Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
National
ନୋ ଫ୍ଲାଇଂ ଜୋନରେ ଉଡ଼ିଲା ଡ୍ରୋନ୍
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ । ସକାଳ ପ୍ରାୟ ୫ଟା ବେଳେ ସୁରକ୍ଷାରେ ମୁତୟନ ଥିବା ଏସପିଜି, ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛି । ଖବର ପାଇ ପୋଲିସ ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ କୌଣସି ଡ୍ରୋନ୍ ପୋଲିସ ହାତରେ ଲାଗିନଥିଲା । ପିଏମ୍…
ମଣିପୁର ହିଂସାରେ ପୁଣି ୪ ଜଣଙ୍କ ମୃତ୍ୟୁ, ବଢିଲା କର୍ଫ୍ୟୁ ସମୟ
ମଣିପୁରରେ ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ସ୍ଥାନରେ ଏବେ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ଲୋକେ ଘରୁ ବାହାରିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୃତକଙ୍କ ମଧ୍ୟରେ ଜଣେ କୁକି ସମ୍ପ୍ରଦାୟର…
ଅଜିତ ପାୱାର୍ ଓ ଆଉ ୮ଜଣ ବିଦ୍ରୋହୀ ବିଧାୟକଙ୍କ ନାଁରେ ଅଯୋଗ୍ୟତା ଆବେଦନ
ମୁମ୍ବାଇ: ଅଜିତ ପାୱାର୍ ଓ ଆଉ ୮ ଜଣ ବିଧାୟକ ଶପଥ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବାରୁ ‘ଏନ୍ସିପି’ ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍ ନାର୍ୱେକର୍ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନ୍ସିପି’ ମୁଖ୍ୟ…
କଳାପାଣି ଜେଲ ଯିବେ ଦୁର୍ଦ୍ଦାନ୍ତ ଅପରାଧୀ
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଅପରାଧକୁ କମାଇବା ପାଇଁ ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ପଠାଯିବ ବୋଲି କୁହାଯାଉଛି । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନଆଇଏ ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା…
ମଣିପୁରରେ ହିଂସା କମିବାର ନା ଧରୁନି
ମଣିପୁର:ମଣିପୁରରେ ପୁଣି ଉଗ୍ର ହେଉଛି ହିଂସା । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ କିଛି ହିଂସା ଘଟିବା ପରେ ରବିବାର ମଧ୍ୟ କର୍ଫୁ ଲଗାଯାଇଛି । ଗୁଳିମାଡରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ…
ମହାରାଷ୍ଟ୍ର ରାଜନୀତି ସରଗରମ: ଉପମୁଖ୍ୟମନ୍ତ୍ରୀ ପଦ ସହ 9 ମନ୍ତ୍ରୀ ପଦ ମିଳିଲା ଏନସିପି ନେତାଙ୍କୁ
ମୁମ୍ବାଇ:ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କୁ ନେଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । 9ଜଣ ଏନସିପି ନେତାଙ୍କୁ ମିଳିଛି ମନ୍ତ୍ରୀ ପଦ । ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦିଲ୍ଲୀପ ବଲସେ ପାଟିଲ, …
ଏନସିପିରେ ଫାଟ: ମହାରାଷ୍ଟ୍ର ସରକାରରେ ସାମିଲ ହେଲେ ଅଜିତ ପାଓ୍ବାର
ମୁମ୍ବାଇ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ପୁଣି ଖେଳିଛନ୍ତି ନୂଆ ଚାଲ । ନିଜେ ଦଳରୁ ବାହାରି ସାମିଲ ହୋଇଛନ୍ତି ସିନ୍ଦେଙ୍କ ସରକାରରେ । ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶିବସେନା…
ପ୍ରଥମ ଦିନରେ 7,900 ଭକ୍ତ ଅମରନାଥ ଯାତ୍ରାରେ ସାମିଲ
ଶ୍ରୀନଗର: ଜୁଲାଇ ବରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ବାବା ବାରଫାନିଙ୍କୁ ପ୍ରଥମ ଦିନର 7900 ଭକ୍ତ ଦର୍ଶନ କରିଛନ୍ତି । ପ୍ରଥମ ଦିନ 5,600 ତୀର୍ଥଯାତ୍ରୀଙ୍କୁ ବାଲ୍ଟାଲ ଏବଂ ପହଲଗାମ ମାର୍ଗ ଦେଇ ପବିତ୍ର ଗୁମ୍ଫାକୁ ପଠାଯାଇଥିଲା | ବାକି ଭକ୍ତମାନେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ।…