Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
National
ଫାଟିଲା ଉତ୍ତରାଖଣ୍ଡ ଯୋଶୀମଠ ଶିବଲିଙ୍ଗ: ଲୋକେ ଭୟଭୀତ
ଭୁସ୍ଖଳନ ଯୋଗୁ ଏବେ ଲୋକେ ରାତିରେ ଶୋଇପାରୁନାହାଁନ୍ତି ଉତରାଖଣ୍ଡରେ । ପର୍ଯ୍ୟଟନ ସ୍ଥଳୀ ଯୋଶୀମଠର ଅଧିକାଂଶ ସ୍ଥାନରେ ଫାଟ ଦେଖିବାକୁ ମିଳିଥିବାରୁ ଲୋକେ ଭୟରେ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଯୋଶୀମଠରେ ଶଙ୍କରାଚାର୍ଯ୍ୟଙ୍କ…
ଭାରଉତ୍ତୋଳନକାରୀ ସଂଜୀତା ଚାନୁ ପୁଣିଥରେ ଡୋପ ଟେଷ୍ଟରେ ଫେଲ
ନୂଆଦିଲ୍ଲୀ: ପୁଣିଥରେ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି କମନୱେଲଥ ଗେମ୍ସରେ ୨ଥର ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ ସଂଜୀତା ଚାନୁ । ସଂଜୀତାଙ୍କର ସାମ୍ପଲ ଟେଷ୍ଟ ବେଳେ ଏଥିରୁ ଷ୍ଟେରଏଡ ଡ୍ରାଷ୍ଟେନୋଲାନ ମିଳିଥିବା ଜଣାପଡିଛି । ଏହା ପରେ ସଂଜୀତାଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ…
ସାନିଆ ମିର୍ଜା ନେଲେ ସନ୍ନ୍ୟାସ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳା ଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି କହିଛନ୍ତି । ପାକିସ୍ତାନୀ କ୍ରିକେଟର ଶୋଏବ…
୨୦୨୪ ଜାନୁଆରୀ ୧୪ ରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହନ୍ତ ନୁହଁନ୍ତି ତେଣୁ ସେ କଣ ପାଇଁ ରାମ ମନ୍ଦିର ଉପରେ ମୁଣ୍ଡ ଖେଳାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ସେ କହିଛନ୍ତି ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଆସନ୍ତାବର୍ଷ ଜାନୁଆରୀ ୧ ସୁଦ୍ଧା ଶେଷ ହେବ…
ଅଞ୍ଜଳିଙ୍କୁ ଘୋଷାଡ଼ି ନେଇଥିବା କାରର ମାଲିକ ଗିରଫ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ବାଲେନୋ କାରର ମାଲିକ ଅଶୁତୋଶଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳି ତାଙ୍କ ସ୍କୁଟରରେ ନିଜ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ ଥିବା କାରଟି ଆସି…
ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ
ଭୁବନେଶ୍ବର : କଂଗ୍ରେସ ସୁଦୃଢ଼ କରାଯିବା ପାଇଁ ରାଜ୍ୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବରୁ ଦଳକୁ ପୁଣି ଏକଜୁଟ କରିବା ପାଇଁ ଆସନ୍ତା ୬ତାରିଖରେ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ‘ଭାରତ ଯୋଡ଼ୋ’ ଅଭିଯାନ ପରେ କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ…
ପୁଣେରେ ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ
ପୁଣେ: ପ୍ରଥମ ମ୍ୟାଚରେ ଜିତିବା ପରେ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ ଦ୍ୱିତୀୟ ଟି-୨୦ ମୁକାବିଲା । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିଥିବାରୁ ଖେଳାଳିମାନେ ବେଶ ଉତ୍ସାହିତ ଅଛନ୍ତି । ସିନିୟର ଖେଳାଳିଙ୍କ ଅନୁପସ୍ତିତିରେ ଯୁବ ଖେଳାଳିମାନେ ପ୍ରଥମ ମ୍ୟାଚରେ ହାରୁ…
ଶ୍ରୀଲଙ୍କା ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଜର୍ସିରେ ପରିବର୍ତ୍ତନ
ମୁମ୍ବାଇ : ଭାରତ ଶ୍ରୀଲଙ୍କା ଟି୨୦ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ଜର୍ସି । ସିରିଜ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତ୍ତନ କରାଯାଇଥିବା ନେଇ ଟିମର ଲେଗସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରୁ ଦେଖିବାକୁ ମିଳିଛି । ଜାନୁଆରୀ ୩ ମଙ୍ଗଳବାରରୁ ହିଁ ଏହି…
ଅଞ୍ଜଳିଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସ କହିଲା ଗାଡ଼ି ପଛରେ ଅନ୍ୟ ଜଣେ ଯୁବତୀ ବି ଥିଲେ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୫ଜଣ ଯୁବକ ସ୍କୁଟି ଚଳାଉଥିବା ଜଣେ ଯୁବତୀଙ୍କୁ ୪ କିଲୋମିଟର ଘୋଷାରି ନେବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ତେବେ ପୋଲିସ ଏହି ଅଭିଯୋଗକୁ…
ସୁଧୁରୁଛି ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା
ଡେରାଡୁନ: ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର…