Browsing Category

National

ପ୍ରତିଦିନ ନୂଆ ରେକର୍ଡ କରୁଛି ଖଦି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା  ସହ ପ୍ରତିଦିନ ନୂଆ ରେକର୍ଡ କରୁଛି ।ଏମଏସଏମଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ…

ଜଟଣୀରେ କ୍ୟାନସର ହସ୍ପିଟାଲ ଉଦ୍‌‌ଘାଟନ କଲେ ମୋଦୀ

ଆଜି ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜଟଣୀଠାରେ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ହସପିଟାଲ ଉଦଘାଟନ କରିଛନ୍ତି । ଜଟଣୀରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଏହି ଅବସରରେ…

ଉଦ୍ଧବ ଠାକରେଙ୍କୁ ଝଟକା: ପରିବର୍ତ୍ତନ ହେବନି ମହରାଷ୍ଟ୍ର ସରକାର

ନୂଆଦିଲ୍ଲୀ: ଉଦ୍ଧବ  ଠାକରେଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ ।  ଗତବର୍ଷ ମହାରାଷ୍ଟ୍ରରେ ତାଙ୍କ ସରକାର ଭାଙ୍ଗିଯାଇଥିଲା । ରାଜ୍ୟପାଳ ସିନ୍ଦେ ଗୋଷ୍ଠୀଙ୍କୁ ସରକାର ଗଠନ କରିବା ପାଇଁ ଡାକିଥିଲେ । ଏହାକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା ।  ସୁପ୍ରିମକୋର୍ଟଙ୍କ ରାୟ ଏହାକୁ ନେଇ…

ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କେଜରିଓ୍ବାଲ ସରକାର ପାଇଁ ବଡ଼ ବିଜୟ ।  ରାଜଧାନୀର ପ୍ରଶାସନିକ ସେବା  ପାଇଁ ଲଢ଼େଇ ଭିତରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଏଲଜିଙ୍କ କ୍ଷେତ୍ରରେ ଆଉ ପ୍ରଶାସନିକ ଅଧିକାର ରହିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ…

କର୍ଣ୍ଣାଟକରେ କାହାକୁ ମିଳିବ ସର୍ବାଧିକ ଆସନ ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ କି? ନା କଂଗ୍ରେସ ସରକାର ଗଠନ କରିବ । କି ବିଜେପି ସରକାର ଗଠନ କରିବ । ନା ଝୁଲା ବିଧାନସଭା ହେବ, ତାକୁ ନେଇ ସାରା ଗଣମାଧ୍ୟମରେ ଚର୍ଚା ହେଉଛି ।  ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କିଏ ସରକାର ଗଢ଼ିବ, ତାହାକୁ ନେଇ ମତ ଭିନ୍ନ ହେଉଛି । …

କର୍ଣ୍ଣାଟକରେ ହେବ ଝୁଲା ବିଧାନସଭା!

କର୍ଣ୍ଣାଟକ ରାଜ୍ୟ ବିଧାନସଭାରେ ଏଥର କିଏ ସରକାର ଗଠନ କରିବ ତାହା ଫଳ 13ରେ ପ୍ରକାଶ ପାଇବ । ତେବେ ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ଏକ୍‌ଜିଟ୍‌ ପୋଲ  ଫଳାଫଳ ପ୍ରକାଶ ପାଇଛି। 8ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି…

କର୍ଣ୍ଣାଟକରେ ‌ମତଦାନ ଆରମ୍ଭ: ବିଜେପି ନା କଂଗ୍ରେସ!

ବେଙ୍ଗାଲୁରୁ: ଏଥର କର୍ଣ୍ଣାଟକ ନିର୍ବାଚନ ମୋଦି ବନାମ ରାହୁଲ ରହିଛି । କଂଗ୍ରେସ ଏଠାରେ ସରକାର ଗଠନ କରିବ ବୋଲି ଦାବି କରୁଥିବା ବେଳେ ବିଜେପି ପୁଣି ସରକାର ଗଠନ କରିବ ବୋଲି କହିଆସୁଛି । ଏସବୁ ଭିତରେ  ଆଜି ସକାଳ ୭ଟାରୁ  କର୍ଣ୍ଣାଟକ ବିଧାନସଭା ନିମନ୍ତେ ୨୨୪ଟି ନିର୍ବାଚନ ମଣ୍ଡଳୀରେ…

ଦି କେରଳ ଷ୍ଟୋରୀକୁ କରମୁକ୍ତ ଘୋଷଣା କଲେ ଯୋଗୀ

ଲକ୍ଷ୍ନୈା: ଦି କେରଳ ଷ୍ଟୋରିକୁ ନେଇ ବଲିଉଡ ଦିଫାଳ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଗତକାଲି ପଶ୍ଚିମବଂଗରେ ଏହି ଫିଲ୍ମକୁ ବ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।…

ବିହାର ଭବନ ହେବ, ଓଡ଼ିଶାରେ ମେଂଟ ନେଇ ଆଲୋଚନା ହୋଇନି: ନବୀନ

ଭୁବନେଶ୍ବର: ବହୁ ଚର୍ଚା, ଆଲୋଚନା ହେବା ପରେ ଶେଷରେ  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।  ନବୀନ ନିବାସରେ ନୀତିଶ ଭେଟିବା ସହ ଏକ ଘଂଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି। ତେବେ କଣ ଆଲୋଚନା ହୋଇଛି ତାକୁ ନେଇ ଏବେ…

କହୁ କହୁ କହିଦେଲେ କଂଗ୍ରେସର ଭିତିରି କଥା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ନେଇ କଣ ସବୁ ଚାଲିଛି ତାହା ଅନେକ ସମୟରେ ଆଲୋଚନା ହୋଇଛି । ନେତୃତ୍ବ କନ୍ଦଳ କଂଗ୍ରେସର ପୁରୁଣା କଥା । ମୁଖିଆ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦୈାଡ଼ ସଦାବେଳେ ଲାଗିରହିଛି । ଏହାରି ଭିତରେ କଂଗ୍ରେସର ଏସବୁ ଗହନ କଥା ଉପରୁ ପରଦା ହଟାଇଛନ୍ତି ବରିଷ୍ଠ କଂଗ୍ରେସ…