Browsing Category

National

ଜାତିଗତ ଜନଗଣନା କରିବ କଂଗ୍ରେସ: ରାହୁଲ

ରାୟପୁର: ଆଗାମୀ ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଠନ କଲେ ଜାତିଗତ ଜନଗଣନା କରିବ ବୋଲି କହିଛିନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି  ।  କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ। ରାହୁଲ କହିଛନ୍ତି, ଜାତିଗତ ଜନଗଣନା ହେଉଛି ଦେଶର…

୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ…

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି ବୋଲି ମନ କି ବାତରେ  କହିଛନ୍ତି  ମୋଦି ।  ‘ମନ୍ କି ବାତ୍‌’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ କହିଛନ୍ତି ।…

ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାର ନିର୍ଦେଶ ଦେଇଛନ୍ତି । ବିଶେଷ କରି ଭାରତୀୟ ହିନ୍ଦୁମାନଙ୍କୁ ଟାର୍ଗେଟ କରି କହିଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ପନ୍ନୁର ଭିଡିଓ ଭାଇରାଲ ପରେ ଏନେଇ ଅଫିସରମାନଙ୍କୁ କୁହାଯାଇଛି ତାଲିକା…

ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଏନଆଇଏ । କାନାଡ଼ାରେ ରହି ହିନ୍ଦୁ ଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଏବେ  ଖଲିସ୍ତାନୀ ଆତଙ୍କୀ ଗୁରପତ୍‌ବନ୍ତ ସିଂ ପନ୍ନୁ  ସମ୍ପତ୍ତି ଜବତ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA)। ପଞ୍ଜାବର ଅମୃତସର ଏବଂ…