Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
National
ବଲିଉଡ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ
ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକର । ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ।ସୁଲୋଚନାଙ୍କ ଦେହାନ୍ତ ଖବର ତାଙ୍କ ଝିଅ କାଞ୍ଚନ ଦେଇଛନ୍ତି । ସେ କହିଛନ୍ତି, ସୁଲୋଚନାଙ୍କ…
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି କୁସ୍ତିଯୋଦ୍ଧାଙ୍କର ଏକ ଟିମ୍
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କର ଏକ ଟିମ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ କୁସ୍ତିଯୋଦ୍ଧା ଓ ଶାହଙ୍କ ମଧ୍ୟରେ ଆଲୋଚନା…
ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ
ନୂଆଦିଲ୍ଲୀ: ଅଭିନୟ ଜଗତ ପାଇଁ ଦୁଃଖ ଖବର । ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ । ସେ ମହାଭାରତ ସିରିୟଲର ଶକୁନି ଭୁମିକାରେ ଅଭିନୟ କରୁଥିଲେ । ବହୁ ଦିନ ଧରି ରୋଗାକ୍ରାନ୍ତ ପରେ ଅଭିନେତାଙ୍କ ଦେହାନ୍ତ ଘଟିଛି ।୧୯୮୮ ମହାଭାରତରେ ଶକୁନି ଭୂମିକାରେ ଅଭିନୟ କରିଥିବା କିମ୍ବଦନ୍ତୀ…
ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା
ନୂଆଦିଲ୍ଲୀ: ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା । ଭାରତର ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା । ବିଏସଏଫର ଯବାନଙ୍କ ଗୁଳିରେ ତଳେ ଖସି ପଡିଛି ପାକିସ୍ତାନର ଡ୍ରୋନ୍ । ତେବେ ଏହି ଡ୍ରୋନକୁ ଦେଖି ସମସ୍ତଙ୍କ ମନରେ ପଶିଥିଲା ଛନକା…
ଭୁଶୁଡ଼ିପଡ଼ିଲା ଗଙ୍ଗା ନଦୀ ଉପରେ ନିର୍ମିତ ହେଉଥିବା ବ୍ରିଜ୍
ସୁଲାତନଗଞ୍ଜ: ବିହାରର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ବ୍ରିଜ୍ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି । ଅଗୁୱାନି…
୫୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍
ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି । ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ । ଡାଉନ୍ ଟ୍ରେନ୍ ଚାଲିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ…
ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି: ରେଳମନ୍ତ୍ରୀ
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହୋଇପାରେ। ଏଥି ନେଇ ଭାରତୀୟ ରେଳବାଇ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ଗଣମାଧ୍ୟମର…
ଟ୍ରେନ୍ ଟ୍ରାଜେଡିର ତଦନ୍ତ ସରିଥିବା କହିଲେ ରେଳ ମନ୍ତ୍ରୀ: ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର
ବାଲେଶ୍ୱର: ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ। ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରଠାରୁ ସେ ଫେରାର…
ଏସିଆ କପ ୨୦୨୩ ପାଇଁ ଭାରତୀୟ ମହିଳା ଦଳ ଘୋଷଣା
ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଭେନ୍ୟୁ ପାଇଁ ଦୀର୍ଘ ସମୟ ଧରି ବିବାଦ ଚାଲି ଆସିଛି । ବର୍ତ୍ତମାନ ବି ଏହି ବିବାଦ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜି ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହି ନିଶ୍ଚିତ ଭାବେ…
ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଜୁନିୟର ହକି ଟିମ୍ ଇତିହାସ ରଚିଛି । ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଜୁନିୟର ଏସିଆ କମ୍ ଚାମ୍ପିୟନ ହୋଇଛି । ଓମାନଠାରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ୍ ମ୍ୟାଚରେ ଭାରତ ପକ୍ଷରୁ ଅଙ୍ଗଦ ସିଂହ ୧୩ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୨୦ତମ…