Browsing Category

National

ସିସବା କୋରୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର  ସିସବା କୋରୋସି  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । https://twitter.com/narendramodi/status/1620041342733942784?s=20&t=FDHYcQgaYxTTcJl-7E4pZw ଏହି ବୈଠକରେ ଶ୍ରୀ…

ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି

 ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। https://twitter.com/narendramodi/status/1620287102880743425?s=20&t=QsYGmCxZGuXRZ5K-myZMnQ ଏବର୍ଷ ବଜେଟ୍‌ ପୂର୍ବରୁ…

ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି

ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି  । ଏପ୍ରିଲ ମାସରୁ ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏପ୍ରିଲ ୧ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିକୁ ହଟାଯିବ । ଏହା ବଦଳରେ ନୂଆ ଗାଡ଼ି ଅଣାଯିବ । ଇଥାନଲ,…

ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ

ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ ।  ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।  ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ ।…

ସଂସଦର ବଜେଟ ଅଧିବେଶନ ଆଜିଠାରୁ

ନୂଆଦିଲ୍ଲୀ:  ସଂସଦର ବଜେଟ ଅଧିବେଶନ ଆଜିଠାରୁ ।  ଆସନ୍ତାକାଲି ଆସିବ ସାଧାରଣ ବଜେଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି…

ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି

‘ଲଭ୍ ଜିହାଦ୍’ ବିରୋଧରେ ରଣହୁଙ୍କାର ଦେଲେ ହିନ୍ଦୁ ସଙ୍ଗଠନ । ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ  ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି , ଯେଉଁଥିରେ ଭାଗ ନେଇଛନ୍ତି ଏକାଧିକ ବିଧାୟକ ଓ ମନ୍ତ୍ରୀ ।ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହିନ୍ଦୁ ସଙ୍ଗଠନ ମିଶି ଲଭ୍ ଜିହାଦ…

ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବାକୁ ଦାବି

ଉତ୍ତରାଖଣ୍ଡର ଶୈଳସହର ଯୋଶୀମଠ ଦବୁଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଯୋଶୀମଠର ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିଦିଆଯାଇଛି ଏବଂ ଯେଉଁସବୁ କୋଠାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ନାଲି ଚିହ୍ନିତ କରାଯାଇଛି। କିନ୍ତୁ…

୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ

ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ୯୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର…

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର

ଭୁବନେଶ୍ବର:  ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରାଯାଇଛି। ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।…

ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ଭାରତ

ଲକ୍ଷ୍ନୌ: ଭାରତ ୬ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ଲକ୍ଷ୍ନୌରେ  ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ଧାର୍ଯ୍ୟ କରିଥିବା ୧୦୦ ରନ୍‌ର ଲକ୍ଷ୍ୟକୁ ଭାରତ ୧୯.୫ ଓଭରରେ ହାସଲ କରିଥିଲା।…