Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
National
କଥା ହେଲେ ମୋଦି ଓ ସୁନକ, ମୁକ୍ତ ବାଣିଜ୍ୟ ଉପରେ ଗୁରୁତ୍ବ
ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ହୋଇପାରିବ । ଏନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହେବା ପରେ ଜଣାପଡିଛି । ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହେବାପରେ ଟୁଇଟ କରି ଦୁଇ ନେତା ଏହା!-->…
କୋଏମ୍ବାଟୁର କାର୍ ବିସ୍ଫୋରଣ ମାମଲାରେ ଏନଆଇଏ ଏଫଆଇଆର ଦାଖଲ କଲା
କୋଏମ୍ବାଟୁର: ରବିବାର କୋଏମ୍ବାଟୁରର ଏକ ମନ୍ଦିର ସମ୍ମୁଖରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ଏନଆଇଏ ଏନଆଇଏ ଏଫଆଇଆର ଦାଖଲ କରିଛି । ଆତଙ୍କବାଦୀ ଷଡ଼୍ଯନ୍ତ୍ର ଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଏହି ମାମଲାକୁ ତଦନ୍ତ ହାତକୁ ନେଇଛି ଏନଆଇଏ ।
!-->!-->!-->…
ଆଜିଠୁ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28, ଅକ୍ଟୋବର 2022 ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ!-->…
ସିଡନୀରେ ଜିତିବ ରୋହିତ ବାହିନୀ: ରୋହିତ
ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା ହେବାକୁ ଥିବାବେଳେ ଏହି ମ୍ୟାଚରେ ଭାରତ ବିଜୟୀ ହେବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଟି -20!-->…
ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଲା ଭାରତ
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ବଢିଯାଇଛି । ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଛି ଭାରତ । ରୁଷ ସେନା ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଭାରତ ପକ୍ଷରୁ ଏପରି କୁହାଯାଇଛି । ଏପରି!-->…
ଭାରତୀୟ ଖେଳାଳିଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ
ଭାରତୀୟ ଖେଳାଳିଙ୍କୁ ପରଷା ଗଲା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ମ୍ୟାଚ୍ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡବିଚ୍। ସେ ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍ନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି!-->…
କ୍ୟାନସର ଭୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଲା ୟୁନିଲିଭର
ଆମେରିକାରେ ଏବେ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି । ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ନେଇ ଏବେ ଚାରିଆଡେ ଚର୍ଚା । ଏଭଳି ସମୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଛି କମ୍ପାନୀ । ପରୀକ୍ଷା!-->…
ବିଜେପିରେ ସାମିଲ ହୋଇପାରନ୍ତି ୨୨ ଶିବସେନା ବିଧାୟକ
ସରୁନି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦେବେନ୍ଦ୍ର ଫଡନାଭିସ ଦେଇପାରନ୍ତି ଝଟ୍କା। ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ପତ୍ରିକା!-->…
ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି
କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ!-->…
ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ
ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ । ଆଉ ମେଲବର୍ଣ୍ଣରେ ଖଚାଖଚ ଦର୍ଶକଙ୍କ ଭିଡ ଭିତରେ!-->…