Trending
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
Browsing Category
National
ଏନସିପିର ନେତା ବାବା ସିଦ୍ଦିକିଙ୍କୁ କିଏ ମାରିଲା ଗୁଳି ?
ମୁମ୍ବାଇ: ତାଙ୍କୁ ଧମକ ମିଳିଥିଲା । ସରକାରଙ୍କ ପକ୍ଷରୁ ଓ୍ବାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ତେବେ ସୁରକ୍ଷାକର୍ମୀ ପାଖରେ ନଥିଲେ । ରାତିରେ ଅଫିସରୁ ଫେରୁଥିବା ବେଳେ ଅପରାଧୀଙ୍କ ଗୁଳିମାଡରେ ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ହୋଇଯାଇଛି | ବାବା…
ହିରୋ ବନିଲେ ସାମସନ: ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ
ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସାମସନଙ୍କ ଧୁଆଁଧାର ବ୍ୟାଟିଂରେ ଘାଇଲା ହୋଇଛି ବାଂଲାଦେଶ । ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଭାରତ । ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ…
କେବେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସାଇନି ?
ହରିୟାଣାର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କଂଗ୍ରେସକୁ ଟ୍ରୋଲ କରୁଛନ୍ତି ସାଧାରଣ ଜନତା । ଜିତୁ ଜିତୁ କିପରି ହାରିଲା କଂଗ୍ରେସ ତାକୁ ନେଇ ଚର୍ଚ୍ଚା ହେଉଛି । ତେବେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏହା…
ବିଜୟା ଦଶମୀରେ ବଡ଼ କଥା କହିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସରସଂଘଚାଳକ
ଦେଶର ବିକାଶ ପାଇଁ ହିନ୍ଦୁମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି କହିଛନ୍ତି ପରମ ପୁଜନୀୟ ଡକ୍ଟର ମୋହନ ଭାଗବତ । ସେ କହିଛନ୍ତି ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି । ଆଗକୁ ବଢୁଛି ଭାରତ । ଭାରତ ଧାର୍ମିକ ମାର୍ଗରେ ପରିଚାଳିତ ହେବ । ବିଶ୍ବରେ ଯୁଦ୍ଧ ଲାଗି ରହିଛି । ଭାରତ କିନ୍ତୁ ଶାନ୍ତି…
କଂଗ୍ରେସକୁ କଡ଼ା ଟାର୍ଗେଟ୍ କଲେ ଓଓ୍ବାଇସି
ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ହରିୟାଣାର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ, କିନ୍ତୁ ତାହା ହୋଇ ନ ଥିଲା। ଏହି ଫଳାଫଳଗୁଡିକ ସାମ୍ନାରେ, ସମସ୍ତ ଏକ୍ଜିଟ୍ ପୋଲ ଏକ ବିଫଳତା ବୋଲି ପ୍ରମାଣିତ ହୋଇଛି। ଏହି ସମୟରେ ନିର୍ବାଚନ ଫଳାଫଳକୁ ନେଇ…
ମାଲବାହୀକୁ ଧକ୍କା ଦେଲା ବାଗମତୀ ଏକ୍ସପ୍ରେସ୍
ତାମିଲନାଡ଼ୁର ତିରୁବଲ୍ଲୁରରେ ଆଜି ରାତିରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ (୧୨୫୭୮) ସହ ମାଲବାହୀ ଟ୍ରେନ୍ର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଗମତୀ ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହେବା ସହ ଦୁଇଟି ବଗିରେ ନିଆଁ ଲାଗିଯାଇଛି।…
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ କିଏ ହେଲେ ଉପ ଅଧିନାୟକ ?
ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବାଂଲାଦେଶ ସହ ବିଜୟ ପରେ ଟିମ୍ ଭାରତ ଏବେ ଭଲ ଫର୍ମରେ ରହିଛି । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ବାଂଲାଦେଶ…
ମୋଦି ଦାନ ଦେଇଥିଲେ ଚୋର ନେଇଗଲେ ମା ଦେବୀ କାଳୀଙ୍କର ମୁକୁଟ
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ କଣ ସବୁ ଚାଲିଛି ତାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ହିନ୍ଦୁ ଦେବାଦେବୀ ମନ୍ଦିର ଆକ୍ରମଣ ବାରମ୍ବାର ହେଉଛି । ମୂର୍ତ୍ତି ଭଂଗା ଯାଉଥିବା ବେଳେ ମନ୍ଦିର ଭଂଗାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରର ମା କାଳୀଙ୍କୁ ସୁନାର ମୁକୁଟ…
ତାମିଲନାଡ଼ୁରେ ରେଳ ଦୁର୍ଘଟଣା:୨ ବଗିରେ ନିଆଁ, ୧୨ ବଗି ଲାଇନ୍ଚ୍ୟୁତ
ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୫୭୮) ଚେନ୍ନାଇ ଡିଭିଜନର କବରାରାପେଟ୍ଟାଇଠାରେ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କା ପରେ ୫ଟି ବଗି ଲାଇନଚ୍ୟୁତ ହେବା ସହ କେତେକ ବଗିରେ ନିଆଁ…
ନିହୋନ ହିଡ଼ାନକିୟୋଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଜାପାନର ସଂଗଠନ ନିହୋନ ହିଡ଼ାନକିୟୋ 2024 ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜିତିଛି । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରୋ ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ…