Browsing Category

National

ସୋମନାଥ ‘ସ୍ବାଭିମାନ ପର୍ବ ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟରେ ପହଞ୍ଚିଛନ୍ତି । ୩ ଦିନିଆ ଗୁଜରାଟ ଗସ୍ତରେ ମୋଦୀ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ମୋଦୀ ଗିର ସୋମନାଥରେ ପହଞ୍ଚିଛନ୍ତି । ସେଠାରେ ବହୁ ସଂଖ୍ୟକ ଲୋକ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି । ସୋମନାଥ…

ଜାନୁୟାରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ ,ଫେବୃଆରୀ ୧ ରେ ଆସିବ ବଜେଟ

ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୮ରୁ ଆରମ୍ଭ ହୋଇପାରେ ଓ କେନ୍ଦ୍ରୀୟ ବଜେଟ୍ ୧ ଫେବୃଆରୀ ରବିବାର ଉପସ୍ଥାପନ ହୋଇପାରେ। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ନିର୍ଦ୍ଧାରିତ ସମ୍ଭାବିତ କାର୍ଯ୍ୟକ୍ରମର ସୂଚନା ଦେଇ ଅଧିକାରୀମାନେ ଶୁକ୍ରବାର ଏହା କହିଛନ୍ତି। ଅଧିକାରୀ କହିଛନ୍ତି ଯେ…

ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ , ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ…

ଉତ୍ତର ପ୍ରଦେଶରେ ସ୍ଵତନ୍ତ୍ର ଭୋଟର ତାଲିକା ପୁନଃନିରୀକ୍ଷଣ ପରେ କଟିଲେ ୩ କୋଟି ଭୋଟର

ଉତ୍ତର ପ୍ରଦେଶରେ ସ୍ଵତନ୍ତ୍ର ଭୋଟର ତାଲିକା ପୁନଃନିରୀକ୍ଷଣ(ଏସଆଇଆର) ପରେ କଟିଲେ ୩ କୋଟି ଭୋଟର। ଜାରି ଡ୍ରାଫ୍ଟ ଭୋଟର ତାଲିକାରେ ବିହାରଠୁ ମଧ୍ୟ ଉତ୍ତର ପ୍ରଦେଶରେ ଅଧିକ ନାଁ କଟିଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି ଡ୍ରାଫ୍ଟ ତାଲିକାରେ ପ୍ରାୟ ତିନି କୋଟି ଭୋଟରଙ୍କ ନାଁ କଟିଛି।…

ଇଣ୍ଡିଆନ କୋଷ୍ଟ ଗାର୍ଡ ସହ ଯୋଡ଼ି ହେଲା ‘ସମୁଦ୍ର ପ୍ରତାପ’

ଭାରତର ସାମୁଦ୍ରିକ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ନୂଆ ଦୃଢତା ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଗାଆରେ ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ସହ ପ୍ରଦୂଷଣ ନିୟନ୍ତ୍ରଣ ପୋତ ‘ସମୁଦ୍ର ପ୍ରତାପ’କୁ ସାମିଲ କରିଛନ୍ତି। ଗୋଆ ସିପୟାର୍ଡ ଲିମିଟେଡ (ଜିଏସଏଲ)ରେ…

ଆସାମରେ ଭୂକମ୍ପ ଝଟ୍‌କା,ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ,

ଆସାମରେ ଭୂକମ୍ପ ଝଟ୍‌କା। ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ମୋରିଗାଓଁ ଜିଲାରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ଆଜି ସକାଳେ ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ ଭୟଭୀତ ହୋଇ…

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ,ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତି…

ବିଜେପି କୁ ଦେଖି ଆରଏସଏସ ବିଷୟରେ ନିଷ୍କର୍ସ ବାହାର କରିବାକୁ ଚେଷ୍ଟା କରିବା ଏକ ବଡ଼ ଭୁଲ ହେବ – ମୋହନ ଭାଗବତ

ମଧ୍ୟପ୍ରଦେଶର ଭୋପାଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ୟୁନିଫର୍ମ ଏବଂ ଶାରୀରିକ ବ୍ୟାୟାମ ସତ୍ତ୍ୱେ, ସଂଘ ଏକ ଅର୍ଦ୍ଧସାମରିକ ସଂଗଠନ ନୁହେଁ । ଭାରତୀୟ ଜନତା ପାର୍ଟି (ବିଜେପି)କୁ ଦେଖି ଆରଏସଏସ ବିଷୟରେ ନିଷ୍କର୍ସ ବାହାର କରିବାକୁ ଚେଷ୍ଟା କରିବା…

ଶ୍ରୀନଗର-ବାରାମୁଲ୍ଲା-ଉରି ରାଜପଥରେ ବଡ଼ ଧରଣର ଭୂସ୍ଖଳନ

ଶ୍ରୀନଗର-ବାରାମୁଲ୍ଲା-ଉରି ରାଜପଥରେ ଶୁକ୍ରବାର ବଡ଼ ଧରଣର ଭୂସ୍ଖଳନ ହୋଇଛି । ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବଡ଼ ବଡ଼ ପଥର ରାସ୍ତା ଉପରେ ପଡ଼ିଛି । ଏନଏଚ୍-୧ର ବାରାମୁଲ୍ଲା ନିକଟରେ ଏହି ଭୂସ୍ଖଳନ ଘଟିଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ସେୟାର କରାଯାଇଥିବା ଏକ…

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ। ପାକିସ୍ତାନୀ ଆତଙ୍କୀମାନେ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଛି। ଅପରେସନରେ ସାମିଲ ହୋଇଛନ୍ତି ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ। ଜାମ୍ମୁ ଓ କାଶ୍ମୀରର…