Browsing Category

National

ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହେଲେ ୧୧ଜଣ ଯବାନ

ରାୟପୁର: ପୁଣି ମାଓବାଦୀଙ୍କ ଉତ୍ପାତ । ପୁଣି ଯାଇଛି ଯବାନଙ୍କ ଜୀବନ ।  ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ପୁଣି ଖେଳିଛନ୍ତି ରକ୍ତରେ ହୋଲି । ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ…

ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ୁଛି!

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚା । କଟର ଇମାନଦାରୀ ଦଳ କୁହାଯାଇଥିବା ଆପ ଏବେ ମଦ ଦୁର୍ନୀତିରେ ଛନ୍ଦି ହୋଇଯାଇଛି । ହାଇକୋର୍ଟରେ ଜାମିନ ପାଇଁ ମନୀଷ ସିସୋଦିଆ ଗୁହାରି କରିଥିବା ବେଳେ ସିବିଆଇ କିନ୍ତୁ ମନିଷଙ୍କୁ ଜାମିନ ନଦେବା ପାଇଁ ବଳିଷ୍ଠ ଯୁକ୍ତି ରଖିଛି ।…

ଗିରଫ ପରେ ଆସାମ ଗଲେ ଅମୃତପାଲ୍‌ ସିଂହ

ମୋଗା: କିଛି ଦିନ ଲୁଚକାଳି ଖେଳ ଖେଳିବା ପରେ ପୋଲିସ ଗିରଫ କରିଛି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ । ପଂଜାବ ପୋଲିସକୁ ନାକେଦମ କରିସାରିଥିଲା ଅମୃତପାଲ । ପୋଲିସ ଗିରଫ କରିଥିବା କହୁଥିବା ବେଳେ ସେ କିନ୍ତୁ ଆତ୍ମସମର୍ପଣ କରିଥିବା କହିଛି ।  ପଂଜାବର ମୋଗା ପୁଲିସ ଖଲିସ୍ତାନୀ…

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରୀ ବଙ୍ଗଳା ଛାଡିଲେ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା ଛାଡିଛନ୍ତି । ଏନେଇ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି ।  ରାହୁଲ ଗାନ୍ଧି ଆଜି ଏହି ବଙ୍ଗଳାରେ 20 ବର୍ଷ ଧରି ଥିଲେ ।  ତେବେ ବଙ୍ଗଳା ଖାଲି କରିବା ସମୟରେ ରାହୁଲ ଗାନ୍ଧୀ…

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଥିବା ଚିଠି

ତିରୁଅନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । କେରଳ ଗସ୍ତ ସମୟରେ ତାଙ୍କୁ ହତ୍ୟା କରାଯିବ ବୋଲି ଚିଠି ଆସିଛି । କେରଳରୁ ଏହି ଚିଠି ଆସିବା ପାଇଁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି।  ଚିଠିରେ ଧମକ ଦିଆଯାଇଛି ଯେ, ଏପ୍ରିଲ୍‌ ୨୪ ତାରିଖ ପାଇଁ ନିର୍ଦ୍ଧାରିତ…

ମାଗଣା ବ୍ଲୁ ଟିକ୍ ଯୁଗ ଶେଷ

ବିଶିଷ୍ଟ ବ୍ୟକ୍ତି ଓ ଟ୍ବିଟର ବ୍ୟବହାରକାରୀମାନଙ୍କୁ କଂପାନି ନିଜ ଆଡ଼ୁ ବ୍ଲୁ ଟିକ୍ ସେବା ନିଃଶୁଳ୍କ ଥିଲା।  ଯେଉଁମାନେ ପେମେଣ୍ଟ୍‌ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ୍‌ରୁ ବ୍ଲୁକ୍ ଟିକ୍ ଉଭାନ ହୋଇଯାଇଛି।ମାଗଣା ବ୍ଲୁ ଟିକ୍ ଯୁଗ ଶେଷ ହୋଇଛି। ସୋସିଆଲ୍ ମିଡିଆ ଟ୍ବିଟର୍‌ ଆକାଉଣ୍ଟ୍‌ରେ…

ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ପାକିସ୍ତାନୀ ଆତଙ୍କବାଦୀ ସାମିଲ

ପୁଞ୍ଚ ଜିଲ୍ଲାରେ  ସେନା ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଟି ଆତଙ୍କବାଦୀ ଗୋଷ୍ଠୀର ୭ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି।ପିଓକେରୁ ରାଜୌକରୀ ଏବଂ ପୁଞ୍ଚ୍ ଦେଇ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ କହୁଛି। ଆତଙ୍କବାଦୀମାନେ…

ଦେଶରେ ଉପରମୁହାଁ କରୋନା ଗ୍ରାଫ୍

ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଉପରକୁ ବଢିବାରେ ଲାଗିଛି। ଦେଶରେ ଦିନକରେ ୧୨,୧୯୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୭,୫୫୬କୁ ବୃଦ୍ଧି ପାଇଛି। ଦେଶରେ ଗତକାଲି…

ସୁଦାନରେ ଭାରତୀୟଙ୍କ ସୁରକ୍ଷା ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

ସୁଦାନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇ ଯୋଗୁ ସେଠାରେ ଅଟକି ରହିଥିବା ଭାରତୀୟଙ୍କ ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି ଭାରତୀୟମାନେ ଏବେ ସୁଦାନରେ ରହିବାକୁ ଚାହୁଁନାହାଁନ୍ତି । ସୁରକ୍ଷିତ ଭାବେ ତାଙ୍କୁ ଭାରତ ଫେରାଇ…

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କୁ ସିବିଆଇ ସମନ

ଜମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ସିବିଆଇ ସମନ । କେନ୍ଦ୍ର ସରକାର ବିରୋଧରେ ମନ୍ତବ୍ୟ ଦେବାପରେ ସେ ଏବେ ଚର୍ଚାରେ ଅଛନ୍ତି । ଦୁର୍ନୀତି ମାମଲାକୁ ନେଇ ସେ ସାକ୍ଷାତକାର ଦେଇଥିବାରୁ ତାଙ୍କୁ ସିବିଆଇ ସମନ ଜାରି କରିଛି । ଏପରିକି ସେ ମୋଦି ସରକାରଙ୍କୁ ମଧ୍ୟ ଅଙ୍ଗୁଳି…