Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା
ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ…
ନିର୍ବାଚନ କମିଶନଙ୍କ ବଡ ଘୋଷଣା: ଅଧିକାରୀଙ୍କୁ ବଦଳି କରାଯାଉ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବଡ଼ ଘୋଷଣା କରି କହିଛନ୍ତି ଯେ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି କି ଯେଉଁ ଅଧିକାରୀଙ୍କୁ ୩ ବର୍ଷ ପୂରଣ କରିବା ପରେ ଜିଲ୍ଲା ବାହାରକୁ ସ୍ଥାନାନ୍ତରୀତ କରାଯାଉଛି ସେମାନଙ୍କୁ ସେହି ସଂସଦୀୟ କ୍ଷେତ୍ରର କୌଣସି ଅନ୍ୟ ଜିଲ୍ଲାରେ…
ବିକଶିତ ଭାରତ ବିକଶିତ ଛତିଶଗଡ଼
ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ ବିକଶିତ ଛତିଶଗଡ଼’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ…
ନିରବିଗଲେ ଅମିନ ସୟାନୀ
ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ତାଙ୍କ ପୁଅ ରାଜିଲ ସୟାନୀ କହିଛନ୍ତି। ଗୁରୁବାର ତାଙ୍କ ଅନ୍ତିମ ସଂସ୍କାର…
ଖ୍ୟାତନାମା ବରିଷ୍ଠ ଆଇନଜୀବୀ ଫଲି ଏସ୍ ନରିମାନ ପରଲୋକରେ
ଖ୍ୟାତନାମା ଆଇନଜୀବୀ ତଥା ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଫଲି ଏସ୍ ନରିମାନଙ୍କ ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଗୁରୁବାର ପୂର୍ବାହ୍ଣ ୧୦ଟାରେ ନୂଆଦିଲ୍ଲୀର ପାର୍ସୀ ଆରାମଗାହଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ୧୯୨୯ ମସିହା ଜାନୁଆରୀ ୧୦ ତାରିଖରେ ମ୍ୟାମାରର ଏକ ପାର୍ସୀ…
ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି
ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। କୁହାଯାଉଛି ଯେ ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ସର୍ଭେ ନାଁରେ ଚୀନ୍ ଜାହାଜ ଦୀର୍ଘ ଦିନ ଧରି ଗୁପ୍ତଚରବୃତ୍ତି କରି ଆସୁଛି। ଏବେ ଏହା ମାଲେ ଆଡ଼କୁ ଗତି…
ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ମୋଦି
ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ…
ଆଜି ଦେଶକୁ ଉପହାର ଦେବେ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଫେବୃଆରୀ ଦିନ ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପକୁ ମୂଳଦୁଆ ପକାଇବେ । ପିଏମଓ ଅନୁଯାୟୀ, ଅନେକ ପ୍ରମୁଖ ପ୍ରକଳ୍ପ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ…
ଭୂମିକମ୍ପରେ ଥରିଲା ଲଦାଖ
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ସୋମବାର ରାତି ୨.୩୫ ସୁଦ୍ଧା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂମିକମ୍ପର କେନ୍ଦ୍ର କାରଗିଲ ଠାରୁ ୧୪୮ କିମି…
କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲେନି ଚାଷୀ
କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲେନି ଚାଷୀ । ଏମଏସ୍ପିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ସେମାନଙ୍କୁ କୌଣସି ପ୍ରକାରର ଲାଭ ଦେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର ଦିଲ୍ଲୀ ଚାଲୋ ବିକ୍ଷୋଭ…