Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ଜୁନ୍ ୧ରୁ ବିଦ୍ୟୁତ ବିଲ୍ କାହିଁକି ଦେବେ ଲୋକେ: ବିଜେପି
ମହୀଶୁର : କର୍ଣ୍ଣାଟକରେ ବିଦ୍ୟୁତ ବିଲକୁ ନେଇ ଏବେ ରାଜନୀତି ଜୋର ଧରିଛି । ମହୀଶୁର ସାଂସଦ ତଥା ବିଜେପି ନେତା ପ୍ରତାପ ସିମହା କହିଛନ୍ତି ଲୋକମାନେ ଏବେ କାହିଁକି ବିଲ ଦେବେ । ସରକାର ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ବିଲ୍ ଛାଡ କରାଯିବା କଥା । ଲୋକମାନଙ୍କୁ ସେମାନଙ୍କ ବିଦ୍ୟୁତ ବିଲ୍…
୨୦୨୨ – ୨୩ ବର୍ଷ ପାଇଁ ଆନୁମାନିକ ଖାଦ୍ୟ ଉତ୍ପାଦନ ୩୩୦୫.୩୪ ଲକ୍ଷ ଟନ୍ : ତୋମାର
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ୨୦୨୨ – ୨୩ କୃଷି ବର୍ଷ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ପ୍ରକାଶ ପାଇଛି । ଏହି ଅବସରରେ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଚଳିତ କୃଷି ବର୍ଷରେ ୩୩୦୫.୩୪ ଲକ୍ଷ ଟନ୍…
୩ ରାଷ୍ଟ୍ର ଗସ୍ତ ଶେଷକରି ଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତ ଶେଷରେ ଆଜି ସକାଳେ ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ଅବତରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ତା’ର ଶତ୍ରୁମାନଙ୍କର ଭଲମନ୍ଦ ମଧ୍ୟ ବୁଝେ । ବିଶ୍ବ ଏବେ ଭାରତ କଣ କରୁଛି ଏବଂ କଣ ଚିନ୍ତା କରୁଛି ତାହା ଉପରେ ନଜର ରଖୁଛି । ଆମକୁ…
ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଶେଷ
ଶ୍ରୀନଗର : କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍ ବୁଲି ନିଜର ଅନୁଭୂତି…
ନୂତନ ସଂସଦ ଗୃହର ଉଦ୍ଘାଟନୀ ଉତ୍ସବରେ ମୋଦୀ ସଂସଦ ଗୃହରେ “ସେଙ୍ଗୋଲ” ପ୍ରତିଷ୍ଠା କରିବେ
ନୂଆଦିଲ୍ଳୀ: ରବିବାର ଦିନ ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ । ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ …
ଉଦ୍ଧବଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ପୋଷ୍ଟିଂ କ୍ଷମତା ହାତରୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିଭିନ୍ନ ଦଳର ମୁଖ୍ୟଙ୍କୁ ଭେଟୁଛନ୍ତି । ନୀତିଶ ଓ ମମତାଙ୍କୁ ଭେଟି ମୋଦି ସରକାରଙ୍କୁ ବିରୋଧ କରିବାକୁ କହିଛନ୍ତି । ଏବେ ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ…
ଇଶିତା କିଶୋର ଆଇଏଏସ ଟପ୍ପର
ନୂଆଦିଲ୍ଲୀ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ଚଳିତ ଥର ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଥିବା ଜଣାପଡିଛି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ…
କାଶ୍ମୀରରେ G-20 ଦେଶର ପ୍ରତିନିଧି
କାଶ୍ମୀର: ଜି-୨୦ ଶିଖର ସମ୍ମିଳନୀ ଭାରତ ଟୁରିଜିମ ୱାର୍କିଂ ଗ୍ରୁପର ତୃତୀୟ ବୈଠକର ଆୟୋଜନ ଜମ୍ମୁ କାଶ୍ମୀରର ଶ୍ରୀନଗରରେ କରିଛି । ୧୭ ଦେଶରୁ ୬୦ରୁ ଅଧିକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛନ୍ତି । ଶ୍ରୀନଗରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଶ୍ରୀନଗରରେ ହେଉଥିବା ଜି-୨୦ର ଏହି ଏହି…
ଆଜିଠୁ ବଦଳାଇପାରିବେ ୨ ହଜାର ଟଙ୍କିଆ ନୋଟ
ନୂଆଦିଲ୍ଲୀ: ଆଜିଠୁ ବଦଳାଇପାରିବେ ୨ ହଜାର ଟଙ୍କିଆ ନୋଟ । ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି । ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା । ସେହିପରି ଏହି ଚାରିମାସ ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ…
କାଲିଠୁ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ
ଆସନ୍ତାକାଲି ଠାରୁ ଆପଣ ବ୍ୟାଙ୍କ ଯାଇ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ । ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ଯାଇ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ। ଏଥିପାଇଁ କିଛି ପରିଚୟପତ୍ର ଆବଶ୍ୟକ ନାହିଁ । ସେହିପରି ଏହି ଟଙ୍କାକୁ ବଦଳ ମଧ୍ୟ କରିପାରିବେ। ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି…