Browsing Category

National

ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ

ଆସନ୍ତା ୨୮ ତାରିଖରେ  ସଂସଦର ନୂଆ ବିଲ୍‌ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ୪ ମହଲା ବିଶିଷ୍ଟ ନୂଆ ବିଲଡିଂ ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତର ସଂସ୍କୃତି , ଐତିହ୍ୟ ଛାପ ଏହି ସଂସଦ…

ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:  ତାମିଲ୍‌ନାଡୁରେ ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି।  ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯେହେତୁ ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି…

ସିଦ୍ଦରମେୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ : ୨୦ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: ବୁଧବାର ଦିନ ତମାମ୍ ଆଲୋଚନା ପରେ ଶେଷରେ ବାହାରିଛି କିଏ ହେବ ମୁଖ୍ୟମନ୍ତ୍ରୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ  ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି ।…

ଉପମୁଖ୍ୟମନ୍ତ୍ରୀ ଅଫରକୁ ଶିବକୁମାରଙ୍କ ନା

ବେଙ୍ଗାଲୁରୁ: ସିଦ୍ଧରମୈୟା ହେବେ  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।  ଶିବ କୁମାର ହେବେ ଉପମୁଖ୍ୟମନ୍ତ୍ରୀ । ଏହି ଖବର ଆସୁ ଆସୁ ଏବେ ଶିବକୁମାର ଏହାକୁ ମାନିବାକୁ ନାରାଜ । ଉପମୁଖ୍ୟମନ୍ତ୍ରୀ ହେବାକୁ ସେ ସିଧା ସିଧା ନା କରିଦେଇଛନ୍ତି । ତେଣୁ ଆସନ୍ତାକାଲି  ସିଦ୍ଧରମୈୟାଙ୍କ  ଶପଥ କାର୍ଯ୍ୟକ୍ରମ…

ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ୍ ନେଇ ଦେଶର ଶହେଟି ସ୍ଥାନରେ NIA ଟିମ୍ ଚଢଉ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ  ଏନଆଇଏ ଟିମ୍  ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଚଢଉ ଚାଲିଛି । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ  ଟିମ୍ ଚଢଉ କରିଛି ।  ଆତଙ୍କବାଦୀମାନେ  ପାଣ୍ଠିଯୋଗାଡ ପାଇଁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀକୁ ନେଇ ଚାଲିଛି ଲବି: ଆଗରେ ସିଦ୍ଧରମେୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ସରଗରମ ।  ମୁଖ୍ୟମନ୍ତ୍ରୀ କଳି ପରେ  ଦିଲ୍ଲୀରେ ଘନ ଘନ ଚାଲିଛି ବୈଠକ । ସିଦ୍ଧରମୈୟା ମୁଖ୍ୟମନ୍ତୀ ହେବେ ବୋଲି ଚର୍ଚା ହେଉଛି । ଉପମୁଖ୍ୟମନ୍ତ୍ରୀ ହେବେ  ଶିବକୁମାର । ଗୁରବାର ହୋଇପାରେ ଶପଥ ଗ୍ରହଣ ଉତ୍ସବ  । ଦୁଇ ଜଣଙ୍କ ସମର୍ଥକମାନେ ଏନେଇ ରାସ୍ତାକୁ…

ନବ ନିଯୁକ୍ତ ପ୍ରାୟ ୭୧ ହଜାର ପାଇଲେ ନିଯୁକ୍ତିପତ୍ର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି  ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ରୋଜଗାର ମେଳା ଦେଶବ୍ୟାପୀ ୪୫ଟି ସ୍ଥାନରେ ହେଉଥିବା ବେଳେ କେନ୍ଦ୍ର…

ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ଯୈାତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ବିଧାୟକ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ।  କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି । ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି…

ଦିଲ୍ଲୀ ଗଲେନି ଶିବକୁମାର, ସିଦ୍ଦରମେୟା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପଦ!

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍‌ ନାହିଁ  । ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ବାତିଲ ପରେ ଏବେ ଦିଲ୍ଲୀରେ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।  ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଯିବ ସେନେଇ ଦଳ ଏବେ ଅଡ଼ୁଆରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ…

ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି

ଇମ୍ଫାଲ: ମଣିପୁରରେ ପୁଣି ହିଂସା । ହିଂସା କମୁନଥିବାରୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହିଂସାକାରୀଙ୍କୁ ଦମନ କରିବା ପାଇଁ ସ ସେନା ମୂତୟନ ହୋଇଥିଲେ ମଧ୍ୟ ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ…