Browsing Category

National

ଓଡିଶାରେ ଏକ ନୂଆ ରେଳଲାଇନ୍ ନିର୍ମିତ ହେବ

ଓଡିଶାରେ ଏକ ନୂଆ ରେଳଲାଇନ୍ ନିର୍ମିତ ହେବ   । ମାଲ ପରିବହନ ଏବଂ ଯାତ୍ରୀ ଭିଡ କମାଇବା ପାଇଁ ଏହି ରେଳଲାଇନର ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।  ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତ୍ରା ଦୱରାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୫ତମ ନେଟୱାର୍କର୍ ପ୍ଲାନିଂ ଗ୍ରୁପ…

`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ : ଭାରତର ଦକ୍ଷତା ବିକାଶ ମଡେଲକୁ  ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌' ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି…

ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଉଚିତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଠିକ୍ ନୁହେଁ । ଏହା ନ୍ୟାୟାଳୟ କ୍ଷେତ୍ରରେ ହସ୍ତକ୍ଷେପ କରୁଛି । ଏହାକୁ ନେଇ  ଶୁଣାଣି ବେଳେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ…

କେରଳରେ ନିପା ଭୟରେ ୭ ଗାଁ କଣ୍ଟେନମେଣ୍ଟ ଜୋନ୍‌ : କୋଝିକୋଡ଼ରେ ସମସ୍ତ ସ୍କୁଲ୍‌ ବନ୍ଦ

କେରଳ: କେରଳର କୋଝିକୋଡ଼ ଜିଲ୍ଲାରେ ୨ ଜଣଙ୍କ ନିପା ଭାଇରସ୍‌ରେ ମୃତ୍ୟୁ ହେବାପରେ ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ‌ କୋଝିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷୀୟ ଶିଶୁ ସମେତ ମୋଟ୍‌ ୪ ଜଣ ନିପା ଭାଇରସ୍‌ରେ ଆକ୍ରାନ୍ତ ହେବାପ‌ରେ ସଂକ୍ରମଣ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ…

ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ‌ରେ ଗୁଳି ବିନିମୟ :୨ ଆର୍ମି ଅଫିସର, ଜଣେ ଡିଏସ୍‌ପି ସହିଦ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ‌ରେ ଗୁଳି ବିନିମୟ । ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ…

କେରଳରେ ନିପା ଭୟ

କେରଳକୁ ଏବେ ନିପା ଭୟ ଘାରିଛି। କୋଝିକୋଡ଼ ଜିଲ୍ଲାରେ ନିପା ଜ୍ବରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ରାଜ୍ୟରେ ନିପା ଭାଇରସ ବ୍ୟାପିବା ଆଶଙ୍କା ଦେଖାଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଉଭୟଙ୍କ ମୃତ୍ୟୁ ଏକ ଘରୋଇ ହସପିଟାଲରେ ହୋଇଛି । ନିପା ଭାଇରସ ଯୋଗୁଁ ମୃତ୍ୟୁ…

 ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ । ଏନେଇ ଖବର ପ୍ରକାଶ ପାଇବା ପରେ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି ।  ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନରେ କର୍ମଚାରୀମାନେ ଯୋଗଦେବେ । ଉଭୟ ଗୃହ ଭିତରେ ଓ ବାହାରେ ସଂସଦ କର୍ମଚାରୀମାନେ ନୂଆ ୟୁନିଫର୍ମ…

ଦେଶଦ୍ରୋହ ଆଇନକୁ ବଡ଼ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ କୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ  ପାଞ୍ଚଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ କହିଲେ ଯେ, କେଦାରନାଥ ସିଂହ ବନାମ ବିହାର ରାଜ୍ୟ ମାମଲାରେ ୧୯୬୨ରେ…