Trending
- କଇଁଛ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ଉପରେ କଟକଣା ଜାରି
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
Browsing Category
National
ଜମ୍ମୁ ଦାରବାର ନିକଟରେ ଆକ୍ରମଣ
ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା ସଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ ଘଟିବାରୁ ଜଣେ ଯବାନ ଗୁରଚତ ଭାବେ ଆହତ ହୋଇଛନ୍ତି। କ୍ୟାମ୍ପ୍ର ସାଣ୍ଟ୍ରି ପୋଷ୍ଟ୍ ପାଖାପାଖି ଏହି ଆକ୍ରମଣ ଘଟିଥିବାର ସୂଚନା ରହିଛି। ଏହି ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଆରମ୍ଭ…
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ
ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ୬-ଇ-୭୩୦୮ ବିମାନରେ ବୋମା ଥିବା ଧମକ ମିଳିଛି। ଏହା ପରେ ବିମାନଟି ଶୀଘ୍ର ନାଗପୁରରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଥିଲା।ଏୟାରଲାଇନ୍ ଅନୁଯାୟୀ, ବୋମା ଧମକ ଯୋଗୁଁ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ…
ଆଜି ବନ୍ଦ ରହିବ ଗେଟୱେ ଅଫ୍ ଇଣ୍ଡିଆ
ଆଜି ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ମହାବିକାଶ ଅଘାଡ଼ି ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ସିନ୍ଧୁ ଦୁର୍ଗରେ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ପଡ଼ିଯିବାକୁ ବିରୋଧ କରି ଏହି ଆନ୍ଦୋଳନ ଘୋଷଣା କରିଛନ୍ତି ।ନିକଟରେ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ…
ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଯେତେ ଶୀଘ୍ର ନିଷ୍ପତ୍ତି ନିଆଯିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ…
୩ଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଉଦ୍ଘାଟନ କରିବେ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏନେଇ ପିଏମଓ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା । ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ବନ୍ଦେ ଭାରତ…
ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ…
ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ଅଗଷ୍ଟ ୨୬ ତାରିଖରେ ସିନ୍ଧୁଦୁର୍ଗ ଜିଲାର ମାଲଓ୍ବନଠାରେ ସ୍ଥାପିତ ଶିବାଜୀଙ୍କ ୩୫ ଫୁଟ ଉଚ୍ଚ ପ୍ରତିଭୂର୍ତ୍ତି ଭାଙ୍ଗିଯାଇଥିଲା। ପ୍ରଧାନମନ୍ତ୍ରୀ…
ସ୍ପାଇସଜେଟକୁ ଝଟକା
ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଗୁରୁବାର ଦିନ ସଙ୍କଟଜନକ ସ୍ପାଇସଜେଟକୁ ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ଅଧୀନରେ ବିମାନ ଚଳାଚଳ କାର୍ଯ୍ୟର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସ୍ପଟ୍ ଚେକ୍ ଏବଂ ନାଇଟ୍ ସିସିଟିଭି ବୃଦ୍ଧି କରାଯିବ ସ୍ପାଇସଜେଟର ବିମାନ ବାତିଲ ଏବଂ…
ମୁଁ କୌଣସି ଜୁନିୟର୍ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…
ପାଣି ଘେରରେ ଗୁଜରାଟ ସହର
ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ସୌରାଷ୍ଟ୍ର ଏବଂ କେନ୍ଦ୍ରୀୟ ଗୁଜରାଟରେ ୪୮ ଘଣ୍ଟା ଧରି ବର୍ଷାର ତୀବ୍ରତା ଏବଂ ଅନୁପାତ କମିନଥିବାରୁ ଅନେକ ଗାଁ ଓ ସହର ଦ୍ୱୀପରେ ପରିଣତ ହୋଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇର ତଥ୍ୟ ଅନୁଯାୟୀ, ଗୁଜରାଟରେ…
ଆଜି ପଶ୍ଚିମବଙ୍ଗ ବନ୍ଦ
କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ଦେଶରେ ବିରୋଧର ମୁଖ୍ୟ କାରଣ ପାଲଟିଛି । ଏହି ବିରୋଧକୁ ବିଭିନ୍ନ ମହଲରୁ ସମର୍ଥନ ମଧ୍ୟ ମିଳୁଛି । ତେବେ ଗତକାଲି ନବନ୍ନା ମାର୍ଚ୍ଚ ସମୟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜକୁ ବିରୋଧ କରିଛି ବିଜେପି । ଏହି…