Browsing Category

National

ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର ସିଂହ। ହଠାତ ଏଭଳି ଭାବେ ସ୍ବାମୀଙ୍କୁ ହରାଇବା ପରେ ନିଲୁଙ୍କ ଉପ‌ରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ନିଲୁଙ୍କ ସ୍ବାମୀ ହରମିନ୍ଦର ସିଂହଙ୍କ ଦେହାନ୍ତ ଶୁକ୍ରବାର ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ,…

ସଂସଦ ସଦସ୍ୟତା ହରାଇଲେ ରାହୁଲ ଗାନ୍ଧୀ

ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ…

ମୋଦୀଙ୍କ ଆଗରେ ନିଜ ପଣତକାନି ପତେଇ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି

‘ମୋ ପ୍ରିୟ ନରେନ୍ଦ୍ର ଭାଇ ! ଆପଣ ଆମର ଝୋଲି ଭରି ଦେଇଛନ୍ତି । କେହି ବି ଆମ ଦୁଃଖ ବୁଝୁନଥିଲେ, କେହି ଆମ ବିଷୟରେ ଚିନ୍ତା କରୁନଥିଲେ, ଆମକୁ ପରିଚୟ ଦେବାକୁ ଚେଷ୍ଟା କରିନଥିଲେ ହେଲେ ଆପଣ ଆସିବା ପରେ ଆମକୁ ପରିଚୟ ମିଳିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍’ Iନିଜର ନିରନ୍ତର, ନିଃସ୍ୱାର୍ଥପର…

ରାହୁଲ ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି!

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି। ରାହୁଲ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ କୌଣସି ସଦସ୍ୟ ଯଦି ୨ କିମ୍ବା ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ସମୟ…

ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ

ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍‌’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍‌ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା…

ଓଡ଼ିଶାରେ ହାତୀ ସୁରକ୍ଷା ନେଇ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୧୦ ବର୍ଷରେ ଓଡ଼ିଶାରେ ୭୮୪ଟି ହାତୀଙ୍କ…

ବିଜେପି ତରଫରୁ ବିଭିନ୍ନ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ

ବିଜେପି ତରଫରୁ  ବିଭିନ୍ନ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି । ଦିଲ୍ଲୀରେ ବିରେନ୍ଦ୍ର ସଚଦେବାଙ୍କୁ ଦଳ ଦାୟୀତ୍ୱ ଦେଇଛି । ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳ ପରାଜିତ ହେବା ପରେ ରାଜ୍ୟ ସଭାପତି ଥିବା ଆଦେଶ ଗୁପ୍ତା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

‘ମୋଦୀ’ ସାଙ୍ଗିଆ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ପରେ ବେଲ ଦେଲେ ସୁରତ ଅଦାଲତ

ମୋଦିଙ୍କୁ କଟାକ୍ଷ କରିବା ରାହୁଲଙ୍କୁ ମହଙ୍ଗା ପଡିଛି । ସୁରତ କୋର୍ଟ ତାଙ୍କୁ ଦୋଷୀ କରିବା ସହ ଜେଲ ଦଣ୍ଡାଦେଶ ଦେଇଛନ୍ତି । ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ। ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର…

6G ଆସିବ: ପ୍ରଧାନମନ୍ତ୍ରୀ ମୋଦୀ

୫ଜି ସେବା ଯଦିଓ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା ହେଲେ ଏବେଠାରୁ ୬ଜି ସେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ମୋଦୀ କହିଛନ୍ତି ।ବୁଧବାର ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ ଲଞ୍ଚ କରିଛନ୍ତି ।…

ଅମୃତପାଲ୍‌ ସିଂହଙ୍କୁ ଖୋଜୁଛି ପୋଲିସ

୪ ଦିନ ହେଲା ପଂଜାବ ପୋଲିସ ଖୋଜୁଛି ଅମୃତପାଲ ସିଂହଙ୍କୁ ।  ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ…