Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
National
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ।
https://www.youtube.com/watch?v=lxduyXs03cc
ମୋର ପ୍ରିୟ ଦେଶବାସୀ,
ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ।…
ଦେଶ ବିଭାଜନ ବିଭୀଷିକା ଦିବସ, ଏବେ ବି ଆଖିରେ ଆଣୁଛି ଲୁହ: ପ୍ରଧାନମନ୍ତ୍ରୀ
ଦେଶ ବିଭାଜନ ବିଭୀଷିକା ଦିବସ । ପ୍ରତି ଭାରତୀୟଙ୍କ ଆଖିରେ ଆଣୁଛି ଲୁହ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶ ବିଭାଜନ ବିଭୀଷିକା ଦିବସ ପାଳନ କରୁଛି ଦେଶ । ସ୍ବାଧୀନତା ପୂର୍ବରୁ ଭାରତ ଓ ପାକିସ୍ତାନ ଦୁଇଟି ଦେଶ ଗଠନ ହୋଇଥିଲା । ଅଗଷ୍ଟ ୧୫, ୧୯୪୭ରେ ଭାରତକୁ…
୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି ଗଦର-୨
ନୂଆଦିଲ୍ଲୀ: ବକ୍ସ ଅଫିସରେ ବୋବାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ । ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି । ଚଳିତବର୍ଷ ରିଲିଜ ହୋଇଥିବା ଦ୍ବିତୀୟ ବୃହତମ ରୋଜଗାର ଫିଲ୍ମ ହୋଇ ପାରିଛି ।ଶାହାରୁଖ ଖାନଙ୍କ…
ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩
ହାଇଦ୍ରାବାଦ: ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ ।୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮…
ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ
ଭୁବନେଶ୍ବର: ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ଦିଆଯିବ। ଅତି ଉଲ୍ଲେଖନୀୟ ସେବା ପାଇଁ ସଂଜୟ କୁମାର, ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ…
ସ୍ୱାଧୀନତା ଦିବସ ସମାରୋହରେ 50 ବିଦ୍ୟାଳୟ ଶିକ୍ଷକ ଯୋଗ ଦେବେ
ନୂଆଦିଲ୍ଲୀ: 77ତମ ସ୍ବାଧୀନତା ଦିବସ ସମାରୋହରେ ସ୍ୱାଧୀନତା ଦିବସ ସମାରୋହରେ 50 ବିଦ୍ୟାଳୟ ଶିକ୍ଷକ ଯୋଗ ଦେବେ । ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ନିମନ୍ତ୍ରଣ କରାଯାଇଛି |…
ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ : ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଗ୍ରାମୀଣ ଡାକ ସେବକ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଆଦି ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଇଣ୍ଡିଆ ପୋଷ୍ଟ ମନ୍ତ୍ରାଳୟ ଅଧୀନରେ ଯୋଗାଯୋଗ କରୁଛି ।…
ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର
ଝାରଖଣ୍ଡ:ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ…
ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ
ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବା ଲାଗି ଭାରତର ରଣନୀତି । ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ । ଦିନକୁ ଦିନ ସୀମାନ୍ତରେ ଦୁଇ ଦେଶକୁ ନେଇ ନାନା ବିବାଦ ସୃଷ୍ଟି ହୋଇଆସୁଥିବାରୁ ସୀମାର ସୁରକ୍ଷା ଲାଗି ପଦକ୍ଷେପ ନେଇଛି ଭାରତ…
ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ
ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ…