Browsing Category

National

ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ବିକ୍ରାନ୍ତ

ଯୁଦ୍ଧପୋତ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାରେ ସାମିଲ କରିଛନ୍ତି। ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ବଦେଶୀ ବିମାନବାହୀ ଯୁଦ୍ଧ ଜାହାଜ । ଭାରତର ନୌସେନା ଇତିହାସରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ। କୋଚିନଠାରେ ପ୍ରଧାନମନ୍ତ୍ରୀ ଏହାକୁ ନୌସେନାରେ

୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ

ଉତ୍ତର କଶ୍ମୀରର ସୋପୋର ରେ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ ହୋଇଥିଲା । ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କା ଜିଏସଟି ରାଜସ୍ୱ ସଂଗ୍ରହ

୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ ସ୍ବାକ୍ଷର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ

ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ

ସୁପର-୪ରେ ଆଫ୍‌ଗାନିସ୍ତାନ

ଚଳିତ ଏସିଆ କପ୍‌ ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର-୪ରେ  ଆଫ୍‌ଗାନିସ୍ତାନ ପ୍ରବେଶ କରିଛି। ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ। https://twitter.com/ICC/status/1564825123529674752 ମୋସାଦେକ୍ ହୋସେନ୍‌ଙ୍କ ବିସ୍ଫୋରକ ୪୮ ରନ୍‌ ବଳରେ

ଆଜି ପବିତ୍ର ଗଣେଶ ପୂଜା

ଆଜି ପବିତ୍ର ଗଣେଶ ପୂଜା । ସାରା ଭାରତରେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣେଶ ପୂଜା । ଓଡ଼ିଶାରେ ମଧ୍ୟ ବିଭିନ୍ନ ପୂଜାମଣ୍ଡପରେ ଏବଂ ଶିକ୍ଷାନୁଷ୍ଠାନରେ ଜାକଜକମରେ ପୂଜା ପାଳିତ ହେଉଛି । https://twitter.com/ani_digital/status/1564810082927292416 ବୁଦ୍ଧିର ଦେବତା

ଅଙ୍କିତା ହତ୍ୟା ଘଟଣା ଯାଞ୍ଚ କରିବ ଏସଆଇଟି

ଝାଡଖଣ୍ଡରରେ ଶାହରୁଖ ଏକତରଫା ପ୍ରେମରେ ବିଫଳ ହୋଇ ଅଙ୍କିତାଙ୍କୁ ପୋଡି ମାରିବା ଘଟଣାରେ ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଏହି ଘଟଣାର ସବୁ ଦିଗରୁ ପୁଙ୍ଖାନୁପୁଙ୍ଖ

କେଜରିଓ୍ବାଲଙ୍କୁ ମଦ ଦୋକାନ ବନ୍ଦ କରିବା ପାଇଁ କହିଲେ ଆନ୍ନା ହଜାରେ

ଦିଲ୍ଲୀରେ ମଦ ଦୋକାନ କୁ ଅଧିକ ଅନୁମତି ଦେବାକୁ ଦେଇ ଆନ୍ନା ହଜାରେ କେଜରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି । ସ୍ବରାଜ ପୁସ୍ତକରେ ବଡ଼ ବଡ଼ କଥା ଲେଖିଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆଚରଣରେ ଓଲଟା ସବୁ କରୁଥିବା ସେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଆଦର୍ଶ, ଆଚରଣ ଭୁଲି ଯାଇଥିବା

ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ: ସଚିନ ବିଷ୍ଣୋଇ ଗିରଫ

ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ ଅଜରବେଜାନରେ ହେପାଜତକୁ ନିଆଯାଇଛି । ସଚିନ ବିଷ୍ଣୋଇ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ ବୋଲି କହିଥିଲେ । ସଚିନ ବିଷ୍ଣୋଇଙ୍କ ଜାଲ୍ ପାସପୋର୍ଟ ଦିଳ୍ଳୀର ସଙ୍ଗମ ବିହାର ଅଞ୍ଚଳରେ ଏକ ଠିକଣାରେ ପ୍ରସ୍ତୁତ