦୁର୍ଘଟଣା ଗ୍ରସ୍ତ
ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି।ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି!-->…
ଆଜି ମୁଲାୟମ ସିଂ ଯାଦବଙ୍କ ହେବ ଅନ୍ତିମ ସଂସ୍କାର
ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ଆଜି ହେବେ ଶେଷକୃତ୍ୟ । ଉତ୍ତର ପ୍ରେଦଶ ସେଫାଇରେ ହେବ ଅନ୍ତିମ ସଂସ୍କାର । ୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ ।
!-->!-->!-->…
ବଡ଼ ରାଲି କରିବ ବିଜେପି
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ୧୪୪ ଲୋକସଭା ଆସନରେ ବିଜେପି ଦଳ ହାରିଥିଲା ସେହି ସବୁ ଆସନକୁ କିପରି ମଜବୁତ କରିହେବ ସେ ନେଇ ବଡ଼ ରାଲି ଆୟୋଜନ କରିବାକୁ ବିଜେପି ବରିଷ୍ଠ ନେତାମାନେ ନିଷ୍ପତ୍ତି ନେଇଛନ୍ତି ।ଏହି ଆସନ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ!-->…
ମୁଲାୟମ ସିଂ ଯାଦବଙ୍କ ପରଲୋକ
ଲକ୍ଷ୍ନୈା: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦିନିଆ!-->…