Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କିଏ ହେଲେ ଉପ ଅଧିନାୟକ ?
ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବାଂଲାଦେଶ ସହ ବିଜୟ ପରେ ଟିମ୍ ଭାରତ ଏବେ ଭଲ ଫର୍ମରେ ରହିଛି । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ବାଂଲାଦେଶ…
ମୋଦି ଦାନ ଦେଇଥିଲେ ଚୋର ନେଇଗଲେ ମା ଦେବୀ କାଳୀଙ୍କର ମୁକୁଟ
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ କଣ ସବୁ ଚାଲିଛି ତାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ହିନ୍ଦୁ ଦେବାଦେବୀ ମନ୍ଦିର ଆକ୍ରମଣ ବାରମ୍ବାର ହେଉଛି । ମୂର୍ତ୍ତି ଭଂଗା ଯାଉଥିବା ବେଳେ ମନ୍ଦିର ଭଂଗାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରର ମା କାଳୀଙ୍କୁ ସୁନାର ମୁକୁଟ…
ତାମିଲନାଡ଼ୁରେ ରେଳ ଦୁର୍ଘଟଣା:୨ ବଗିରେ ନିଆଁ, ୧୨ ବଗି ଲାଇନ୍ଚ୍ୟୁତ
ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୫୭୮) ଚେନ୍ନାଇ ଡିଭିଜନର କବରାରାପେଟ୍ଟାଇଠାରେ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କା ପରେ ୫ଟି ବଗି ଲାଇନଚ୍ୟୁତ ହେବା ସହ କେତେକ ବଗିରେ ନିଆଁ…
ନିହୋନ ହିଡ଼ାନକିୟୋଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଜାପାନର ସଂଗଠନ ନିହୋନ ହିଡ଼ାନକିୟୋ 2024 ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜିତିଛି । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରୋ ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ…
ତୋପ ଗୋଳା ବିସ୍ଫୋରଣ ହେବାରୁ ଦୁଇ ଜଣ ଅଗ୍ନିବୀରଙ୍କ ମୃତ୍ୟୁ
ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି।ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ କରୁଥିଲେ,…
ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଲେ ଗିରିରାଜ ସିଂ
ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ ୧୮ ଅକ୍ଟୋବର ୨୦୨୪ରୁ ବିହାରରେ ହିନ୍ଦୁ ସ୍ୱାଭିମାନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ ୧୮ ଅକ୍ଟୋବରରେ ଭାଗଲପୁରରୁ ଆରମ୍ଭ ହୋଇ ୨୨ ଅକ୍ଟୋବରରେ କିଶାନଗଞ୍ଜରେ ଶେଷ ହେବ |
କେନ୍ଦ୍ର…
୧୦ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ
ନକଲି ପରିଚୟ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ବେଆଇନ ଭାବେ ରହୁଛନ୍ତି। …
ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ
ପଶ୍ଚିମବଙ୍ଗରେ ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ କୋଲକାତାରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ଅଧିକ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେବା…
ଦୁଇ ଦିନିଆ ଭିଏତନାମା ଗସ୍ତରେ ମୋଦି
ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତମ ଆସିଆନ ସମିଟ ସହ ଇଷ୍ଟ ଏସିଆ ସମିଟରେ ସାମିଲ ହେବେ । ସମ୍ମିଳନୀରେ ସାମିଲ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ…
ଖୁସି ହୋଇଗଲା ପାକିସ୍ତାନ
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ପ୍ରାୟ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଉଛନ୍ତି। ସେ ହଁ କହିବା ମାତ୍ରେ ପାକିସ୍ତାନର ଶାସକମାନେ ଖୁସି…