Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
National
ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟା ମୃତ ଅବସ୍ଥାରେ ହେଲା ଉଦ୍ଧାର
ଶେଷରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁକନ୍ୟା । କିନ୍ତୁ ପ୍ରାଣ ନଥିଲା ଶିଶୁଟିର । ମଧ୍ୟପ୍ରଦେଶ ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ବହୁ କଷ୍ଟ ପରେ ଉଦ୍ଧାର କରାଯାଇଥିଲା । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ…
ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ…
ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ବିପର୍ଯ୍ୟୟ
ମୁମ୍ବାଇ: ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ବିପର୍ଯ୍ୟୟ । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମୁଦ୍ର ଭିତରେ ସ୍ଥଳଭାଗ ଆଡକୁ ବଢୁଛି ପ୍ରି-ମନସୁନ ବାତ୍ୟା । ପୂର୍ବ-ମଧ୍ୟ ଆରବସାଗରରେ ସୃଷ୍ଟ ବାତ୍ୟା…
କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା
ଲକ୍ଷ୍ନୌ: କୋର୍ଟ ରୁମ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜଣେ ଦୁର୍ବୁତ୍ତ ସଞ୍ଜିବଙ୍ଗ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି…
ଧାନର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
ଧାନର ଏମଏସପି ବୃଦ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨ହଜାର ୧୮୩କୁ ବୃଦ୍ଧି । ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ-ଗ୍ରେଡ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ବିରିର ସର୍ବନିମ୍ନ ସହାୟକ ମୂଲ୍ୟ…
ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ
ନୂଆଦିଲ୍ଲୀ: ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ‘ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର’ ପାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଖୁସି ପ୍ରକଟ କରିଛନ୍ତି ରାଷ୍ଟ୍ରପତି ।
https://twitter.com/rashtrapatibhvn/status/1665806173197729792?s=20…
ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସୂଚନା ଅନୁଯାୟୀ ପାକିସ୍ତାନର ଆତଙ୍କବାଦୀମାନେ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିବାର ଯୋଜନାରେ ଅଛନ୍ତି ।ଚଳିତ ବର୍ଷ ପାଇଁ ଶ୍ରୀ…
ମଣିପୁର ହିଂସା: ୩ ଯବାନ ସହିଦ
ମଣିପୁରରେ ହିଂସା ଥମୁ ନାହିଁ। ରାଜ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ମଙ୍ଗଳବାର ୩ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ଯବାନ ଥିବାବେଳେ ଆସାମ ରାଇଫଲ୍ସର ୨ଜଣ ଯବାନ ଅଛନ୍ତି। କାକଚିଙ୍ଗ ଜିଲାର ସେରୋଉ ଅଞ୍ଚଳରେ କୁକି ଉଗ୍ରବାଦୀଙ୍କ…
କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ ଗାନ୍ଧୀ । ଅନ୍ୟକୁ ଦୋଷ ଦେଇ କେନ୍ଦ୍ରର ବିଜେପି ସରକାର ଖସିଯିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କେନ୍ଦ୍ର…
ବିଶ୍ବ ପରିବେଶ ଦିବସ ପାଳନ
ଭୁବନେଶ୍ବର: ଆଜି ବିଶ୍ବ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ବର ପ୍ରାୟ ୧୪୩ଟି ରାଷ୍ଟ୍ରରେ ପରିବେଶ ଦିବସ ପାଳନ କରାଯାଇଥାଏ ।ବିଶ୍ବ ପରିବେଶ ଦିବସରେ…