Browsing Category

National

ଛତିଶଗଡ଼ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବ

ଛତିଶଗଡ଼ରେ  ଏକଜିଟ୍ ପୋଲରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ମିଳୁଛି ।  ଛତିଶଗଡ଼ରେ ମୋଟ୍ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୪୬। ନ୍ୟୁଜ୍-୨୪ ଓ ଟୁଡେଜ୍ ଚାଣକ୍ୟ କଂଗ୍ରେସକୁ ୫୭ଟି ସିଟ୍ ମିଳିବା ନେଇ ଅନୁମାନ କରିଥିବା ବେଳେ ବିଜେପିକୁ ଦେଇଛି ମାତ୍ର ୩୩ଟି…

ଆଗାମୀ ୫ ବର୍ଷ ଗରିବଙ୍କୁ ମାଗଣା ରାସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ । ଏ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଓ ଅନ୍ନ ଯୋଜନାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି  । ଏହି ଯୋଜନା ନୂଆବର୍ଷରୁ ଲାଗୁ ହେବ  । ଏହା…

ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ଶ୍ରମିକ

ଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି କି, ଓଡ଼ିଶାର ଫସିଥିବା ୫ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମରୁ ତତ୍ପରତା ପ୍ରକାଶ କରିଥିଲେ…

ରେଲୱେ ଖାଦ୍ୟ ଖାଇବା ପରେ ୮୦ ଲୋକ ଅସୁସ୍ଥ

ରେଳବାଇ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବା ପରେ ପ୍ରାୟ ୮୦ ଜଣ ଲୋକ ଫୁଡ ପଏଜନିଙ୍ଗ୍‌ର ଶିକାର ହୋଇଥିଲେ । ଏହା ପରେ ସେହି ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିଳମ୍ବିତ ରାତିରେ ଟ୍ରେନ୍‌ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଅସୁସ୍ଥ…

ଶ୍ରମିକ ଫସିବା ଘଟଣା : ୧୭ ଦିନର ଉଦ୍ଧାର ଅଭିଯାନ

୧୭ ଦିନର ଉଦ୍ଧାର ଅଭିଯାନ ପରେ ଆଜି ଟନେଲ୍ ଉଦ୍ଧାର କାର୍ଯ୍ୟରେ ରାଟ୍‌ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା ପରେ ସବୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ରାଟ୍‌ହୋଲ୍ ମାଇନିଂ କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା…

ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ଶ୍ରମିକ

ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଦୁର୍ଗମ ଅଞ୍ଚଳର ପାହାଡ଼ର ଛାତି ଚିରି ସୁଡ଼ଙ୍ଗ ଭିତରୁ ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ ଗତ ୧୨ ତାରିଖ ଠାରୁ ଏହି ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ…

୧୭ଦିନ ପରେ ବାହାରକୁ ଆସିବେ ୪୧ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ।  ୧୭ଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ବିଭିନ୍ନ ପ୍ରକାରର ମସିନର ବ୍ୟବହାର ପରେ ଆଜି…