Trending
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
Browsing Category
National
ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ
ନୂଆଦିଲ୍ଲୀ ଠାରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଭାଷାର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…
ରାଜ୍ୟସଭାରେ ହାଟୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଲା
() ରାଜ୍ୟସଭା ଉପାଧ୍ୟକ୍ଷ ସୁଲତା ଦେଓଙ୍କ ଅଧ୍ୟକ୍ଷତାରେ ହାଟୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଛି । ହିମାଚଳ ପ୍ରଦେଶର ସିର୍ମୋର ଜିଲ୍ଲାର ହାଟି ସମ୍ପ୍ରଦାୟର ପାଞ୍ଚ ଦଶନ୍ଧି ଧରି ଚାଲିଥିବା ଶାନ୍ତିପୂର୍ଣ୍ଣ ସଂଗ୍ରାମ ଶେଷରେ ଫଳ ଦେଇଛି। ବୁଧବାର ଦିନ ରାଜ୍ୟସଭା ମଧ୍ୟ ଏହି…
ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ : ମୋଦୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ) କ୍ୟାମ୍ପସ୍ ଭାରତ ମଣ୍ଡପମ୍କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଏହି କମ୍ପ୍ଲେକ୍ସରେ ଆୟୋଜନ…
କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ: ସଂସଦରେ ମଣିପୁର ନେଇ ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ । କଂଗ୍ରେସ ଓ ବିଆରଏସ୍ ଆଣିଥିବା ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବା ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଲୋକସଭା ବାଚସ୍ପତି ।
https://www.youtube.com/watch?v=MlWycS3m064…
ମନେପଡ଼େ ଭାରତୀୟ ସେନାର ବଳିଦାନ : ଆଜି କାର୍ଗିଲ ବିଜୟ ଦିବସ
ଆଜି କାର୍ଗିଲ ବିଜୟ ଦିବସ । ଆମ ଦେଶରେ ଗାଁରୁ ସହର ସବୁଠି ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଉଛି। କାର୍ଗିଲ ସହିଦଙ୍କୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଓ ସୁରକ୍ଷା ଦେବା ପାଇଁ ଆଜି…
କାର୍ଗିଲ ବିଜୟ: ବୀରତ୍ୱ ଓ ସାହାସର ପ୍ରଦର୍ଶନ
ଜୁଲାଇ 26 ତାରିଖ, ଭାରତୀୟ ଇତିହାସରେ ସ୍ମରଣୀୟ ଦିନ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ପ୍ରଦର୍ଶନ କରି ଦେଶ ପାଇଁ ଆଣିଥିଲେ ଗୈାରବ। କାରଗିଲ ପାହାଡ଼ ଷଡ଼ଯନ୍ତ୍ର କରି ଅକ୍ତିଆର କରିବାକୁ ଚାହୁଁଥିଲା ପାକିସ୍ତାନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି…
ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରଯାନ-୩
ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷପଥ ଛାଡ଼ିବ ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷ ପଥରେ ଶେଷ ରାଉଣ୍ଡ ଘୂରିବା ପରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହା ଲୁନାର ଟ୍ରାନ୍ସଫର ଟ୍ରାନଜେକ୍ଟରୀ ବା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ପୃଥିବୀ କକ୍ଷପଥ ଛାଡ଼ିବା…
ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା
ନୂଆଦିଲ୍ଲୀ:ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ମଣିପୁର ଗସ୍ତ କରିଛନ୍ତି । ସେ ମଣିପୁର ଗସ୍ତ କରିବା ପୂର୍ବରୁ କହିଥିଲେ ଯେ, ସେ ମଣିପୁର ଯିବେ ଓ ହିଂସା ପୀଡିତଙ୍କୁ ଭେଟିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ମଣିପୁର ସରକାର ହିଂସା ପ୍ରଭାବିତ ରାଜ୍ୟକୁ ଯିବା ନେଇ ଅନୁମତି…
ରାଜେନ୍ଦ୍ର ଗୁଧାଙ୍କୁ ମନ୍ତ୍ରୀ ବଦରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଗେହଲଟ
ଜୟପୁର: ମଣିପୁରରେ ମହିଳାଙ୍କୁ ଅତ୍ୟାଚାର ନେଇ ସମସ୍ତେ ଚର୍ଚା କରୁଥିବା ବେଳେ ରାଜସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ନେଇ କେହି ଚର୍ଚା କରୁନାହାଁନ୍ତି । ଏଭଳି କଥା କହି କଂଗ୍ରେସ ନେତା ଏବେ ରାଜେନ୍ଦ୍ର ଗୁହା ମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ…
ଆଜିଠୁ ସଂସଦର ମୌସୁମୀ ଅଧିବେଶନ
ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୈାସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନରେ ସମସ୍ତ ସାଂସଦ ଭାଗନେବାକୁ ଅନୁରୋଧ କରିଛନ୍ତି । ସବୁ ଦଳ ଏବଂ ସାଂସଦଙ୍କୁ ଏହି ଅଧିବେଶନରେ ଜନହିତକର କାର୍ଯ୍ୟରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି ।…