Browsing Category

National

ନୀତିଶ କୁମାରଙ୍କୁ ବଡ ଝଟକା :ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଏବେ ଏନଡିଏରେ ସାମିଲ

ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା  ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ମାଞ୍ଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ପରେ…

‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ, ଯୋଗ ଦିବସ ପାଳିଲେ ମୋଦି

ୱାଶିଂଟନ୍‌: ମୋଦିଙ୍କୁ ଆମେରିକାରେ ଜୋରଦାର ସ୍ବାଗତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ‘ମୋଦୀ-ମୋଦୀ’ର ନାରା ଦେଇଥିଲେ । ଜାତିସଂଘ…

ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଲେ ମୋଦି

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଛନ୍ତି । ମସ୍କଙ୍କ ସହ  ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ ମୋଦି । ଏହି ସମୟରେ ପିଏମ୍ ମୋଦି ରାଷ୍ଟ୍ରପତି ଜୋ ବିଡେନଙ୍କୁ…

ଗୁଜରାଟ ଅହମ୍ମଦାବାଦ ରଥଯାତ୍ରାରେ ଅଘଟଣ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ମହାପ୍ରଭୁଙ୍କ ରଥଯାତ୍ରା ବେଳେ ଅଘଟଣ ଘଟିବାରୁ ଜଣେ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି ।  ଦୁଇ ମହଲା କୋଠାର ବାଲକୋନି ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି ।  ବାଲକୋନୀରେ ରଥଯାତ୍ରା ଦେଖିବା ପାଇଁ କ୍ଷମତାଠୁ ଅଧିକ ଲୋକ ଛିଡା ହୋଇଥିଲେ । ଏହି…

ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରଣନୀତି ପ୍ରସ୍ତୁତ

ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ ଉପରେ ବିଜେପି ନିର୍ବାଚନ ଲଢିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି । ବିଜେପି…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥାତ୍ ଆଜି ଆମେରିକା ଯାଇଛନ୍ତି। ପ୍ରଦାନମନ୍ତ୍ରୀ ମୋଦୀ ୨୧ ରୁ ୨୪ ଜୁନ୍ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ରାଜ୍ୟ ଗସ୍ତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ଟ୍ୱିଟ୍ କରିଛନ୍ତି।…

୧ କୋଟି ଟଙ୍କା ଅର୍ଥରାଶି ପୁରସ୍କାର ଗ୍ରହଣ କରିବାକୁ ମନାକଲା ‘ଗୀତା ପ୍ରେସ୍‌

ନୂଆଦିଲ୍ଲୀ: ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ବାବଦକୁ ମିଳୁଥିବା ନଗଦ ୧ କୋଟି ଟଙ୍କା ଗ୍ରହଣ କରିବ ନାହିଁ ଗୀତା ପ୍ରେସ । ପ୍ରେସ ପକ୍ଷରୁ କୁହାଯାଇଛି ପୁରସ୍କାର ବାବଦ ଅର୍ଥରାଶିକୁ ସରକାର ଅନ୍ୟ କାର୍ଯ୍ୟରେ ବ୍ୟୟ କରିବା ଉଚିତ। ୧ କ‌ୋଟି ଟଙ୍କା ଅର୍ଥରାଶି ସହିତ ଏହି ପୁରସ୍କାରରେ ଗୋଟିଏ…

ଜୟରାମ ରମେଶଙ୍କ ଟ୍ୱିଟକୁ କଂଗ୍ରେସ ନେତାଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା।…

ମଣିପୁରରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ

ଇମ୍ଫାଲ: ମଣିପୁରରେ ପୁଣି ଉତ୍ତେଜନା । ଚିଙ୍ଗମାଙ୍ଗ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ । ଲୋକଙ୍କ ଗୁଳିମାଡରେ ଆହତ ହୋଇଛନ୍ତି ଜଣେ ଯବାନ । କାନ୍ତୋ ସାବଲ ଅଞ୍ଚଳରୁ ଉତ୍ତ୍ୟକ୍ତ ଲୋକମାନେ ଚିଙ୍ଗମାଙ୍ଗ ଅଭିମୁଖେ ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଆହତ ଯବାନଙ୍କୁ ଏକ ମିଲିଟାରୀ…

ର’ ମୁଖ୍ୟ ହେଲେ ରବି ସିହ୍ନା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଆଇପିଏସ୍  ଅଧିକାରୀ ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟରେ ସ୍ବତନ୍ତ୍ର…