Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
National
ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ାଉ
ପୁଣି ଟିଏମସି ପାଇଁ ବିପଦ । ଜଣକ ପର ଜଣେ ନେତାଙ୍କ ଘରେ ସିିବିଆଇ ଚଢ଼ାଉ କରିବାରେ ଲାଗିଛି । ମମତା ବାନାର୍ଜୀ ‘ସିବିଆଇ’ ପଶ୍ଚିମବଙ୍ଗ ରାଜ୍ୟର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି।
ଅନେକ ଥର ସମନ୍ ଜାରି କରାଯିବା ସତ୍ତ୍ବେ ମଳୟ ଘଟକ ‘ସିବିଆଇ’ରେ!-->!-->!-->…
ଭାରତ-ବାଂଲାଦେଶ ୭ ଏମ୍ଓୟୁ ସ୍ବାକ୍ଷର
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସାକ୍ଷତ କରିବା ସହ ଦୁଇଦେଶ ମଧ୍ୟରେ ଏମୟୁ ସ୍ବାକ୍ଷର ହୋଇଛି । ଉଭୟ ମୋଦୀ ଏବଂ ହାସିନା ଆଜି ହାଇଦ୍ରାବାଦ ହାଉସ୍ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ୭ଟି ଏମ୍ଓୟୁ!-->…
ସମବାୟ ନୀତି ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା କଲେ ଶାହ
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଘୋଷଣା କରିଛନ୍ତି । ନୂତନ ସମବାୟ ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ବୋଲି କହିଛନ୍ତି ଶାହ । ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି କମିଟି ଦେଶରେ!-->…
ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିପାରିଲେନି ରଣବୀର ଓ ଆଲିୟା
ଗୋ ମାଂସ ଉପରେ ଅଭିନେତା ରଣବୀର କପୁର ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି । ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ରଣବୀର ଓ ଆଲିଆ ଯାଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ୍ ଏବଂ ବଜରଙ୍ଗ ଦଳ ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି ।
ପ୍ରତିବାଦ ପ୍ରଦର୍ଶନ!-->!-->!-->…
ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ
୪ ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି, ଭାରତ ଅନୁଭୂତି ସବୁବେଳେ ମନେ ରହିବ । ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବା ହେବ ପ୍ରାଥମିକତା । ଦାରିଦ୍ର୍ୟ ଦୂରୀକରଣ ପାଇଁ!-->…
ଶ୍ରୀଲଙ୍କା ସହ ଆଜି ଭାରତର ମୁକାବିଲା
ଏସିଆ କପ୍ ସୁପର-୪ରେ ଆଜି ଭାରତ ପାଇଁ କର ବା ମର ମ୍ୟାଚ୍ । ସଂଧ୍ୟା ସାଢେ ୭ଟାରେ ଶ୍ରୀଲଙ୍କା ସହ ମୁକାବିଲା ରହିଛି । ପ୍ରଥମ ମ୍ୟାଚ୍ ହାରିଥିବାରୁ ଫାଇନାଲ ଦୌଡ଼ରେ ରହିବା ପାଇଁ ହେଲେ ନିଶ୍ଚିତ ବିଜୟ ଆବଶ୍ୟକ । ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି!-->…
ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ
ବିଜେପି ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମାଲର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନାଲିଙ୍କ ଝିଅ । ଗତମାସରେ ଗୋଆରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା । ତେଣୁ ମାମଲାର ତଦନ୍ତ କରୁଛି ଗୋଆ!-->…
ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି
ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି । କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଲଗାତର ଭାବେ ୯ଘଣ୍ଟା ଧରି ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ବୁଡ଼ିଯାଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟଥର ପାଇଁ ସହରରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଦିନକରେ ବର୍ଷାର ପରିମାଣ!-->…
୩୫ଟି ସ୍ଥାନରେ ଚଢ଼ାଉ କରୁଛି ଇଡି
ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ୩୫ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ଇଢ଼ି ଚଢ଼ାଉ ଜାରି ରଖିଛି। ଏହାବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ୍,!-->…
ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ର ଭୋଟ ଫଳାଫଳ ପରେ ସେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
https://twitter.com/ANI/status/1566752656127041536
ଟ୍ରସ୍ ଭାରତୀୟ!-->!-->!-->!-->!-->…