Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
Market
All market-related news and information will update here
ବଜାରକୁ ଆସିଲା ପିକ୍ସେଲ ୯ ସିରିଜର
ଗୁଗଲ ପକ୍ଷରୁ ପିକ୍ସେଲ ୯, ପିକ୍ସେଲ ୯ ପ୍ରୋ, ପିକେସଲ ୯ ପ୍ରୋ ଏକ୍ସଏଲ ବିଶ୍ୱସ୍ତରରେ ଲଞ୍ଚ କରାଯାଇଛି । ଏଥିସହିତ ଗୁଗଲ ପିକ୍ସେଲ ୯ ପ୍ରୋ ଫୋଲ୍ଡ ମଧ୍ୟ ଲଞ୍ଚ କରିଛି । ପିକ୍ସେଲ ୯ ସ୍ମାର୍ଟଫୋନର ମୂଲ୍ୟ ୭୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପିକ୍ସେଲ ୯ ପ୍ରୋ’ର ମୂଲ୍ୟ ୧,୦୯,୯୯୯ ଟଙ୍କା…
ଟିଭିଏସ୍ର ନୂତନ ମଡେଲସ
ଟିଭିଏସ୍ ମୋଟର କମ୍ପାନୀର ନୂତନ ମଡେଲସ ‘ଟିଭିଏସ୍ ଏନ୍ଟିଓଆର୍କ୍ୟୁ ୧୨୫ ଏବଂ ଟିଭିଏସ୍ ଏନ୍ଟିଓଆର୍କ୍ୟୁ ରେସ ଏକ୍ସପି’କୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରି କି ଟିଭିଏସ୍ର ଉଭୟ ମଡେଲ ଟିଭିଏସ୍ ଏନ୍ଟିଓଆର୍କ୍ୟୁ ୧୨୫କୁ ଯୁବ ପ୍ରଫେଶନାଲ୍ମାନଙ୍କ ପାଇଁ ଏବଂ ଅତୁଳନୀୟ…
ରାଜଧାନୀର ବିଭିନ୍ନ ହାଟରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ
ଗୋଟିଏ ପଟେ ରାଜ୍ୟରେ ଆଳୁ ସମସ୍ୟା ଜାରି ରହିଛି । ଅନ୍ୟପଟେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଚଢା ଦରରେ ଗ୍ରାହକଙ୍କୁ ଆଳୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଭୁବନେଶ୍ୱର ବିଭିନ୍ନ ହାଟ ଗୁଡିକରେ ଚଢାଉ ଚାଲିଛି ।ଯୋଗାଣ ବିଭାଗ ସହ ଏହା ଅଧିନସ୍ଥ ଓଜନ ମାପକ ବିଭାଗ ପକ୍ଷରୁ ଏହି…
ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଶହେ ଟଙ୍କାରେ ମିଳୁଛି ୩ କିଲୋ ଆଳୁ
ରାଜ୍ୟରେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଭଲ ଖବର। ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ଏମାନେ ସରକାରୀ ଖୁଚୁରା ବିକ୍ରୟ…
ଶେୟାର ବଜାର ବୃଦ୍ଧି
ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୮୨୦ (୮୧୯.୬୯)…
ଅମ୍ବାନୀଙ୍କ ନୂଆ ରେକର୍ଡ
ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଉ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ କର୍ପୋରେଟ୍ ଆୟକର ଆକାରରେ ସରକାରୀ ରାଜକୋଷକୁ ୧.୮୬ ଲକ୍ଷ କୋଟି ଟଙ୍କା ଯୋଗଦାନ ଦେଇଛି, ଯାହା ଭାରତ ସରକାରଙ୍କ ବଜେଟର ପ୍ରାୟ ୪ ପ୍ରତିଶତ ସହିତ ସମାନ।ଦେଶର…
ଡେଲ କଲା ବଡଧରଣର ଛଟେଇ
କମ୍ପ୍ୟୁଟର ଓ ଲାପ୍ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ନିକଟରେ ଚିପ୍ ନିର୍ମାତା…
ସେୟାର ବଜାର
ଆଜି ସେମାନେ ସେୟାର କିଣିବା ଉପରେ ମନୋନିବେଶ କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୭୪ ପଏଣ୍ଟ ବୃଦ୍ଧି ପାଇ ୭୯,୪୬୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୩୦୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୯୭ ପଏଣ୍ଟରେ ବନ୍ଦ ହୋଇଛି। ଆଜି ସେନ୍ସେକ୍ସରେ…
ଭାରତକୁ ଫେରୁଛି ଫୋର୍ଡ କମ୍ପାନି
ପୁଣି ଥରେ ଭାରତ ବଜାରକୁ ପ୍ରବେଶ କରିବ ଆମେରିକୀୟ କାର୍ କମ୍ପାନି ଫୋର୍ଡ ଉପରେ ବିଚାର କରୁଛି। କିନ୍ତୁ ଏଥର ନୂଆ ରଣନୀତି ସହ ଆସିବ। କମ୍ପାନି ଇଲେକ୍ଟ୍ରିକ କାର୍ ଆଣିବା ଯୋଜନା ରହିଛି। ଫୋର୍ଡର ସିଇଓ ଜିମ୍ ଫାରଲେ ଏବଂ ଗ୍ଲୋବାଲ କମ୍ପାନି ମୁଖ୍ୟାଳୟରେ ଭାରତରେ ପୁନଃପ୍ରବେଶର ଆର୍ଥିକ…
ଜିଓ ଆଣିଲା ୩ଟି ଶସ୍ତା ପ୍ଲାନ୍
ରିଲାଏନ୍ସ ଜିଓ ହେଉଛି ଟେଲିକମ୍ କମ୍ପାନୀ ମଧ୍ୟରୁ ଅନ୍ୟତମ, ଯାହା ଏହାର ସୁଲଭ ରିଚାର୍ଜ ଯୋଜନା ପାଇଁ ଲୋକଙ୍କ ମଧ୍ୟରେ ଜଣାଶୁଣା। ତେବେ ଜୁଲାଇ ଆରମ୍ଭରେ ଯୋଜନାଗୁଡିକର ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ବିବାଦ ଘେରକୁ ଆସିଥିଲା।ଅଗଷ୍ଟ ଆରମ୍ଭ ପୂର୍ବରୁ କମ୍ପାନୀ ଦ୍ବାରା ୩ଟି ନୂଆ ରିଚାର୍ଜ ପ୍ଲାନ୍…