Browsing Category

National

ଏମ୍‌ସିଏଲ୍ ୨୦୨୨-୨୩ ରେ ୧୯୩ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌) ୨୦୨୬ ସୁଦ୍ଧା ଏହାର ୧୭,୦୦୦ କର୍ମଜୀବୀଙ୍କୁ ସୁରକ୍ଷା ଏବଂ ପରିଚାଳନା ତାଲିମ ପ୍ରଦାନ କରିବା ପାଇଁ ଭର୍ଚୁଆଲ୍ ରିଅଲିଟି ଅର୍ଥାତ୍ (ଭିଆର୍‌) ଆଧାରିତ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛି । କମ୍ପାନୀ କୋଇଲା ଖଣି ମାଲିକଙ୍କ…

ଗୋରଖପୁର ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ଶୁଭାରମ୍ଭ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର - ଅହମ୍ମଦାବାଦ (ସାବରମତୀ)…

ଫଲକନୁମା ଏକ୍ସପ୍ରେସରେ ନିଆଁ

ଫଲକନୁମା ଏକ୍ସପ୍ରେସରେ ନିଆଁ  । ତେଲେଙ୍ଗନା ବୋମିପାଲି -ପାଗିଡିପାଲି ମଧ୍ୟରେ ଫାଲକାନାମା ଯାଉଥିବା ବେଳେ   ୩ଟି ବଗିରେ ନିଆଁ ଲାଗିଥିଲା । ହାଓଡ଼ାରୁ ସିକିନ୍ଦରାବାଦ ଯାଉଥିଲା ଟ୍ରେନ ।  ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି ।  ନିଆଁ ଲାଗିଥିବା ବଗିଗୁଡ଼ିକୁ…

ରାହୁଲ୍‌ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟଙ୍କ ଆଦେଶ କାଏମ ରଖିଲେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ସବୁ ମ‌ୋଦୀ ଚୋର ଟିପ୍ପଣୀ ମାନହାନୀ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟ ଦେଇଥିବା ରାୟକୁ  ଗୁଜରାଟ ହାଇକୋର୍ଟ କାଏମ୍‌ ରଖିଛନ୍ତି। ସେସନ୍‌ କ‌ୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ରାହୁଲ୍‌ ଗାନ୍ଧୀ ଫାଇଲ୍‌ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଖାରଜ କରି…

୧୪ରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ :  ଆଗାମୀ ୧୪ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ। ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ…

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ

ତାଞ୍ଜାନିଆର  ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ…

ଆସନ୍ତା ମାସରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ବାକି । ଏପରି ସମୟରେ ବିରୋଧୀ ଦଳମାନେ ଏକଜୁଟ୍ ହେଇ ବିଜେପିକୁ ହରାଇବାକୁ ଚେଷ୍ଟା କରୁଥିବାବେଳେ, ବିରୋଧୀ ଏକତା କଥା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହାରି ଭିତରୁ କିନ୍ତୁ, ବିଜେପି ନିଜର ପୁରୁଣା ସହଯୋଗୀ ଦଳକୁ…