Trending
- ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସମସ୍ତ ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ମିଳିବ
- ଓଡ଼ିଶା ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ,ଆଠ ଜଣ ଆଇପିଏସ୍ ଓ ଓପିଏସ୍ ଅଧିକାରୀଙ୍କୁ ବଦଳି
- ଜ୍ଞାନେଶ କୁମାରଙ୍କ ବିନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତେ – ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ
- କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
Browsing Category
National
ନିୟମ ବଦଳାଇଲେ ସରକାର
ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।ତାମିଲନାଡୁ ନିଷେଧାଦେଶ (ସଂଶୋଧନ) ଅଧିନିୟମ ୨୦୨୪, ଯାହା ସରକାରଙ୍କ ଦ୍ୱାରା…
‘ମନ କି ବାତ୍’ର ୧୧୧ତମ ସଂସ୍କରଣ : ‘ମାଙ୍କ ନାଁରେ ଗଛଟିଏ ଲଗାଇବା’
ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ର ୧୧୧ତମ ସଂସ୍କରଣ ଆଜି ପ୍ରସାରିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଥିଲେ । ଏହା ସହ ‘ମାଙ୍କ ନାଁରେ ଗଛଟିଏ ଲଗାଇବା’ ଅଭିଯାନର ଆରମ୍ଭ କରିଥିଲେ ।
ଏହାପରେ କେରଳ ଅଟ୍ଟାପଡିର…
ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…
ଶିମ୍ଲାରେ ଭୂସ୍ଖଳନ
ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଶିମ୍ଲାରେ ଭୂସ୍ଖଳନ ଘଟି ବହୁସଂଖ୍ୟାରେ ଗାଡ଼ି ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଛି। ଗାଡ଼ିଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଗୁରୁବାର ହିମାଚଳପ୍ରଦେଶର ଅଧିକାଂଶ ଭାଗରେ…
ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଜମି ଦୁର୍ନୀତି ମାମଲାରେ ଗତ ଜାନୁଆରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୋରେନଙ୍କୁ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ…
କେଜ୍ରିଓ୍ବାଲଙ୍କୁ ମିଳିଲା ଆଶ୍ୱସ୍ତି
ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍ରେ ରହିବାକୁ ଅନୁମତି…
ପ୍ରବଳ ବର୍ଷା ଯୋଗୁ ବାରଟି ବିମାନ ଉଡ଼ାଣ ବାତିଲ
ଦିଲ୍ଲୀ-ଏନସିଆର ସହରରେ ପ୍ରବଳ ବର୍ଷା ହୋଇ ବାସିନ୍ଦା ତଥା ଯାତ୍ରୀମାନଙ୍କ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ନିମ୍ନମାନର ଅଞ୍ଚଳରେ ଘରେ ପାଣି ପ୍ରବେଶ କରିଛି। ବର୍ଷା ହେବା କାରଣରୁ ଟ୍ରାଫିକ୍ ଚଳାଚଳ ଉପରେ ବି ଆଘାତ ଲାଗିଛି।ବର୍ଷା ସହରରେ…
ଜନ ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ – ରାଷ୍ଟ୍ରପତି
ସଂସଦ ଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି । ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକସଭା ବାଚସ୍ପତି ଭାବେ…
ଅସୁସ୍ଥ ଅଛନ୍ତି ଲାଲକୃଷ୍ଣ ଆଡଭାନୀ
ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ବର୍ତ୍ତମାନ ୟୁରୋଲୋଜିରେ ପୀଡିତ ଅଛନ୍ତି। ତାଙ୍କୁ ୟୁରୋଲୋଜି ପ୍ରଫେସର ଡା.ଆମ୍ଲେଶ ସେଥ୍ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏମ୍ସ କହିଛି। ତାଙ୍କୁ…
ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା
ଶାସକ ମେଣ୍ଟ ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଇଣ୍ଡିଆ ମେଣ୍ଟ୍ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍ ବିର୍ଲା। ଏଥର ନିର୍ବାଚିତ ହେବା ପରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି…