Trending
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
Browsing Category
National
ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ ୩ ପ୍ରଥମ ଥର ପାଇଁ ଏକ ସ୍ପଷ୍ଟ ଚିତ୍ର ପଠାଇଛି । ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ ପଠାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଏଯାଏ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ…
ନୂଆ ରୂପ ପାଇବ ଓଡ଼ିଶାର ୨୫ ଷ୍ଟେସନ୍
ଭୁବନେଶ୍ବର: ‘ଅମୃତ ଭାରତ ଷ୍ଟେସନ୍ ଯୋଜନା’ରେ ସାରା ଦେଶରେ ୫୦୮ଟି ରେଳଷ୍ଟେସନ୍ର ବିକାଶ କରାଯିବ। ଏହା ମଧ୍ୟରେ ଓଡ଼ିଶାର ରହିଛି ୨୫ଟି ଷ୍ଟେସନ୍। ଓଡ଼ିଶାରେ ମୋଟ୍ ୫୭ଟି ରେଳ ଷ୍ଟେସନ୍ର ଆଧୁନିକୀକରଣ କରାଯିବାକୁ ସ୍ଥିର ହୋଇଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ ୨୫ଟି ଷ୍ଟେସନ୍କୁ…
ଜ୍ଞାନବାପୀ ସର୍ଭେ ୪ ସପ୍ତାହରେ ଶେଷ ହେବ
ବାରଣାସୀ : ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଜାରି ରହିଛି। ସର୍ଭେର ଭିଡିଓ ରେକର୍ଡ କରାଯାଇଛି। ଏଥିରେ ତ୍ରୀଶୁଳ, ସ୍ବସ୍ତିକ , ଫୁଲ ପରି ଚିହ୍ନ ସବୁ ଦେଖିବାକୁ ମିଳିଛି। ମସଜିଦ କାନ୍ଥ ଏବଂ ପିଲାର୍ରେ ଏସବୁ ଚିହ୍ନ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ୭ ଘଣ୍ଟା ସର୍ଭେ ହୋଇଥିଲା।…
ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ଶ୍ରୀହରିକୋଟା : ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖେ ୧୬୬କିମିX୧୮୦୫୪ କିଲୋମିଟରର ଅଣ୍ଡାକାର କକ୍ଷପଥରେ ଘୂରିବ । ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର କକ୍ଷପଥକୁ ଧରିବା ପାଇଁ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଥ୍ରଷ୍ଟର୍ସ ଅନ୍ ରଖିଥିଲା ।…
ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ ଚାଲିଛି । କୋର୍ଟଙ୍କ ରାୟ ପରେ ପ୍ରଥମ ଟୁଇଟ କରି ରାହୁଲ କହିଛନ୍ତି, ଯାହାବି ଘଟୁ, ମୋ କର୍ତ୍ତବ୍ୟ ସମାନ ରହିବ । ଭାରତର ଆଦର୍ଶର ସୁରକ୍ଷା କରିବି ବୋଲି …
ସୀମାଙ୍କୁ ବଲିଉଡ୍ ରୁ ଆସିଛି ଅଫର୍
ନୂଆଦିଲ୍ଲୀ: ସିନେମାରେ ଅଭିନୟ ପାଇଁ ଏବେ ଅଫର ଆସିଛି ସୀମାଙ୍କୁ । ପ୍ରେମ, ବିବାହ ଏବଂ ଗୁପ୍ତଚର ବିବାଦରେ ଥିବା ସୀମା ହୈଦର ଆଗାମୀ ଚଳଚ୍ଚିତ୍ର ‘ଏ ଟେଲର୍ ମର୍ଡର ଷ୍ଟୋରୀ’ ପାଇଁ ତାଙ୍କ ଅଡ଼ିସନ୍ ନିଆଯାଇଛି। ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦିଲ୍ଲୀ ଗ୍ରେଟର ନୋଏଡାରେ ସୀମା ହୈଦରଙ୍କୁ…
ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ
ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । ଜିଏସଟି ପରିଷଦର ୫୧ ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି…
ହରିୟାଣା ହିଂସା ପଛରେ ସୋସିଆଲ ମିଡିଆ
ଚଣ୍ଡିଗଡ଼: ହରିୟାଣା ହିଂସା ପଛରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସାମାଜିକ ଗଣମାଧ୍ୟମରେ ଉତ୍ତେଜିତ କଲା ଭଳି ପୋଷ୍ଟ ସେୟାର ଦ୍ବାରା ହିଂସା ଆହୁରି ଜୋର ଧରିଥିଲା । ଲୋକେ ଉତ୍ତେଜିତ ହୋଇ ହିଂସାରେ ସାମିଲ ହୋଇଥିଲେ । ଏଭଳି ବୟାନ ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ…
ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି
ନୂଆଦିଲ୍ଲୀ: ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି । ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ । କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନୋଟିସ ଜାରି କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ।…
ଆଗାମୀ ଦିନରେ ଟମାଟୋର ମୂଲ୍ୟ ଆହୁରି ବଢିପାରେ
ଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ପୁଣି ମହଙ୍ଗା ହେଲା । ମଦର ଡାଏରୀରେ ଟମାଟୋ କିଲୋଗ୍ରାମ ପିଛା ୨୫୦ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଟମାଟୋର ମୂଲ୍ୟ ଆହୁରି ବଢିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆରର ମଦର…