Trending
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
Browsing Category
National
ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ
ସାରା ଦେଶରେ ଆମ୍ ଆଦମୀ ପାର୍ଟି ପାଳନ କରୁଛି ସାମୂହିକ ଉପବାସ । ଦିଲ୍ଲୀ ମଦନୀତି ମାମଲାରେ କେଜରିଓ୍ବାଲଙ୍କୁ ବିନା କାରଣରେ ଫସାଇ ଦିଆଯାଇଛି ବୋଲି ଦଳ ଅଭିଯୋଗ କରିବା ସହ ଏହି ଉପବାସ ପାଳନ କରୁଛି । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ କେଜରିଓ୍ବାଲଙ୍କ ସମର୍ଥକ ଏହି ଆନ୍ଦୋଳନରେ ସାମିଲ…
ରାତି ଅଧରେ କାହିଁକି ଚଢାଉ କରୁଥିଲେ, ଓଲଟା ଅଭିଯୋଗ ଆଣିଲେ ମମତା
ଇଡି ପରେ ଶନିବାର ପଶ୍ଚିମବଙ୍ଗରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
ମମତା କହିଛନ୍ତି ଯେ ଷଡଯନ୍ତ୍ରର ଏକ ଅଂଶ ଭାବରେ ଏହି ସବୁ ଘଟିଛି…
ପାଲେଷ୍ଟାଇନ ସହ ଜଡିତ ୟୁଏନଏଚଆରସି ପ୍ରସ୍ତାବକୁ ଭାରତର ସମର୍ଥନ
ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଏକ ସଂକଳ୍ପ ପ୍ରସ୍ତାବ ସପକ୍ଷରେ ଭାରତ ଶୁକ୍ରବାର ଦିନ ଭୋଟ୍ ଦେଇଛି, ଯାହା ପାଲେଷ୍ଟାଇନବାସୀଙ୍କ ଆତ୍ମନିର୍ଭରଶୀଳତାର ଅବିଚ୍ଛେଦ୍ୟ ଅଧିକାରକୁ ପ୍ରମାଣିତ କରିଛି । ଯେଉଁଥିରେ ପାଲେଷ୍ଟାଇନର ଏକ ସ୍ୱାଧୀନ ରାଷ୍ଟ୍ରର ଅଧିକାର ମଧ୍ୟ ସାମିଲ ହୋଇଛି ।
ଏହି…
ଉତ୍ତରପ୍ରଦେଶରେ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲହାଇଛନ୍ତି ଯାହା ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲା। ଏହା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୧୭ ଲକ୍ଷ ଛାତ୍ରଛାତ୍ରୀ ଏବଂ ୧୦,୦୦୦ ଶିକ୍ଷକଙ୍କୁ…
ଘରେ ପଶି ମାରିବୁ, ପାକିସ୍ତାନକୁ ସିଧା ବାର୍ତ୍ତା ଦେଲେ ରାଜନାଥ
ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର ସାକ୍ଷାତକାରରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପ୍ରତ୍ୟକ୍ଷ ତଥା ଦୃଢ ବାର୍ତ୍ତା ଦେଇଛନ୍ତି। ପଡୋଶୀ ଦେଶ ଦ୍ୱାରା ବିସ୍ତାର କରାଯାଉଥିବା ଆତଙ୍କବାଦ ଭଳି ଏକ ପ୍ରଶ୍ନର ଉତ୍ତରରେ ରାଜନାଥ ସିଂ…
ପଞ୍ଜାବ,ଉତ୍ତର ଭାରତରେ ଭୂକମ୍ପର ଝଟକା
ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗୁରୁବାର ଦିନ ୫.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି ଏବଂ ଉତ୍ତର ଭାରତର ଅନେକ ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି ।ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ ଏବଂ ବିପର୍ଯ୍ୟୟ) ଓଙ୍କାର ଶର୍ମା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଭୂକମ୍ପର…
ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ
ଆଜି ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନ ସହ ମଣିପୁର ବାହାର ଲୋକସଭା ନିର୍ବାଚନ ମଣ୍ଡଳୀର ଅବଶିଷ୍ଟ ଅଂଶରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ମଣିପୁର ବାହାର…
କଡ଼ା ନଜର ରଖିବ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ ଆଜି ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା…
‘ଓଡ଼ିଶା ପରିବର୍ତ୍ତନ” ନାମରେ ଗୀତ ଗାଇଲେ କଣ୍ଠଶିଳ୍ପୀ କୈଳାଶ ଖେର
ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । କୈଳାଶ ଖୈର ଟ୍ୱିଟ୍ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀ ମାନେ ସଙ୍କେତ…
କେଜ୍ରିୱାଲଙ୍କ ପାଇଁ ୭ତାରିଖରେ ଅନଶନରେ ବସିବେ ଆପ୍ ନେତା ଆତିଶୀ ମାରଲେନା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ମାମଲାରେ ଏବେ ତିହାର ଜେଲରେ ରହିଛନ୍ତି । ଏହାକୁ ବିରୋଧ କରି ଆମ୍ ଆଦମୀ ପକ୍ଷରୁ ଏପ୍ରିଲ ୭ ତାରିଖରେ ଦିଲ୍ଲୀର ଜନ୍ତରମନ୍ତ୍ରର ଠାରେ ଅନଶନ କରିବାକୁ ଯାଉଛି । ଏନେଇ ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ ସୂଚନା ଦେଇଛନ୍ତି । ଏନେଇ…