Browsing Category

National

ମଣିପୁରରେ ପହଞ୍ଚି ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ପହଞ୍ଚି ରାଜ୍ୟରେ ଉପୁଜିଥିବା ହିଂସାକୁ ନେଇ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ‌ବୈଠକରେ ଅଧ୍ୟକ୍ଷତା କରି…

ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟରେ ପାର୍ଟି…

ମଣିପୁରରେ ହିଂସା: ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ

ଇମ୍ଫାଲ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ  ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି। ହିଂସାରେ ଜ‌ଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ…

ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ ସାହିଲ

ଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଭୟାନକ ହତ୍ୟାକ କରିଛି ପ୍ରେମିକ ସାହିଲ । ନିଜ ପ୍ରେମିକା ସହ କୈାଣସି କାରଣରୁ ମତାନ୍ତର ହେବା ପରେ  ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ ସାହିଲ । ହତ୍ୟା କରିବା ପରେ ହେଲାନି ମନ ଶାନ୍ତି । ପାଖରେ ପଡ଼ିଥିବା ପଥର ଉଠାଇ ଛେଚିଥିଲା…

‘ଏନ୍‌ଭିଏସ୍‌-୧’ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ

ଶ୍ରୀହରିକ‌ୋଟା:  ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥି ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ  ଇସ୍ରୋ ଦ୍ବାରା ‘ଏନ୍‌ଭିଏସ୍‌-୧’ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ କରାଇଛି। ଏହା ଏକ ବଡ଼ ସଫଳତା ବୋଲି କହିଛି ଇସ୍ରୋ ।…

ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ବିଷୟରେ ପାଠ ପଢ଼ିବେ ଦିଲ୍ଲୀ ୟୁନିଭରସିଟି ଛାତ୍ରଛାତ୍ରୀ

ମହାତ୍ମା ଗାନ୍ଧୀଙ୍କ ବଦଳରେ ଏଣିକି ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ବିଷୟରେ ପାଠ ପଢ଼ିବେ ଦିଲ୍ଲୀ ୟୁନିଭରସିଟି ଛାତ୍ରଛାତ୍ରୀ। ୟୁନିଭରସିଟିର ଯୁକ୍ତ ୩ ପଲଟିକାଲ ସାଇନ୍ସ ପିଲାଙ୍କୁ ସବରକରଙ୍କ ବିଷୟରେ ଦିଆଯିବ ଜ୍ଞାନ ।ଯୁକ୍ତ ୩ ର ପଞ୍ଚମ ସେମିଷ୍ଟାରରେ ମହାତ୍ମା ଗାନ୍ଧିଙ୍କ ବିଷୟରେ…

ନୂଆ ସଂସଦ ଭବନ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ପ୍ରଦାନ କରେ”

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ନବନିର୍ମିତ ସଂସଦ ଭବନ  ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥି ସହିତ ଏହି ଅବସରରେ ନୂଆ ସ୍ମାରକମୁଦ୍ରା ଏବଂ ଡାକ ଟିକଟ ଉତ୍ସର୍ଗୀକୃତ ହୋଇଛି । ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ନନ୍ଦୀ ପ୍ରତିମା ସହିତ ରାଜଦଣ୍ଡ ବା ସେଙ୍ଗୋଲକୁ ପ୍ରତିଷ୍ଠା…

ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଦିନ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଗତି ଏବଂ ଆରାମରେ ଯାତ୍ରା କରିବାର ମାଧ୍ୟମ ଯୋଗାଇବ…

ଭାରତର ସାମର୍ଥ୍ୟ ରହିଛି ତା’ର ବିବିଧତାରେ : ମୋଦୀ

ନୂଆଦିଲ୍ଲୀ: ‘ମନ୍‌ କୀ ବାତ୍‌’ର ୧୦୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତର ସାମର୍ଥ୍ୟ ରହିଛି ତା’ର ବିବିଧତାରେ। ଦେଶରେ ଅନେକ କିଛି ଦେଖିବାକୁ ରହିଛି। ଏଥିପ୍ରତି ଦୃଷ୍ଟି ଦେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’କୁ ସାମର୍ଥ୍ୟ ଦେବା ପାଇଁ  ଶିକ୍ଷାମନ୍ତ୍ରାଳୟ…

ଓଡ଼ିଆ ପୁଅ ପୁରଞ୍ଜନ ଦଳାଇଙ୍କୁ ନୂଆ ସଂସଦ ଭବନରେ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ପୁରଞ୍ଜନ। ସେଥିପାଇଁ ତାଙ୍କୁ ଆଜି ସମ୍ୱିର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…