Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ନୂଆଦିଲ୍ଲୀ: ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଭିଲ୍ଲୁପୁରମ,ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ…
ଟିଏମସି ସହ ପଶ୍ଚିମବଂଗରେ ନଲଢ଼ିଲେ କଂଗ୍ରେସକୁ ଅନ୍ୟରାଜ୍ୟରେ ସମର୍ଥନ ଦିଆଯିବ: ମମତା
କୋଲକାତା: କଂଗ୍ରେସକୁ ଟାର୍ଗେଟ କରୁଥିବା ମମତା ଏବେ ପ୍ରଶଂସା କରୁଛନ୍ତି । କାରଣ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳ । କଂଗ୍ରେସ ପ୍ରତି ବଦଳିଛି ମମତା ବାନାର୍ଜୀଙ୍କ ରଣନୀତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି ଆଗୁଆ କହିଛନ୍ତି । ମମତା କହିଛନ୍ତି ଯେଉଁ ସବୁ…
ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହେବ । ଆସନ୍ତାକାଲି…
ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ କର୍ଣ୍ଣାଟକରେ ଖଣ୍ଡଯୁଦ୍ଧ
କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଶିବକୁମାର ସିଦ୍ଧରମୈୟା ସମର୍ଥକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଛି । ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ବିଧାୟକ ଚାହୁଁଥିବା ବେଳେ ଅନେକ ବିଧାୟକ ଚାହୁଁନାହାଁନ୍ତି । ୨୨୪ ଆସନରୁ କଂଗ୍ରେସକୁ ମିଳିଛି ୧୩୬ ଆସନ । …
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ପରୀକ୍ଷା
ଭୁବନେଶ୍ବର: ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ…
ପ୍ରବୀଣ ସୁଦ୍ ହେବେ ସିବିଆଇ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଚର୍ଚାରେ ଥିବା ପ୍ରବୀଣ ସୁଦ୍ ସିବିଆଇ ନିର୍ଦ୍ଦେଶକ ହେବେ । କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ…
ବିଶ୍ୱ ମାତୃ ଦିବସ
ଆଜି ମାତୃ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ମନେପକାଉଛି ବିଶ୍ବ । ସୋସିଆଲ ମିଡିଆରେ ଏନେଇ କେତେ କବିତା କେତ ଗପ କେତେ ଚର୍ଚା ହେଉଛି । ମାଆଠୁ ବଳି ନିଜର ଦୁନିଆରେ କିଛି ବି ନାହିଁ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଥିଲେ ସେ…
କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମେୟା ନା ଶିବକୁମାର ?
ବେଙ୍ଗାଲୁରୁ: ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଏହି ନାମକୁ ନେଇ କର୍ଣ୍ଣାଟକଠୁ ଆରମ୍ଭ କରି ସାରା ଦେଶରେ ଚର୍ଚା । ଗଣମାଧ୍ୟମରେ ଏହି ଦୁଇ ନେତାଙ୍କୁ ନେଇ ଅନେକ ଲେଖା ଲେଖାଯାଉଛି । ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା…
କାହିଁକି ହାରିଲା ବିଜେପି
କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି ତାକୁ ନେଇ ଚାରିଆଡେ ଚର୍ଚା । ମୋଦି ଫୁଲ ଦମରେ ଏଠି ପ୍ରଚାର କରିଥିଲେ ମଧ୍ୟ ବିଜେପି ହାରିବାର ମୁଖ୍ୟକାରଣ ଅନ୍ୟ କିଛି ରହିଛି ।
କଂଗ୍ରେସର ମାଗଣା ଯୋଜନା- କର୍ଣ୍ଣାଟକରେ ସରକାରକୁ ଆସିବା ପାଇଁ କଂଗ୍ରେସ ଅଧା ଦାମରେ ଗ୍ୟାସ ଦେବାକୁ କହିଥିଲା ।…
କଂଗ୍ରେସ ଦେଇଥିବା ମାଗଣା ପ୍ରତିଶ୍ରୁତି ପୂରଣ କରିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇଛି । ବିଜେପି ପରାଜିତ ହୋଇଛି । ମୁଖ୍ୟମନ୍ତ୍ରୀ କିଏ ହେବ ଘୋଷଣା ହୋଇନଥିଲେ ମଧ୍ୟ ଡିକେ ଶିବକୁମାର କି ସିଦ୍ଦରମୈୟା ହେବା ସଂଭାବନା ରହିଛି । ଏହାରି ଭିତରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ସମସ୍ତ…