Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Browsing Category
Industry
All industry related news and information will be updated in daily besis
ଆସିଲା ନୂଆ ସୌର ଚୁଲା : ରାତିରେ କରିପାରିବେ ରୋଷେଇ
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଗ୍ୟାସ ଦର ବଢ଼ିଲେ ଆଉ ସମସ୍ୟା ନାହଁ । ବଜାରକୁ ଆସୁଛି ଏମିିତି ସୈାର ଚୁଲା ଯାହା ଦ୍ବାରା ମେଘୁଆ ପାଗ ହେଉ କି ରାତି , ସବୁ ସମୟରେ ଆପଣ ରୋଷେଇ କରିପାରିବେ । ଚା ତିଆରି କରିପାରିବେ ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏହି ସୌର ଚୁଲା ପ୍ରସ୍ତୁତ କରି!-->!-->!-->…
ଆଉ ହେବନି ବିଜୁଳି କାଟ
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ | ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନକରିବାକୁ କୁହାଯାଇଛି । ବିଗତ!-->!-->!-->…
ଗୌତମ ଅଦାନୀଙ୍କୁ ବଡ଼ ସଫଳତା; ବିଶ୍ୱର ୧୦ ଧନୀ ତାଲିକାରେ ପାଇଲେ ସ୍ଥାନ
ଗୌତମ ଅଦାନୀଙ୍କୁ ବଡ଼ ସଫଳତା; ବିଶ୍ୱର ୧୦ ଧନୀ ତାଲିକାରେ ପାଇଲେ ସ୍ଥାନ
ମାଟିର ମୂଲ୍ୟ ୨୫୦ କୋଟି ଟଙ୍କା
ମେଟ୍ରୋ ଟିଭି ଓଡିଶା,୬/୧: ରାଜସ୍ଥାନରେ ରହିଛି ଏପରି ନଦୀ ଯାହାର ମାଟିର ମୂଲ୍ୟ ସୁନାର ମୂଲ୍ୟ ସହ ସମାନ ।ରାଜସ୍ଥାନର ଝୁନଝୁନ ଜିଲ୍ଲାର ଖେତଡି ବସ୍ତିର ପାହାଡରେ ରହିଛି ୫୬ ବର୍ଷୀୟ ପୁରଣା ନଦୀ । ଏହାର ୮କିମି ପରିବ୍ୟାପ୍ତ ଏହି ସ୍ଥାନରେ ମାଟିର ମୂଲ୍ୟ ୨୫୦କୋଟି ଟଙ୍କା ହେଲାଣି । ଏକ!-->!-->!-->…
ସୁରତରେ ବଡ ଧରଣର ଅଘଟଣ ,ଗ୍ୟାସ ଲିକ୍ ହୋଇ ୬ମୃତ
ମେଟ୍ରୋ ଟିଭି ଓଡିଶା,୬/୧: ବର୍ଷ ଆରମ୍ଭରୁ ଘଟି ଯାଇଛି ଅଘଟଣ । ଗୁରୁବାର ସକାଳୁ ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ଜଣଙ୍କର ମୃତ ଘଟିଛି । ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ ଜିଆଇଡିସି ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ!-->!-->!-->…