Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ମାଇଣ୍ତ ଫ୍ରେସ୍ କରେ କପେ ଚା
ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍ ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ । ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଆଉ ସେ ସବୁ ପାଇଁ ସବୁ ର…
ଶୀତ ଦିନେ କିପରି ନେବେ ଚର୍ମର ଯତ୍ନ
ଶୀତଦିନେ ଅଧିକାଂଶ ଲୋକ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଚର୍ମ ଶୁଷ୍କତା ହୁଏ, କେତେବେଳେ ଫାଟିଯାଏ। ଅଧିକ ଥଣ୍ଡା ଏବଂ ଶୁଷ୍କ ବାୟୁରେ ବହୁତ କମ୍ ଆର୍ଦ୍ରତା ଥାଏ, ଯାହା ଫଳରେ ଚର୍ମର ଆର୍ଦ୍ରତା ଶୀଘ୍ର ଶୁଖିଯାଏ।ଏହି ଋତୁରେ ଚର୍ମର ପ୍ରାକୃତିକ ତେଲ ଉତ୍ପାଦନ ମଧ୍ୟ ହ୍ରାସ…
ଲିଭର ଖରାପ ହେବାର ଲକ୍ଷଣ
ଲିଭର ଆମ ଶରୀର ଏକ ଜଟିଳ ଅଙ୍ଗ , ଯାହା ଆମ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା କେବଳ ଖାଦ୍ୟର ପାଚକ କ୍ରିୟା କରେନି ବରଂ ଶରୀରୁ ବି ଅନୁପଯୋଗୀ ପଦାର୍ଥକୁ ନିଷ୍କାସନ କରିବାରେ , ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ , ପ୍ରୋଟିନ୍ ଓ ଶକ୍ତି ସଂରକ୍ଷଣ,…
ଛେଳି କ୍ଷୀର ଏକ ପ୍ରାକୃତିକ ଟନିକ୍
ଗାଈ ଏବଂ ମଇଁଷି କ୍ଷୀର ପରି ଛେଳି କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ। ଏଥିରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଭରି ରହିଛି। ଅନେକ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ଛେଳି କ୍ଷୀରକୁ ଏକ ପ୍ରାକୃତିକ ଟନିକ୍ ଭାବରେ ବିବେଚନା କରାଯାଇଥାଏ। ଆୟୁର୍ବେଦ ମଧ୍ୟ ଏହାକୁ ଅତ୍ୟନ୍ତ ଲାଭଦାୟକ ବୋଲି…
ଶୀତ ଋତୁରେ କଦଳୀ ଖାଇବା ଉଚିତ କି? ଆସନ୍ତୁ ଜାଣିବା
ଅଧିକାଂଶ ଲୋକ ଋତୁ ଅନୁସାରେ ଖାଦ୍ୟାଭ୍ୟାସ ରଖିଥାନ୍ତି। ଶୀତ ଋତୁ ଆସିଲାଣି ଯେହେତୁ ଆମ ଖାଦ୍ୟରେ ବି ଅନେକ ପରିବର୍ତ୍ତନ ହେବ। ଗ୍ରୀଷ୍ମ ଋତୁରେ ଲାଭଦାୟକ କିଛି ଖାଦ୍ୟ ଶୀତ ଋତୁରେ କ୍ଷତିକାରକ ହୋଇପାରେ। ଏପରି ଏକ ଫଳ ହେଉଛି କଦଳୀ।
କଦଳୀ ବର୍ଷସାରା ସହଜରେ ଉପଲବ୍ଧ ଏବଂ ଏଥିରେ ପୋଷକ…
ସକାଳୁ ଖାଲି ପେଟରେ ଭୃସଙ୍ଗ ପତ୍ର ପାଣି ପିଇଲେ ମିଳିବ ଏହି ସବୁ ଫାଇଦା
ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ସେଥିରୁ କିଛି ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ସେହିଭଳି ଏକ ଉପାଦାନ ହେଉଛି ଭୃସଙ୍ଗ ପତ୍ର । ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଯାହା ଆମ…
ଆଖି ଡେଇଁବା ଶୁଭ ନା ଅଶୁଭ
ଜୀବନକାଳ ଭିତରେ ଆପଣଙ୍କ କେବେ ନା କେବେ ଆଖି ଡେଇଁଥିବ । ଆଉ ଆଖି ଡେଇଁଲାମାନେ ପାଖ ଆଖରେ ଥିବା ଲୋକ କହିଥିବେ ଆଜି କିଛି ଶୁଭ ନହେଲେ ଅଶୁଭ ହେବ । ଏହି ଆଖି ଡେଇଁବାକୁ ନେଇ ୨୦୦୧ ମସିହାରେ ଓଡ଼ିଆ ଆଲବମରେ ଗୋଟିଏ ଗୀତ ମଧ୍ୟ ରିଲିଜ୍ ହୋଇଥିଲା ‘ଡେଉଁଛି ମୋ ବାଁ ଆଖି’ । ଆଖି ଡେଇଁବା ବା ଫଡ଼ ଫଡ଼…
ଫୁସ୍ଫୁସ୍ର ଉଚିତ୍ ଯତ୍ନ କିପରି ନେବେ
ଦୀପାବଳିରେ ଫୁଟାଯାଉଥିବା ବାଣ ଆମ ପ୍ରକୃତି ପାଇଁ ତ ବିପଦ ଆଣେ, ହେଲେ ଆପଣ ଜାଣନ୍ତି କି ସବୁଠାରୁ ଅଧିକ ପ୍ରଭାବିତ ହୁଏ ଆମ ନିଜର ଫୁସ୍ଫୁସ୍। ବାଣରୁ ବାହାରୁଥିବା ବିଷାକ୍ତ ଧୂଆଁ ଆମ ଫୁସ୍ଫୁସ୍କୁ ଦୁର୍ବଳ କରିଥାଏ। ତେବେ ଆମେ ଆଜି ଜାଣିବା ଫୁସ୍ଫୁସ୍ର ଉଚିତ୍ ଯତ୍ନ କିପରି ନେବା।…
ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଉଦ୍ବେଗଜନକ , ୨ ମୃତ ୧୫୬୪ ଜଣ ସଂକ୍ରମିତ
ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାର ବଡ଼ଗାଁ ଓ ରାଉରକେଲା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୧୦ ମାସ ମଧ୍ୟରେ ୧୫୬୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଜାନୁଆରିରୁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା…
ଦେଶୀ ପିଆଜ ଏବଂ ଲାଲ ପିଆଜ ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ ଭଲ?
ଭାରତୀୟ ଖାଦ୍ୟରେ ପିଆଜର ବହୁଳ ବ୍ୟବହାର ହୋଇଥାଏ । ଏମିତିକି ପିଆଜର ପେଣ୍ଠସ୍ଥଳୀ ବୋଲି ମଧ୍ୟ ମହାରାଷ୍ଟ୍ରର ନାସିକକୁ କୁହାଯାଏ । ତେବେ ଖାଲି ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ପିଆଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ । ଆୟୁର୍ବେଦ ଅନୁସାରେ ପିଆଜ ଔଷଧୀୟ ଗୁଣରେ ଭରପୂର ଏବଂ ଏହାକୁ ଖାଇବା…