Browsing Category

Lifestyle

All lifestyle-related news will be uploaded here

ରକ୍ତଚାପ କ’ଣ ?

 ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ…

ସଂଧ୍ୟାରେ ଜଳଖିଆ ଖାଉଛନ୍ତି କି?

ଲୋକେ ସକାଳ ଖାଦ୍ୟ ଖାଇ କାମକୁ ବାହାରିଯାଆନ୍ତି । ଦିନର ପ୍ରଥମ ୭ରୁ ୮ ଘଣ୍ଟା ପ୍ରଡକ୍ଟିଭ ହୋଇଥାଏ । ଅଫିସରେ ହେଉ କି ଘରେ ସଂଧ୍ୟା ସମୟରେ ଆମେ ସାଧାରଣତଃ ଜଳଖିଆ ଖାଇଥାଉ ।ଯଦି ସଂଧ୍ୟା ଜଳଖିଆରେ ଆମେ ଗରମ ସିଙ୍ଗଡା ବା କୁରକୁରୀ, ଚାହା ସହ ଖାଇବାକୁ ପସନ୍ଦ କରୁ । ତେବେ ସଂଧ୍ୟା ୪-୬ଟା ସମୟରେ…

ସୁନସୁନିଆ ଶାଗ

ଶାଗ ଖାଇବାରେ ଶରୀରକୁ ଅନେକ ପ୍ରକାର ଲାଭ ଯୋଗାଇଥାଏ । ଆଜି ଏପରି ଶାଗ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ୱାରା ଦୁର୍ବଳ ହୋଇ ପଡିଥିବା ସ୍ନାୟୁଗୁଡିକ ପୁଣି ସଠିକ କାମ କରିବା ଆରମ୍ଭ କରିଥାଏ । ଏହା ହେଉଛି ସୁନସୁନିଆ ଶାଗ । ତେବେ ଆସନ୍ତୁ ଏହି ଶାଗ ସମ୍ପର୍କରେ କିଛି ଜାଣିବା .... …

ହେଡଫୋନର ବ୍ୟବହାର ଦ୍ୱାରା କ୍ୟାନସର ଶିକାର ହୋଇପାରନ୍ତି !

ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା…

କୋଲେଷ୍ଟରଲ କମାଏ ଅଁଳାରସ

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। ପିପ୍‌ପଳୀ ସହିତ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ସେବନ କଲେ ବଦହଜମି,…

ଖରାଦିନେ କେମିତି ଦେଖାଯିବେ ଷ୍ଟାଇଲ

ଖରାଦିନରେ ଆପଣଙ୍କ ସ୍କିନ୍‌ର ଦେଖାଶୁଣା ବହୁତ ଆବଶ୍ୟକ। ତା’ ସହ ଏହିଦିନରେ ଆପଣ କେଉଁ ପ୍ରକାର କପଡ଼ା ପିନ୍ଧୁଛନ୍ତି ଏହାଦ୍ୱାରା ବି ଆପଣଙ୍କ ତ୍ୱଚା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଫ୍ୟାଶନ କଥା ପଡ଼ିଲେ କେତେକ ମହିଳା ଡିସିସନ୍‌ ନେବାକୁ ସମସ୍ୟାରେ ପଡ଼ିଯାଇଥାନ୍ତି। ସେମାନେ କେଉଁ ଫ୍ୟାଶନ…

କପେ କଫି ଆଣେ ଫୂର୍ତ୍ତି

କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍‌ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି ପାନ କରୁଥିଲେ। ମାତ୍ର ସମୟକ୍ରମେ ଏହା ମହିଳାଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଥିଲା। ଏହା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ…

କିପରି ଚିହ୍ନିବେ ଅସଲି ଓଆରଏସ ପାଣି? 

 ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର । ତେବେ ଲୋକମାନେ ଅସଲି ଏବଂ ନକଲିର ଭେଦଭାବ ଜାଣି ନପାରି ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଯାହା…

ଲେମ୍ବୁପାଣି

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ…

ସାବଧାନ! ପେନ କିଲର ଖାଉଥିଲେ

ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ। ପେନକିଲର‌ ଖାଇଲେ ଶରୀରରେ କ’ଣ ସବୁ କ୍ଷତି ଘଟିଥାଏ, ଜାଣନ୍ତୁ… ପେନକିଲର ନିୟମିତ ବ୍ୟବହାର ଦ୍ୱାରା ଏହାର ଖରାପ ପ୍ରଭାବ…