Browsing Category

National

କାଉଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

କାଉଡିଆଙ୍କ ସୁରକ୍ଷିତ ଯାତ୍ରା ତଥା ସେମାନଙ୍କ ବ୍ରତର ନିଶ୍ଚିତତା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି କଡା ନିର୍ଦ୍ଦେଶ । ସବୁ ଭୋଜନାଳୟ ଆଗରେ ତା’ର ମାଲିକର ନାମ ଲେଖିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ବର୍ତ୍ତମାନ, ପ୍ରତ୍ୟେକ…

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି

ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଛତିଶଗଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ

ଛତିଶଗଡ଼ର ବିଜାପୁରରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିତ ହେବା ସହିତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଯବାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ଜିଲ୍ଲାର ତରେମ ଥାନା ଅଞ୍ଚଳରେ…

ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା

ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ…

ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ

ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି।ରିପୋର୍ଟ ମୁତାବକ, ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ…

ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ

ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଯେଉଁମାନେ ୨୦୧୫ ପରେ ଆସାମକୁ ଆସିଛନ୍ତି ସେମାନଙ୍କୁ ବିଦା କରାଯିବ । ଯେଉଁମାନେ ୨୦୧୫ ପୂର୍ବରୁ ଆସାମକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପାଇଁ ଆବେଦନ କରିବାକୁ…

ଭାରତ ରୁଷ୍ ସମ୍ପର୍କକୁ କାହିଁକି ନଜର ରଖୁଛି ଆମେରିକା ?

ଭାରତ ରୁଷ ସହିତ ନିଜର ସଂପର୍କକୁ ରୁଷ ଯୁକ୍ରେନ ବିବାଦକୁ ସମାପ୍ତ କରିବାକୁ ବ୍ୟବହାର କରୁ ବୋଲି ଆମେରିକାର ବିବୃତ୍ତି । ରୁଷ୍ ସହିତ ଭାରତର ଦୀର୍ଘ ଦିନର ସମ୍ପର୍କକୁ ବ୍ୟବହାର କରିବାକୁ ଆମେ ଉତ୍ସାହିତ କରିଛୁ ଏବଂ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବେଆଇନ ଯୁଦ୍ଧ ବନ୍ଦ କରିବାକୁ ଏବଂ ଏକ…

କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ

ଗତକାଲି ରାତିରେ ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଖବର ଦେଇଛି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଅଧିକାରୀଙ୍କ ସମେତ ଭାରତୀୟ ସେନାର ୪ ଜଣ…

ଓଲିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଅଭିନନ୍ଦନ…

କେଦାରନାଥରୁ ୨୨୮ କିଲୋ ସୁନା ନିଖୋଜ

କଦୋରନାଥ ମନ୍ଦିର କରାଯିବାକୁ ନେଇ ଦେଶରେ ଅନେକ ସ୍ଥାନରେ ବିରୋଧ ହେଉଛି । ବର୍ତ୍ତମାନ ଜ୍ୟେତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏନେଇ ବଡ଼ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, କେଦାରନାଥରେ ସୁନା ଦୁର୍ନୀତି ହୋଇଛି, ଏହି ପ୍ରସଙ୍ଗକୁ କାହିଁକି ଉଠାଯାଉନି? ସେ…