Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
National
ଅବତରଣ ପରେ ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଚନ୍ଦ୍ରରେ ଅବତରଣ ପରେ ଭୂପୃଷ୍ଠକୁ ଫଟୋ ପଠାଇବା ଆରମ୍ଭ କରିଛି ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ । ବିକ୍ରମ ଲ୍ୟାଣ୍ଡରରେ ଏକ ହରିଜୋଣ୍ଟାଲ ଭେଲୋସିଟି କ୍ୟାମେରା ଲଗାଯାଇଛି ଏବଂ ସେଥିରୁ ଏହି ଫଟୋ ନିଆଯାଇଛି ।ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ…
ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ- ୩
ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚିଛି ଭାରତ ।
https://twitter.com/DDNewslive/status/1694327902081343545?s=20
https://twitter.com/isro/status/1694327198394863911?s=20
ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ…
ଆଉ ଦୁଇ ଘଣ୍ଟା ପରେ ଚନ୍ଦ୍ରଯାନ ପହଁଚିବ ଚନ୍ଦ୍ରରେ
ଆଉ ଦୁଇ ଘଣ୍ଟା ପରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ହାରାହାରି ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏଠାରେ ବରଫ କଠିନ ଅବସ୍ଥାରେ ରହିଥିବା ଅନୁମାନ କରାଯାଉଛି ।…
ଆଉ କିଛି ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩
ପାଖେଇ ଆସୁଛି ସନ୍ଧ୍ୟା ୬ଟା ୪ ମିନିଟ । ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଖାଲି ଦେଶରେ ନୁହେଁ ସାରା ବିଶ୍ବରେ ଏନେଇ ପୂଜା ହୋମ ଚାଲିଛି । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା ନିଶ୍ଚୟ ହେବ । ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ…
ଆଜି ଚନ୍ଦ୍ରରେ ପହଞ୍ଚିବ ଚନ୍ଦ୍ରଯାନ-୩
ପୁରୀ: ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ମହାକାଶଯାନକୁ ଚନ୍ଦ୍ରର କ୍ଷୀଣ ମାଧ୍ୟାକର୍ଷଣ ସହ ସନ୍ତୁଳନ ରକ୍ଷା କରି କକ୍ଷପଥରୁ ଧୀରେ ଖସିବାକୁ ପଡିବ ଏବଂ ଶେଷରେ ନିରାପଦରେ ଅବତରଣ କରିବାକୁ ପଡିବ। ଲ୍ୟାଣ୍ଡର ଏବଂ ରୋଭର କାର୍ଯ୍ୟ ଠିକ ଚାଲିଲେ ସଫଳତା ମିଳିବ । …
ଚନ୍ଦ୍ରଯାନ-୩ ଅବତରଣ ନିଶ୍ଚୟ ସଫଳ ହେବ: ଭାରତୀୟ ବୈଜ୍ଞାନିକ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅବତରଣ ନିଶ୍ଚୟ ସଫଳ ହେବ । ଏହା କହିଛନ୍ତି ଭାରତୀୟ ବୈଜ୍ଞାନିକ । ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚାରିଆଡେ ଚାଲିଛି ହୋମ ଯଜ୍ଞ । ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ…
ଆଉ ମାତ୍ର କେଇ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଲ୍ୟାଣ୍ଡର
ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ନିକଟତର ହୋଇଛି । ଆଜି ପୁଣି ଫଟୋ ପଠାଇଛି ଲ୍ୟାଣ୍ଡର । ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପାଇଁ ମିଶନ ଶେଷ ପର୍ଯ୍ୟାୟରେ । ଚନ୍ଦ୍ରଯାନ ଲ୍ୟାଣ୍ଡ କରିବା…
ବିଶ୍ୱ ବରିଷ୍ଠ ନାଗରିକ ଦିବସ
ଅଗଷ୍ଟ ୨୧ରେ ପାଳନ କରାଯାଉଛି “ବିଶ୍ୱ ବରିଷ୍ଠ ନାଗରିକ ଦିବସ” । ଅନେକ ପରିବାରରେ ଏହି ଦିନ ପାଳନ କରାଯାଉଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଆମ ଦେଶରେ କମ ପାଳନ ହେଉଛି । ଆମେରିକାରେ ୧୯୯୧ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଏହି ଦିବସ । ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅଧ୍ୟକ୍ଷତାରେ…
ଲଦାଖରେ ଖାଇକୁ ଖସିପଡ଼ିଲା ସେନା ଗାଡ଼ି : ୯ ଯବାନ ସହିଦ
ଲଦାଖ: ଗଭୀର ଖାଇକୁ ସେନାର ଏକ ଗାଡ଼ି ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଲେହଠାରୁ ୧୫୦ କିମି ଦୂର କ୍ୟାରୀ ସହର ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ଲେହ ପ୍ରତିରକ୍ଷା ପିଆର୍ଓ ଲେପ୍ଟନାଣ୍ଟ କର୍ନେଲ…
ଘୋଷଣା ହେଲା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ୩୯ ଜଣଙ୍କୁ ସାମିଲ
ନୂଆଦିଲ୍ଲୀ: କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ମୋଟ ୩୯ ଜଣଙ୍କୁ ସାମିଲ କରାଯାଇଛି। ସିଡବ୍ଲ୍ୟୁସିରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି,…