Trending
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
Browsing Category
National
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର କିଶ୍ଟୱାଡା ଗ୍ରାମ ପ୍ରତିରକ୍ଷା କମିଟିର ୨ ଜଣ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଥିଲେ। ଉଭୟ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କିଶ୍ଟୱାଡା ଲୋକମାନେ ଅଧିକ…
ଆତଙ୍କବାଦ ଦମନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ପଦକ୍ଷେପ
ଆତଙ୍କବାଦ ମୁକାବିଲା ଦିଗରେ ଟେକନୋଲୋଜିର ବ୍ୟବହାରକୁ ନେଇ 'Anti-Terror Conference-2024 ରେ କହିଛନ୍ତି ଶାହା। ଆତଙ୍କବାଦୀଙ୍କ ମୁକାବିଲା କରିବା ପାଇଁ ସୁରକ୍ଷାବଳକୁ ଟେକନୋଲୋଜି ବଳ ଦେବ। ଆକ୍ରମଣ ପୂର୍ବରୁ ଏହି ଟେକନୋଲୋଜି ଦ୍ବାରା ସେମାନଙ୍କ ପ୍ଳାନକୁ ଜାଣିହେବ । ଯଦି ଆମକୁ…
ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଅତ୍ୟଧିକ ବାୟୁ ପ୍ରଦୂଷଣ
ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ରେକର୍ଡ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଗଲାଣି। ଏଭିତରେ ହରିଆଣାର ଗୁରୁଗ୍ରାମରେ ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଆର୍ଟିଫିସିଆଲ ରେନ୍ ତଥା କୃତ୍ରିମ ବର୍ଷା କରାଯାଇଛି। ଏହି ବର୍ଷା…
୧୦୦ ବର୍ଷରେ ପଦାର୍ପଣ କରିଛି ଭାରତୀୟ ହକି
ଭାରତୀୟ ହକି ୧୦୦ ବର୍ଷରେ ପଦାର୍ପଣ କରିଛି। ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଆଜିଠାରୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ୍ (HIL) ପୁରୁଷ ଓ ମହିଳା ଲିଗ୍ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି। ହକି କ୍ରୀଡ଼ାର ଜାତୀୟ ସଂଘ…
ଓଆରଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି
ୱାନ୍ ରାଙ୍କ ୱାନ୍ ପେନ୍ସନ୍ (ଓଆର୍ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ…
ଜମ୍ମୁକାଶ୍ମୀର ବିଧାନସଭାରେ ଧାରା ୩୭୦ ପୁର୍ନବାର ଲାଗୁ ପାଇଁ ହଙ୍ଗାମା
ବିରୋଧ କରି ବିଜେପି ଜୋରଦାର ବିକ୍ଷୋଭ କରିଛି । କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଐତିହାସିକ ପ୍ରସ୍ତାବ ପାରିତ କରିଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି ଜମ୍ମୁକାଶ୍ମୀରର ହିତ ପାଇଁ ଧାରା…
ସୁରକ୍ଷା ବାହିନୀଙ୍କ ଗୁଳିରେ ଆତଙ୍କବାଦୀ ନିହତ
ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପ୍ରତି ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି। ବୁଧବାର ସକାଳେ କୁପୱାରାର ଲୋଲାବର…
ବିହାରର ଲୋକପ୍ରିୟ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ
ବିହାରର ପ୍ରସିଦ୍ଧ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ଅକ୍ଟୋବର ୨୧ରୁ…
୩ଦିନରେ ୧୦୦କୋଟି ଆୟ କଲା ‘ସିଙ୍ଘମ ଏଗେନ’
ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସିଙ୍ଘମ ଏଗେନ' ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ରଣବୀର ସିଂ, ଟାଇଗର ଶ୍ରଫ୍, ସଲମାନ ଖାନ, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁରଙ୍କ ଭଳି ଅନେକ ବଡ ତାରକା ନଜର…
ଫାଇଟର ଜେଟ ମିଗ-୨୯ ଦୁର୍ଘଟଣାଗ୍ରସ୍ତ
ଉତ୍ତରପ୍ରଦେଶର ଆଗ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ନିକଟରେ ଖସିପଡ଼ିଥିଲା ମିଗ-୨୯ ବିମାନ। ମିଗ-୨୯ରେ ଥିବା ପାଇଲଟ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ପଞ୍ଜାବ-ଆଦମପୁରରୁ ଆଗ୍ରା ଯାଉଥିଲା ଏହି ଫାଇଟର ଜେଟ। ବିମାନରେ ପାଇଲଟଙ୍କ ସମେତ ୨ଜଣ ଉପସ୍ଥିତ ଥିଲେ।