Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Browsing Category
National
ଆଜି ମୁମ୍ବାଇ ସିଟି ଏଫ୍ସିକୁ ଭେଟିବ ଓଡ଼ିଶା ଏଫ୍ସି
ଘରୋଇ ପରିବେଶରେ ଇଷ୍ଟ୍ବେଙ୍ଗଲ୍ ଏଫ୍ସିକୁ ରୋମାଞ୍ଚକର ଢଙ୍ଗରେ ୨-୧ ଗୋଲ୍ରେ ହରାଇବା ପରେ ଓଡ଼ିଶା ଏଫ୍ସି ରବିବାର ମୁମ୍ବାଇରେ ମୁମ୍ବାଇ ସିଟି ଏଫ୍ସିକୁ ଭେଟିବ। ଆଇଏସ୍ଏଲ୍ର ଏହି ମହତ୍ତ୍ବପୂର୍ଣ୍ଣ ମୁକାବିଲା ମୁମ୍ବାଇ ଫୁଟ୍ବଲ୍ ଏରିନାରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ରେ…
ଦିଲ୍ଲୀରେ ପୁଣି ଲଭଜିହାଦ
ଦିଲ୍ଲୀର ଜଣେ ଯୁବକ ତାଙ୍କର ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କର ଦୁଇ ସାହାଯ୍ୟକାରୀଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ୧୯ ବର୍ଷୀୟ ପୀଡ଼ିତା ଯୁବତୀଙ୍କ ନାମ ସୋନି । ସୂଚନା ମୁତାବକ, ସୋନି ଓ ଅଭିଯୁକ୍ତଙ୍କ ମଧ୍ୟରେ…
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୪୦ଷ୍ଟାର ପ୍ରଚାରକ
ଝାରଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେ.ପି ନଡ୍ଡା, ରାଜନାଥ ସିଂହ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଦିଲ୍ଲୀରେ ନିଶ୍ବାସ ନେବା କଷ୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଛି । କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ମର୍ଣ୍ଣିଂ ଓ୍ବାକ୍ କରିବାକୁ ଭୟ ଲାଗୁଥିବା କହିଥିଲେ । ଏବେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କହିଲେଣି। ପ୍ରଦୂଷଣ ପାଇଁ ପ୍ରଧାନ…
ପାକିସ୍ତାନକୁ ଚେତାବନୀ ଦେଲେ ଫାରୁକ୍ ଅବଦୁଲ୍ଲା
ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍ସି) ମୁଖ୍ୟ ଫାରୁକ ଅବଦୁଲ୍ଲା ଆଜି ପାକିସ୍ତାନକୁ ଭର୍ତ୍ସନା କରି କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦର ପ୍ରସାର ପାଇଁ ଏହା ଯେତେ ଉଦ୍ୟମ କଲେ ମଧ୍ୟ ସ୍ଥାନୀୟ ଲୋକେ ପାକିସ୍ତାନର ଅଂଶ ହେବାକୁ କଦାପି ଚାହିବେ ନାହିଁ। ଏବେ ଜମ୍ମୁ କଶ୍ମୀରରେ…
ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଏକ ବଡ଼ ଆଶ୍ବସ୍ତି
ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ବସ୍ତି ମିଳିଛି |୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୀବନ ହାରିବା ପରେ ରିୟା ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ପରିବାର |ଉକ୍ତ ଘଟଣାରେ, ଅଭିନେତ୍ରୀ, ତାଙ୍କ ଭାଇ…
ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ
ପୁଣେ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି । ଏହି ମ୍ୟାଚର ୨ୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୯୮ ରନ କରିପାରିଛି ଓ ଏହା ସହିତ ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି । ଦଳ ପକ୍ଷରୁ ଓପନର ଟମ୍ ଲଥାମ୍ ୮୬ ରନ କରିଥିଲେ । ଭାରତ ଆଜି ନିଜର ଗତକାଲିର ସ୍କୋର…
ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟର ଗିରଫ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି । ଏହି ୭ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ ସେଲ ଟିମ ମଧ୍ୟ…
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା…
ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ
ଜମ୍ମୁ କଶ୍ମୀରର LOC ନିକଟରେ ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିବାବେଳେ ସେନାରେ କାର୍ଯ୍ୟ କରୁଥିବା ଦୁଇଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି ଓ ଦୁଇ ଯବାନ ଆହତ ହୋଇଛନ୍ତି।
ଏହି ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ…