Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ରାଜ୍ୟପାଳ ନିଜ କର୍ତ୍ତବ୍ୟ କରିବା ଉଚିତ୍, ବିଲ ଅଟକାଇବା ଉଚିତ ନୁହେଁ: ସୁପ୍ରିମକୋର୍ଟ
କେତେଜଣ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ବିଲକୁ ଅଟକାଇ ରଖିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା କହିଛନ୍ତି ଯେ ରାଜ୍ୟପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ କହିବା ଅଦାଲତ ପାଇଁ ଅରୁଚିକର।ନାଲସାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘କୋର୍ଟ…
ଆଡ୍ଭାନୀଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଭେଟେରାନ ରାଜନେତା ଲାଲ୍କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏଲ୍.କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର…
ଫାଷ୍ଟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ
ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସହ ଜଡ଼ିତ ଅନେକ ପ୍ରମୁଖ ନିୟମରେ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । କାଲିଠାରୁ ଫାଷ୍ଟାଗ୍, ପର୍ସନାଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ସ୍କିମ ଏବଂ…
ବଢ଼ିଲା ମନରେଗା ମଜୁରୀ
କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪…
ପ୍ରଥମ ଥର ପାଇଁ ସିନ୍ଦେଙ୍କ ଶିବସେନା ପକ୍ଷରୁ
ଲୋକସଭା ନିର୍ବାଚନ ୨୦୨୪ପାଇଁ ସେମାନଙ୍କ ପ୍ରାର୍ଥୀ ଏବଂ ତାରକା ପ୍ରଚାରକଙ୍କ ତାଲିକା କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି।ଶିବସେନାର ଏହି ତାଲିକାରେ କିଛି ନାମ…
କେଜ୍ରିୱାଲଙ୍କୁ ମିଳିଲାନି ଜାମିନ
ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କେଜ୍ରିୱାଲଙ୍କ ରକ୍ତ ଶର୍କରା ପରିମାଣ ଲଗାତର ଭାବେ କମ୍ ବେଶୀ ହେଉଛି। ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୪୬କୁ ଖସି ଆସିଛି। ତେବେ ରକ୍ତ ଶର୍କରା…
ଏବେ ବୀମା ପଲିସି ସରେଣ୍ଡର କଲେ ମିଳିବ ଅଧିକ ଟଙ୍କା
ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି ।
ଆଇଆରଡିଏଆଇର ନୂଆ ବିଜ୍ଞପ୍ତି ମୁତାବକ ଇନସୁରାନ୍ସ ରେଗୁଲାସନ ୨୦୨୪ର ୬ଟି ନିୟମକୁ ଏକ ୟୁନିଫଆଇଡ ଫ୍ରେମୱାର୍କ ସହ ମିଶାଇ ଦିଆ ଯାଇଛି। ଏହା ଦ୍ୱାରା ଦ୍ରୁତ ଗତିରେ ବିସ୍ତାର ଲାଭା କରୁଥିବା ଏହି ବୀମା…
ଦିଲ୍ଲୀରେ ସାମ୍ବାଦିକଙ୍କୁ ଧକ୍କା ମାରିଲା ପୋଲିସ
ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ କଭର କରିବାକୁ ଆସିଥିବା ଫଟୋ ସାମ୍ବାଦିକମାନେ ଦିଲ୍ଲୀ ପୁଲିସର ଆକ୍ରୋଶର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସର ଫଟୋ ସାମ୍ବାଦିକ ସଲମାନ ଅଲ୍ଲୀଙ୍କ ହାତ ଭାଙ୍ଗିଯାଇଛି। ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ଏବଂ ସେମାନେ…
ଛତିଶଗଡରେ ବଡ ଏନକାଉଣ୍ଟର
ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ଆଜି ସକାଳେ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆଉ ଏହି ସମୟରେ…
ବେଙ୍ଗାଲୁରୁରେ ଜଳ ପାଇଁ ହାହାକାର
ବେଙ୍ଗାଲୁରୁରେ ଜଳ ସମସ୍ୟା ବହୁ ପରିମାଣରେ ବଢିଯାଇଛି । ଏଠାରେ ପାଣିର ସମସ୍ୟା ବଢିବାରେ ଲାଗିଛି ଏବଂ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, କର୍ଣ୍ଣାଟକ ସରକାର ସୂଚନା ଜାରି କରିଛନ୍ତି ଯେ, ବର୍ତ୍ତମାନ ବେଙ୍ଗାଲୁରୁରେ ପ୍ରତିଦିନ…