Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
National
ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ
ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଅଶୋଧିତ ତେଲର ଦର ଓ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଗୁରବାର ଗୋଟିଏ ଡଲାରର!-->…
ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍
ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ସାରିଛି । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ!-->…
ଡିଆରଡିଓ ପକ୍ଷରୁ ମାନବବିହୀନ ବୋଟ୍ ସଫଳ ପରୀକ୍ଷଣ
ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ପୁନେରେ ଡିଆରଡିଓ ପକ୍ଷରୁ ଏହି ମାନବବିହୀନ ବୋଟ୍ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର ଗତିବିଧି!-->…
ମେକ୍ସିକୋରେ ଗୁଳିମାଡ଼, ମେୟରଙ୍କ ସମେତ ୧୮ ମୃତ
ମେକ୍ସିକୋ : ମେକ୍ସିକୋରେ କିଛି ଦୃବୃତ୍ତଙ୍କ ଗୁଳିମାଡ଼ରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ସାନ୍ ମିଗୁଏଲ ଟୋଟଲାପନ ସ୍ଥିତ ସିଟି ହଲ୍ ଏବଂ ନିକଟରେ ଥିବା ଏକ ଘର ଉପରକୁ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲାବେଳେ ଏଥିରେ ମେୟରଙ୍କ ସମେତ 18 ଜଣଙ୍କର ଜୀବନ ଯାଇଛି। ଏହି!-->…
ପାକିସ୍ତାନୀ ପତାକାଠାରୁ ଉଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବ ଭାରତ
ଅଟ୍ଟାରି ସୀମାନ୍ତରେ ଦେଶର ସର୍ବୋଚ୍ଚ ତ୍ରିରଙ୍ଗ ପତାକା (୪୧୮ ଫୁଟ୍) ଉତ୍ତୋଳନ କରିବା ଲାଗି ‘ନ୍ୟାସ୍ନାଲ୍ ହାଇୱେଜ୍ ଅଥରିଟି ଅଫ୍ ଇଣ୍ଡିଆ’ ପ୍ରସ୍ତୁତି କରୁଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।‘ନ୍ୟାସ୍ନାଲ୍ ହାଇୱେଜ୍ ଅଥରିଟି ଅଫ୍ ଇଣ୍ଡିଆ’ର ଜଣେ ଅଧିକାରୀ କହିଛନ୍ତି,!-->…
କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ଯୋଗ ଦେଲେ ସୋନିଆ ଗାନ୍ଧୀ
ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି ।
ସେପ୍ଟେମ୍ବର 30 ରେ ଏହି ଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିଥିଲା। କଂଗ୍ରେସ ସୁପ୍ରିମୋ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ!-->!-->!-->!-->!-->…
ଜିଓ ଆରମ୍ଭ କରୁଛି ଫାଇଭ୍ ଜି ସେବା
ଆଜିଠୁ ଆରମ୍ଭ ହେଉଛି ଜିଓର ଫାଇଭ୍ ଜି ସେବା । ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ଏହି ସେବା ଯୋଗାଇ ଦେବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରଣାସୀର ଗ୍ରାହକଙ୍କୁ ଫାଇଭ୍ ଜିର ସୁବିଧା ମିଳିପାରିବ । ଏହା ସହ ଗ୍ରାହକଙ୍କୁ ୱେଲକମ୍ ଅଫର ଦେବ କମ୍ପାନୀ । ଏହି ଅଫର ଜରିଆରେ ଗ୍ରାହକ!-->…
ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ଓ ରୁଷ ସହିତ ଚାଲିଥିବା ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ ।ସେମାନଙ୍କ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ!-->…
ଆଜି ଜାତୀୟ ଦଳ ଘୋଷଣା କରିବେ କେସିଆର
୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡ଼ିଲେଣି | ଏହି କ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ!-->…
ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା
ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା। ଜମ୍ମୁ ଉଦୟିୱାଲାସ୍ଥିତ ଘରୁ ଲୋହିଆଙ୍କର ମୃତଦେହ ଉଦ୍ଧାର ହୋଇଛି । ୫୭ ବର୍ଷୀୟ ଲୋହିଆଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ହତ୍ୟା ପରେ ତାଙ୍କୁ!-->…