Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
୪ ସ୍ବର୍ଣ୍ଣ ସହ ବିଶ୍ବ ମୁଷ୍ଟିଯୁଦ୍ଧରେ ଭାରତ ଶ୍ରେଷ୍ଠ
ନୂଆଦିଲ୍ଲୀ : ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ଦବଦବା ବୃଦ୍ଧି ପାଇଛି । ଭାରତୀୟ ମହିଳାମାନେ ୪ ସ୍ବର୍ଣ୍ଣ ସହ ଦଳଗତ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳପ୍ରେମୀମାନେ ଅଭିନନ୍ଦନ ଜଣାଇଛନ୍ତି ।…
ସାବର୍କର୍ ଆମ ଆଦର୍ଶ: ଠାକରେ
କଂଗ୍ରେସକୁ ସମର୍ଥନ କରୁଥିବା ଉଦ୍ଧବ ଠାକରେ କିନ୍ତୁ ରାହୁଲ ଗାନ୍ଧୀ ଲଗାତାର ହିନ୍ଦୁ ନୀତିବାଦୀ ସ୍ବାଧୀନତା ସଂଗ୍ରାମୀ ସାବର୍କର୍ଙ୍କୁ ଅପମାନ କରିଥିବାରୁ ନିନ୍ଦା କରିଛନ୍ତି । ସାବରକରଙ୍କୁ ଅପମାନ ଦେବାରୁ ନିବୃତ୍ତ ରୁହନ୍ତୁ ବୋଲି ଉଦ୍ଧବ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ …
ବଳିଦାନ ହେଉଛି ଗାନ୍ଧୀ ପରିବାରର ସାମର୍ଥ୍ୟ
ନୂଆଦିଲ୍ଲୀ: ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏପରିକି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତାର ସୋସିଆଲ ମିଡିଆରେ ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।…
ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍
ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ ମ୍ୟାଚରେ ନିଖତ୍ ଜରିନ୍ ଭିଏତନାମର ବକ୍ସର ନୁଏନ୍…
୩୬ଟି ୱାନ୍ୱେବ୍ ସାଟେଲାଇଟ୍ ଉତ୍କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ
ଚେନ୍ନାଇ: ଇତିହାସ ରଚିଛି ଇସ୍ରୋ । ଏକାଥରକେ ମହାକାଶକୁ ୩୬ଟି ୱାନ୍ୱେବ୍ ସାଟେଲାଇଟ୍ ଉତ୍କ୍ଷେପଣ କରି ସଫଳତା ହାସଲ କରିଛି ଇସ୍ରୋ । ‘ଭାରତୀୟ ମହାକାଶ ଗେବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ଚେନ୍ନାଇ ନିକଟସ୍ଥ ଶ୍ରୀହରିକୋଟା ‘ସ୍ପେସ୍ପୋର୍ଟ’ରୁ ଗୋଟିଏ ରକେଟ୍ ଯୋଗେ ୩୬ଟି…
ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପରଲୋକରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହ। ହଠାତ ଏଭଳି ଭାବେ ସ୍ବାମୀଙ୍କୁ ହରାଇବା ପରେ ନିଲୁଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ନିଲୁଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ ଶୁକ୍ରବାର ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ,…
ସଂସଦ ସଦସ୍ୟତା ହରାଇଲେ ରାହୁଲ ଗାନ୍ଧୀ
ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ…
ମୋଦୀଙ୍କ ଆଗରେ ନିଜ ପଣତକାନି ପତେଇ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି
‘ମୋ ପ୍ରିୟ ନରେନ୍ଦ୍ର ଭାଇ ! ଆପଣ ଆମର ଝୋଲି ଭରି ଦେଇଛନ୍ତି । କେହି ବି ଆମ ଦୁଃଖ ବୁଝୁନଥିଲେ, କେହି ଆମ ବିଷୟରେ ଚିନ୍ତା କରୁନଥିଲେ, ଆମକୁ ପରିଚୟ ଦେବାକୁ ଚେଷ୍ଟା କରିନଥିଲେ ହେଲେ ଆପଣ ଆସିବା ପରେ ଆମକୁ ପରିଚୟ ମିଳିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍’ Iନିଜର ନିରନ୍ତର, ନିଃସ୍ୱାର୍ଥପର…
ରାହୁଲ ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି!
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି। ରାହୁଲ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ କୌଣସି ସଦସ୍ୟ ଯଦି ୨ କିମ୍ବା ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ସମୟ…
ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ
ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା…