Browsing Category

National

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗରେ ବସୁନ୍ଧରା ରାଜେ ରହିଛନ୍ତି । ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି ।  ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ତିନି ଦିନ ବିତିଲାଣି ।  କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା…

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏନେଇ ଦଳ ନିଷ୍ପତ୍ତି ନେଇଛି ।  ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା

ଜୟପୁର:ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ନିର୍ବାଚନ ପରେ ଏପରି ହିଂସାକୁ ନେଇ ରାଜନୀତି ଜୋର ଧରିଛି ।  ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ…

ମିଜୋରାମ ନିର୍ବାଚନ: ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି। ଏହାର…

ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ

ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର। ୧୧୫ଦିନ ପରେ  ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ । ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ଭାଜପା ମଧ୍ୟ ତିନୋଟି ରାଜ୍ୟରେ ଜିତିବା ପରେ କଂଗ୍ରେସ ଉପରେ ଆକ୍ରମଣକାରୀ ଆଭିମୁଖ୍ୟ ଗ୍ରହଣ କରିପାରିବ। ଆଜି ପାର୍ଲାମେଣ୍ଟର ଅଧିବେଶନ ସମୟରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ…

ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ମିଜୋରାମ ବିଧାନସଭା ନିର୍ବାଚନ ଭୋଟ୍‌ ଗଣନା ଚାଲିଥିବା ବ‌େଳେ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୪୦ଟି ଆସନରୁ ‘ଜୋରାମ୍‌ ପିପୁଲ୍‌ସ୍‌ ‌ମୁଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ସଂଖ୍ୟାଗରିଷ୍ଠ ସୀମା ଅତିକ୍ରମ କରି ୨୧ଟି ଆସନରେ ବିଜୟୀ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରୁ…

ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍

ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍  । ଏଥର କଂଗ୍ରେସ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଥିଲା । କିନ୍ତୁ ସେପରି କିଛି ଘଟିନାହିଁ ।  ରାଜସ୍ଥାନରେ ୧୯୯୩ରୁ ଚାଲିଥିବା ପରମ୍ପରା ବଜାୟ ରହିଲା। ଏଥର ବି ବଦଳିଲା ସରକାର।  ରାଜସ୍ଥାନରେ…

ମଧ୍ୟପ୍ରଦେଶରେ ସତ୍ତା ବଜାୟ ରଖିଲା ବିଜେପି

ମଧ୍ୟପ୍ରଦେଶରେ ବିଜେପି ଏଥର ପରାଜୟ ଦେଖିବ କୁହାଯାଉଥିବା ବେଳେ ବିଜେପିର  ବିରାଟ ବିଜୟ ହୋଇଛି। ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି । କଂଗ୍ରେସ ଗତଥର ଅପେକ୍ଷା ପ୍ରାୟ ୫୦ ସିଟ୍ ହରାଇଛି । କୁହାଯାଉଛି ଲୋକପ୍ରିୟ ଲାଡଲି ବେହେନା ଯୋଜନା ପାଇଁ ବିଜେପି…

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାଜପା ସରକାର

ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ସରକାର ଗଠନ କରିବ ବିଜେପି ।  ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି ।  ହିନ୍ଦୀ ଭାଷା ରାଜ୍ୟ ମଧ୍ୟପ୍ରଦେଶରେ ଭାଜପା ସରକାର ଅକ୍ଷୁର୍ଣ୍ଣ ଥିବାବେଳେ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାରୁ ହଟାଇ ଦେଇଛନ୍ତି। କଂଗ୍ରେସ…