Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
National
ଗୁଲାମ ନବୀଙ୍କର ନୂଆ ରାଜନୈତିକ ଯାତ୍ରା ଆରମ୍ଭ
କଂଗ୍ରେସର ହାତ ଛାଡିଥିବା ଗୁଲାମ ନବୀ ଏବେ ଏକଲା ଚଲୋରେ ବିଶ୍ବାସ କରିଛନ୍ତି । କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିବା ପୂର୍ବତନ ସାଂସଦ ଗୁଲାମ୍ ନବୀ ଆଜାଦ୍ ଏବେ ନୂଆ ଦଳ ଗଠନ କରିଛନ୍ତି । ତାଙ୍କ ସମର୍ଥନରେ ହଜାର ହଜାର କଂଗ୍ରେସ ସମର୍ଥକ ଆଜି ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ।!-->…
ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ଲଢ଼େଇ
ଅଲଟିମେଟ୍ ଖୋ ଖୋ ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ମହା ମୁକାବିଲା ହେବ । ଓଡ଼ିଶା ଜଗରନଟ୍ସ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।
!-->!-->!-->…
ଏସିଆ କପ୍ର ସୁପର ଫୋର୍ ଆସନ୍ତାକାଲି: ଜାଡେଜା ଆଉଟ, ଅକ୍ଷର ଖେଳିବେ!
ଏସିଆ କପ୍ର ସୁପର ଫୋର୍ ରାଉଣ୍ଡରେ ଆସନ୍ତା କାଲି ପାକିସ୍ତାନକୁ ପୁଣି ଭେଟିବ ଭାରତ । ତେବେ ଏହି ମ୍ୟାଚରେ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ ନାହିଁ । ଆହତ କାରଣରୁ ତାଙ୍କୁ ବାଦ ଦେଇଛି ଚୟନ କମିଟି । ତେବେ ତାଙ୍କ ବଦଳରେ 3 ଜଣ ଖେଳାଳିଙ୍କ ମଧ୍ୟରୁ ଅଧିନାୟକ ରୋହିତ ଶର୍ମା କାହାକୁ!-->…
ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶ,
ବିଟ୍ରେନକୁ ଟପି ଭାରତ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି ହାସଲ କରିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଏବେ ଭାରତ ପଂଚମ ବୃହତ ଅର୍ଥନୀତିକ ଦେଶ ତାଲିକାରେ ପାଦ ରଖିଛି । କରୋନା ପାଇଁ ଭାରତୀୟ ଅର୍ଥନୀତି ଦୁର୍ବଳ ହେବା ନେଇ ଆଶଙ୍କା ମଧ୍ୟରେ ଭଲ ଖବର ହେଉଛି ଭାରତର ଅର୍ଥନୀତି ସମୃଦ୍ଧ!-->…
ବିଜେପି ଉପର ବର୍ଷିଲେ ଅଭିଷେକ ବାନାର୍ଜୀ
ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୭ଘଣ୍ଟା ଜେରା କରିବା ପରେ ଅଭିଷେକ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାହୁଁଛନ୍ତି ବିରୋଧୀମାନେ ତାଙ୍କୁ ଭୟ କରନ୍ତୁ। ତେବେ ସେ କାହାକୁ!-->…
ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାମଲା ବିଚାରାଧୀନ ରହିଛି
ଦେଶରେ ଦିନକୁ ଦିନ ଘରୋଇ ହିଂସା ମାମଲା ବଢ଼ିବାରେ ଲାଗିଛି । ତେବେ ମାମଲା ସମାଧାନ ହେବାର ନା ଧରୁନାହିଁ । ଏବେ ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାମଲା ବିଚାରାଧୀନ ରହିଛି ।
ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍ଏଏଲଏସ୍ଏ) ପକ୍ଷରୁ ଦାଖଲ ତଥ୍ୟରୁ!-->!-->!-->…
ଅଲଟିମେଟ୍ ଖୋ ଖୋ: ଫାଇନାଲରେ ଓଡ଼ିଶା ଜଗରନଟ୍ସ
ପୁନେର ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଇତିହାସ ରଚିଛି ଓଡ଼ିଶା ଜଗରନଟ୍ସ । ଏଠାରେ ଚାଲିଥିବା ଅଲଟିମେଟ୍ ଖୋ ଖୋ ଲିଗର ପ୍ରଥମ କ୍ୱାଲିଫାୟରରେ ବିଜୟୀ ହୋଇ ଓଡ଼ିଶା ଜଗରନଟ୍ସ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
!-->!-->!-->…
ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ପ୍ରବେଶିକା 10 ସେପ୍ଟେମ୍ବର, 2022 ରୁ ଆରମ୍ଭ
କେନ୍ଦ୍ର ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ସରପଞ୍ଚ/ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖି ନୂଆ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାରର ଚୟନ ପ୍ରକ୍ରିୟାରେ ସମସ୍ତ ଗ୍ରାମ ପଞ୍ଚାୟତର ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ପାଇଁ ଅନୁରୋଧ କରିଛନ୍ତି। ସଂଶୋଧିତ ରାଷ୍ଟ୍ରୀୟ!-->…
ଦେଶର ଏକଲକ୍ଷ ଆୟୁର୍ବେଦ ବିଦ୍ୟାର୍ଥୀଙ୍କ ପାଇଁ ସୁଯୋଗ
ଆୟୁର୍ବେଦ କ୍ଷେତ୍ରରେ ଦେଶରେ ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କୁ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏଏସ୍) ଏକ ଅନୁପମ ପ୍ରୟାସ ଆରମ୍ଭ କରିଛି । ଏହି ଯୋଜନାରେ ଦେଶର ମାନ୍ୟତାପ୍ରାପ୍ତ ଆୟୁର୍ବେଦ କଲେଜରେ ଅଧ୍ୟୟନ!-->…
ଶିକ୍ଷାକୁ ଉନ୍ନତମାନର କରିବା ଉପରେ ଅଷ୍ଟ୍ରେଲିଆର ବିଭାଗୀୟ ମନ୍ତ୍ରୀଙ୍କ ସହ ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା,!-->…