Browsing Category

National

ବିହାରରେ ଏନଡିଏ ର ବଡ଼ ବିଜୟ ହାସଲ

ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି। ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ବିହାରରେ ଏନଡିଏ ମୋଟ ୨୦୭ଟି ଆସନରେ ବିଜୟୀ/ଆଗୁଆ ଥିବାବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟୀ/ଆଗୁଆ ରହିଛି ।…

ବିହାର ବିଧାନସଭା ନିର୍ବାଚନ ଫଳାଫଳ: NDA ମେଣ୍ଟ ୧୯୦ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୫୦ ଆସନରେ ଆଗୁଆ ଅଛି

ବିହାର ବିଧାନସଭା ନିର୍ବାଚନର ଭୋଟ ଗଣନା ଜାରି ରହିଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ମଧ୍ୟରୁ ୨୩୬ ଆସନର ଟ୍ରେଣ୍ଡ ପ୍ରକାଶ ପାଇଛି, ଯାହା ରାଜ୍ୟର ଶାସକ ଦଳର ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇଛି । ଟ୍ରେଣ୍ଡ ଅନୁସାରେ, ପ୍ରତିଯୋଗିତା ଏକପାଖିଆ…

ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଣମ୍ଭିକ ଟ୍ରେଣ୍ଡରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୧୭୫ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୬୪ ଓ ଅନ୍ୟ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି । ଏନଡିଏ- ୧୭୫ ମହାମେଣ୍ଟ- ୬୪…

ବିହାର ଜନାଦେଶ : ମ୍ୟାଜିକ ନମ୍ବର ଠାରୁ ଆଗରେ ଏନଡିଏ

ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ୧୩୭ ସିଟରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୭୫ ଓ ଅନ୍ୟ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି । ଏନଡିଏ- ୧୩୮…

ବିହାର ଜନାଦେଶ : ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ

ଆରମ୍ଭ ହୋଇଛି ଭୋଟ୍ ଗଣତି । ଧିରେ ଧିରେ ସାମ୍ନାକୁ ଆସିଲାଣି ଟ୍ରେଣ୍ଡ୍ । ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ ରହିଛି । ବିଜେପି ଓ ଜେଡିୟୁ ୧୨ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଜେଡିୟୁ ୪ଟି ଆସନରେ ଆଗୁଆ ଥିବା ବେଳେ ଆରଜେଡି ୨ରେ ଆଗରେ ରହିଛି । ସେପଟେ କିନ୍ତୁ ପଛରେ ରହିଯାଇଛି…

ବିହାର ବିଧାନସଭା ନିର୍ବାଚନ ଫଳାଫଳ : ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ

ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି ।  ପ୍ରଥମେ ପୋଷ୍ଟାଲ ବାଲଟ ଗଣିତ କରାଯାଉଛି । ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨।…

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର…

ପ୍ରତିଶୋଧ” ନେବାକୁ ଚାହୁଁଥିଲେ ଆତଙ୍କବାଦୀ ?

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର…

ଡାକ୍ତର ମହମ୍ମଦ ଉମର ନବି ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା

ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ  ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍‌ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍‌ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା…

ଦିଲ୍ଲୀ ବିସ୍ଫୋରଣ : i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ

ଦିଲ୍ଲୀର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି । ବୁଧବାର  ପୁଲିସ ଉମର ଏବଂ ତାରିକଙ୍କୁ i20 କାର ଯୋଗାଇଥିବା କାର ଡିଲରଙ୍କୁ ଅଟକ ରଖିଛନ୍ତି । ଡିଲରଙ୍କ ନାମ ଅମିତ । ପୁଲିସ ତାଙ୍କୁ ରୟାଲ କାର ପ୍ଲାଜା  ଅଫିସରୁ ଉଠାଇ ନେଇ ଅଟକ ରଖିଛି ।​​​​​​​​​​…