Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
National
ଜମ୍ମୁକଶ୍ମୀର ପୁଲିସ ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି
ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁକଶ୍ମୀର ପୁଲିସ। ଏଥିସହ ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଫଠାଇବାରେ ସମ୍ପୃକ୍ତ ଥିବା ଦୁଇ ସଦସ୍ୟଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର!-->…
ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି
ଗୁଜରାଟରେ ମୋର୍ବିରେ ଝୁଲା ପୋଲ ଛିଡିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୩୨ କୁ ବୃଦ୍ଧି ପାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ବୋଳି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି ।!-->…
ଶିକ୍ଷା ମନ୍ତ୍ରାଳୟ, ଫିଫା ଓ ଏଆଇଏଫ୍ଏଫ୍ ମଧ୍ୟରେ ବୁଝାମଣା
ଦେଶରେ ଫୁଟବଲ୍ ଫର ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ, ଫିଫା ଓ ସର୍ବ ଭାରତୀୟ ଫୁଟବଲ ସଂଘ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି, ଏଆଏଫ୍ଏଫ୍ର ସଭାପତି ଏହି ଏମ୍ଓୟୁରେ ସ୍ୱାକ୍ଷର କରିଛନ୍ତି । ଏହି!-->…
ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ପ୍ରତିନିଧି । ରାଷ୍ଟ୍ରପତି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଦଶନ୍ଧି ଧରି ଭାରତ ଆତଙ୍କବାଦର ଶିକାର ହୋଇଆସୁଛି । ରାଷ୍ଟ୍ରପତି ଭବନ ଦ୍ୱାରା!-->…
ଜୟା ବଚ୍ଚନଙ୍କ ମନ୍ତବ୍ୟ ପୁଣି ଚର୍ଚ୍ଚାରେ
ପୁଣି ଚର୍ଚ୍ଚାରେ ଜୟା ବଚ୍ଚନଙ୍କ ମନ୍ତବ୍ୟ । ଏବେ ସେ ‘ହ୍ୱାଟ୍ ଦି ହେଲ ନବ୍ୟା’ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ଏପରି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି । ଜୟା!-->…
ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ
ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍ । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।ଯଦି ହିମାଚଳ!-->…
ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ କେତେ ଜରୁରୀ
ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ପୋଲିସ ସଂସ୍କାରକୁ ନେଇ ଅନେକ ଆଲୋଚନା ହୋଇଛି । ତାହା ମଧ୍ୟରେ ପୋଲିସର ବେଶଭୂଷା ରହିଛି । ସ୍ବାଧୀନତା ପରଠାରୁ ଆଜି ଯାଏଁ ଭାରତ ବର୍ଷରେ ପୋଲିସର ବର୍ଦି ବଦଳିବା ନେଇ କିଛି ନିୟମ ନାହିଁ ।!-->…
ଭାରତ ସରକାର ଆଇଟି ନିୟମରେ ପରିବର୍ତ୍ତନ ଡିଜିଟାଲ ମିଡିଆରେ ସ୍ବଚ୍ଛତା ଆଣିପାରିବ କି?
ଭାରତ ସରକାର ଡିଜିଟାଲ ମିଡିଆ ପାଇଁ ନିୟମ କରିଛନ୍ତି । ଏଣିକି ଡିଜିଟାଲ ମିଡିଆ ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସାର୍ବଭୌମତ୍ୱର ନିୟମ ମାନିବାକୁ ବାଧ୍ୟହେବେ । ମନ ଇଚ୍ଛା , ଫେକ ନିଉଜ କରିଲେ!-->…
ପାଖେଇ ଆସୁଛି ଗୁଜରାଟ ନିର୍ବାଚନ, ରାଜନୀତି ସରଗରମ
ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା!-->…
ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ଆଜି ଉନ୍ମୋଚନ ହେବ
ବିଶ୍ୱର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରାରେ ନିର୍ମାଣ ହୋଇଛି। ଆଜି ଅପରାହ୍ନ 4ଟାରେ ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।
ଉକ୍ତ ମୂର୍ତ୍ତିର!-->!-->!-->…