Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
National
ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୫-ଜି ସେବା
ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୫-ଜି ସେବା । ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଭାରତରେ ୫ଜି ସେବାର ଶୁଭାରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍ଥାନରେ ଏହାର ସେବା ଯୋଗାଇ ଦିଆଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ପରେ ଦେଶର ବିଭିନ୍ନ ସହରକୁ ୫ଜି ସେବା ଯୋଗାଇବାର!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପ୍ରସଙ୍ଗ
ଗତ ଜାନୁଆରୀରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଯେଉଁ ତ୍ରୁଟି ପରିଲକ୍ଷିତ ହୋଇଥିଲା ସେ ସଂପର୍କରେ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଫିରୋଜପୁରର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି)ଙ୍କ ଅବେହଳା ଯୋଗୁଁ ଏପରି ଘଟିଲା ବୋଲି!-->…
କେଜରିଓ୍ବାଲଙ୍କ ମିଟିଂରେ 9 ବିଧାୟକ ଯୋଗ ଦେଲେନି
ଦିଲ୍ଲୀରେ 'ଅପରେସନ୍ ଲୋଟସ୍' ପ୍ରସଙ୍ଗରେ ବିଜେପି ଉପରେ ଅଭିଯୋଗ ଆଣିଛି ଆପ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ସମେତ 9 ଜଣ ବିଧାୟକ ପହଞ୍ଚି ପାରିନଥିଲେ। ତେବେ ସିସୋଦିଆ ସମ୍ପର୍କରେ ଦଳ!-->…
ପେଗାସସ୍ ମାମଲାରେ ଜବତ ଫୋନରୁ ମିଳିନି ପେଗାସସ୍ ପ୍ରମାଣ !
ପେଗାସସ୍ ମାମଲାରେ ଟେକ୍ନିକାଲ୍ କମିଟି ଦ୍ୱାରା ଦାଖଲ ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁ ରିପୋର୍ଟରେ କୁହାଯାଇଛି, କମିଟିକୁ ୨୯ଟି ମୋବାଇଲ୍ ଫୋନ୍ ଦିଆଯାଇଥିଲା । ଯେଉଁଥିରୁ ୫ଟିରେ ମାଲୱେର୍ ରହିଛି । ତେବେ କୁହାଯାଇ ପାରିବ ନାହିଁ ପେଗାସସ ଦ୍ୱାରା ତଥ୍ୟ ଚୋରି!-->…
ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଭବ୍ୟ ଉଦ୍ଯାପନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ ।
ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି!-->!-->!-->…
ଅଗଷ୍ଟ ୨୫ତାରିଖରେ ସ୍ମାର୍ଟ ଇଣ୍ଡିଆ ହାକାଥନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଭିଡିଓ କନଫରେନସି ମାଧ୍ୟମରେ ସମ୍ବୋଧନ କରିବେ ।
ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ!-->!-->!-->…
ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି
ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ, ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ ଦେଇଛି ।
ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ!-->!-->!-->…
ମମତା ବାନାର୍ଜୀଙ୍କୁ ଦିଲୀପଙ୍କ ତୀବ୍ର ବିରୋଧ
ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ଏବେ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଜୋରଦାର ପ୍ରଦର୍ଶନ କରାଯାଉଛି । ତେବେ ଟିଏମସି ଏହାକୁ ନେଇ ବିଜେପିକୁ କଟାକ୍ଷ କରିବାରେ ଲାଗିଛି । ବିଜେପି ନେତା!-->…
ଆର୍ଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ
‘ଜମି ବଦଳରେ ରେଳବାଇରେ ଚାକିରି’ ଦୁର୍ନୀତି ଘଟଣାରେ ‘ସିବିଆଇ’ ‘ଆର୍ଜେଡି’ ନେତା ଅଶ୍ଫକ୍ କରିମ୍ ଏବଂ ସୁନୀଲ ସିଂହଙ୍କ ଘରେ ଚଢ଼ାଉ କରିଛି। ଏହାକୁ ନେଇ ବିହାରରେ ରାଜନୀତି ସରଗରମ ହୋଇଛି । ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଶାସନ ଅମଳରେ ଉପରୋକ୍ତ ଦୁର୍ନୀତି ହୋଇଥିବା!-->…
ଇଂରାଜୀ ଭାଷା ପାଇଁ ଜନତାଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ ।
ଇଂରାଜୀ ମୋହ ଯୋଗୁଁ ଭାରତରେ ଲୋକଙ୍କ ଦକ୍ଷତା ଉପଯୋଗ ହୋଇପାରୁନାହିଁ । ଲୋକଙ୍କର ଦକ୍ଷତା ଥିଲେ ମଧ୍ୟ ମାତ୍ର ୫% ଉପଯୋଗ କରୁଛି ଭାରତ। ଭାଷା ନିର୍ବିଶେଷରେ ସମଗ୍ର ଦକ୍ଷତାକୁ ଉପଯୋଗ କରାଗଲେ ଆନ୍ତର୍ଜାତିକସ୍ତରରେ ଦେଶ ଆହୁରି ପରିଚୟ ସୃଷ୍ଟି କରିପାରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ!-->…