Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀଙ୍କ ସୂଚନା
ରେଳ ବଜେଟରେ ଓଡିଶାକୁ ମିଳିଲା ୧୦ହଜାର ୧୨ କୋଟି ଟଙ୍କା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ଚଳିତ ବର୍ଷଠାରୁ ରେଳ ପଥ ନିର୍ମାଣକୁ ବୃଦ୍ଧି କରାଯିବ । ଏହି ବର୍ଷ ୨୮୦ କିଲୋମିଟର ରେଳ ପଥ ନିର୍ମାଣ ହେବ । ଯାହା ରାଜ୍ୟ ସରକାର ମାଗିଥିଲେ, ତାହାଠୁ…
ସର୍ଭେ ରିପୋର୍ଟରେ ମୋଦୀଙ୍କ ଲୋକପ୍ରିୟତା ବିଶ୍ୱରେ ସର୍ବାଧିକ
ନରେନ୍ଦ୍ର ମୋଦୀ ପୁଣି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା । ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନ୍ସଲ୍ଟ ସର୍ଭେ ରିପୋର୍ଟରେ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ରହିଛି । ଯାହାକି ବିଶ୍ୱନେତାଙ୍କ କ୍ଷେତ୍ରରେ ସର୍ବାଧିକ । ଲୋକପ୍ରିୟତା ରେଟିଂରେ ମୋଦୀ, ବାଇଡେନ୍, ଋଷି ସୁନକ ଓ ଫ୍ରାନ୍ସ…
ରାଷ୍ଟ୍ରପତିଙ୍କ ଉଦବେଗ: ଜାମିନ ମିଳିବାରେ ବିଳମ୍ଭ
ଜାମିନ୍ ସତ୍ୱେ ମୁକୁଳିପାରୁନଥିବା କଏଦୀଙ୍କ ପାଇଁ ଅନେକ ସମୟରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେଉଛି । ଏନେଇ ସୁପ୍ରମିକୋର୍ଟଙ୍କ ୭ ସୁତ୍ରୀ ନିର୍ଦ୍ଦେଶ । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କୋର୍ଟ ଯେତେବେଳେ ଜଣେ ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କୁ ଜାମିନ୍ ପ୍ରଦାନ କରିବେ ସେହି ଦିନ…
ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି
ଆମେରିକୀୟ ସର୍ଟ ସେଲର ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି । ଆଦାନି ଗ୍ରୁପ୍ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ୪୩ ପ୍ରତିଶତ ହ୍ରାସ ଘଟିଥିବାରୁ ନିବେଶକମାନେ ହଜାର ହଜାର କୋଟି ଟଙ୍କା ହରାଇଲେଣି । ଏଥି ସହିତ କମ୍ପାନୀ ଗୁଡ଼ିକର ମିଳିତ ବଜାର ମୂଲ୍ୟ ୧୦ ହଜାର…
୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍
ନୂଆଦିଲ୍ଲୀ : ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି । ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ…
ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ
ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଜୁନ୍ ମାସରେ ଆମେରିକା ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ନିମନ୍ତ୍ର କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ…
୪୫ ଲକ୍ଷ କୋଟିର ବଜେଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା । …
ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା
କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ ।
ଏଥି ସହିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯିବ ।
ଗ୍ରୀନ୍ ଗ୍ରୋଥ ବଜେଟର ପ୍ରଥମ ପ୍ରାଥମିକତା ।
ପନିପରିବା ଚାଷ ପାଇଁ ବଜେଟରେ ୨୨୦୦ କୋଟି ।
ଦେଶରେ କେହି ଯେପରି ଭୋକରେ ଶୋଇବେନି ।
ମାଗଣା ଚାଉଳ ଯୋଗାଇ…
ମଧ୍ୟବିତ୍ତଙ୍କୁ ଆୟକରରେ ବଡ଼ ଆଶ୍ବସ୍ତି
ମହିଳାମାନଙ୍କ ପାଇଁ ସଞ୍ଚୟ ଯୋଜନା ଘୋଷଣା।
ଦୁଇ ଲକ୍ଷ ସଞ୍ଚୟ ଉପରେ ୭.୫% ସୁଧ ଦିଆଯିବ।
ବରିଷ୍ଠ ନାଗରିକମାନେ ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ବଦଳରେ ୩୦ ଲକ୍ଷ ଟଙ୍କା ଜମା କରିପାରିବେ।
ମାସିକ ଆୟ ଯୋଜନାରେ ଜଣେ ଆକାଉଣ୍ଟଧାରୀ ୪.୫ ଲକ୍ଷ ଟଙ୍କା ବଦଳରେ ୯ ଲକ୍ଷ ଟଙ୍କା ଜମା କରିପାରିବେ।…
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-୨୦ ମ୍ୟାଚ
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ମ୍ୟାଚଟି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଜିତିଥିଲା । ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା । ଶେଷ ମ୍ୟାଚ୍…