Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ଅଡୁଆରେ ଡ. ବିକାଶ ଦିବ୍ୟକୀର୍ତ୍ତି
ଲୋକପ୍ରିୟ ୟୁପିଏସସି କୋଚିଙ୍ଗ ସେଣ୍ଟର ‘ଦୃଷ୍ଟି’ର ପ୍ରତିଷ୍ଠାତା ତଥା ମାଲିକ ବିକାଶ ଦିବ୍ୟକୀର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏହାସହ #BanDrishtiIAS ଟ୍ରେଣ୍ଡ ହେଉଛି ।ଭାଇରାଲ ହୋଇଥିବା ଭିଡିଓରେ ଡ.!-->…
ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି
ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ!-->…
ଜ୍ଞାନବାପୀ ମସଜିଦ ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ
ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ। ଏଥିପାଇଁ ଏକ ଖଣ୍ଡପୀଠ ମଧ୍ଯ ଗଠନ ହେବ। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା!-->…
ଲଞ୍ଚ ହେଲା ଟ୍ୱିଟରର ଦେୟ ଯୁକ୍ତ ସେବା
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଭାରତରେ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। କମ୍ପାନୀର ବ୍ଲ୍ୟୁ ସର୍ଭିସ ଗୁରୁବାର ଠାରୁ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକାରେ ଏହି ସେବାର ଦାମ ୮ ଡଲାର ଥିବା ବେଳେ ଭାରତରେ ଏହା ଅଧିକ ମହଙ୍ଗା!-->…
ବାଲି ଯିବେ ପ୍ରଧାନମନ୍ତ୍ରୀ ମୋଦି
ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ବାଲି ଗସ୍ତରେ ଯିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ!-->…
ଗୁଜରାଟ ବିଧାନସଭା ନିର୍ବାଚନ
ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ଏହାପରେ ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ଏନେଇ ଗତ ୪ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ବସିଥିଲା । ଉକ୍ତ!-->…
ଦାୟିତ୍ବ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼
ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଆଜି ଦାୟିତ୍ବ ନଲେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି ।ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ!-->…
ଦିଲ୍ଲୀରେ ଆଜିଠୁ ଖୋଲିଲା ସ୍କୁଲ
ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ସ୍କୁଲ । ବାୟୁ ପ୍ରଦୂଷଣର ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାରୁ ସ୍କୁଲ ଖୋଲାଯାଇଛି । ଦ୍ରୁତ ଗତିରେ ପ୍ରଦୂଷଣ ବଢୁଥିବାରୁ ସ୍କୁଲ ବନ୍ଦ କରାଯାଇଥିଲା । ଏବେବି କିଛି ସ୍ଥାନରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରହିଛି । ଦିଲ୍ଲୀ ଏବଂ ଏନସିଆରରେ ଏକ୍ୟୁଆଇ ସ୍ତର!-->…
ଜି-୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବ୍ସାଇଟ୍ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ଣ ୪ଟା ୩୦ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବ୍ସାଇଟ୍କୁ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ ଭାରତର ବିଦେଶ ନୀତି ବିଶ୍ବ!-->…
ବରିଷ୍ଠ ବିଜେପି ନେତା ଲାଲ୍ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ
ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର ଉତ୍ସବରେ ତାଙ୍କୁ!-->…