Browsing Category

National

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା  । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମୈୟା । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଜି. ପରମେଶ୍ବର, କେ. ଏଚ୍‌. ମନିୟାପ୍ପା, କେ. ଜେ. ଜର୍ଜ,…

କାଶ୍ମୀରରେ ‘ଜି୨୦’ ବୈଠକକୁ ଆସିବନି ଚୀନ୍‌!

ଶ୍ରୀନଗର: କାଶ୍ମୀରରେ ଆଉ ଗୋଟିଏ ଦିନ ପରେ  ‘ଜି୨୦’ ବୈଠକ ବସିବ । ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ଏହି ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି । ଚୀନ ପ୍ରତିନିଧି  ଆସିବେ କି ନାହିଁ ସନ୍ଦେହ ରହିଛି । ଏହା ସହ …

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଏଥିପାଇଁ  କଂଗ୍ରେସର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ବିରୋଧୀ ନେତାଙ୍କୁ  ନିମନ୍ତ୍ରଣ ପଠାଯାଇଛି ।  ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ ହୋଇଛି । କାନ୍ତିରାଭା ଷ୍ଟାଡିୟମରେ ବିଜେପି ବିରୋଧୀମାନେ ଏକତ୍ରିତ…

ପ୍ରତିରକ୍ଷା ଉତ୍ପାଦନ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ:  ପ୍ରତିରକ୍ଷା ମନ୍ତ୍ରଣାଳୟର  ୨୦୨୨ -୨୩ ଆର୍ଥିକ ବର୍ଷ ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଟପିଛି । ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି…

କେନ୍ଦ୍ର ସରକାର ଆଣିଲେ ଅଧ୍ୟାଦେଶ: କେଜରିଓ୍ବାଲ କରିପାରିବେନି ‘ଟ୍ରାନ୍ସଫର-ପୋଷ୍ଟିଂ

ଦିଲ୍ଲୀ: ଅରବିନ୍ଦ କେଜରିଓ୍ବାଲଙ୍କ ସରକାରରେ ‘ଟ୍ରାନ୍ସଫର-ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ରାଜଧାନୀ ଅଞ୍ଚଳରେ ଟ୍ରାନ୍ସଫର -ପୋଷ୍ଟିଂକୁ ନେଇ  (GNCTD) ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟଙ୍କ…

ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ନିବେଶକଙ୍କ କ୍ଷତି କରିଥିବା ନେଇ ଅଭିଯୋଗ କରିଆସୁଥିଲେ ବିରୋଧୀ । ତେବେ ଏହି ଅଭିଯୋଗକୁ ତଦନ୍ତ ପରେ  ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଏକ୍ସପର୍ଟ ପ୍ୟାନେଲ ଆଦାନୀ ଗ୍ରୁପକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ପ୍ୟାନେଲ ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ…

ଆର୍‌ବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା

ନୂଆଦିଲ୍ଲୀ: ଆର୍‌ବିଆଇ ପକ୍ଷରୁ ଆଜି ୨୦୦୦ ଟଙ୍କିଆ ନୋଟ୍‌ର ପ୍ରତ୍ୟାହାର ଘୋଷଣା କରାଯାଇଛି। ଲୋକମାନେ ଟ୍ରାଞ୍ଜାକସନ୍‌ ପାଇଁ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟବହାର ଜାରି ରଖିପାରିବେ ଏବଂ ପେମେଣ୍ଟରେ ମଧ୍ୟ ପାଇପାରିବେ। ତେବେ ସେମାନଙ୍କୁ ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ଏହି ନୋଟ୍‌ ସବୁକୁ…

ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ

ବେଙ୍ଗାଲୁର:  ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ମିଳିନଥିବା ଚର୍ଚା ହେଉଛି । ଏହା ସହିତ କେଜରିଓ୍ବାଲ, ଜଗମୋହନ ରେଡି, କେ ଚନ୍ଦ୍ରଶେଖର…

ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ

ଆସନ୍ତା ୨୮ ତାରିଖରେ  ସଂସଦର ନୂଆ ବିଲ୍‌ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ୪ ମହଲା ବିଶିଷ୍ଟ ନୂଆ ବିଲଡିଂ ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତର ସଂସ୍କୃତି , ଐତିହ୍ୟ ଛାପ ଏହି ସଂସଦ…

ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:  ତାମିଲ୍‌ନାଡୁରେ ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି।  ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯେହେତୁ ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି…